ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଟ ୧୪ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ...
ଓଡ଼ିଶାରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ, ୧୭ ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟର ୪୧ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ଓଡ଼ିଶା ସରକାର। ଏହି କ୍ରମରେ ୧୭ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ...
ଫୁଲନଖରାଠାରେ ସମ୍ ହସ୍ପିଟାଲର ଦ୍ଵିତୀୟ କ୍ୟାମ୍ପସ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): କଟକ-ଭୁବନେଶ୍ୱର ମଝି ଫୁଲନଖରାଠାରେ ନିର୍ମିତ ଆଇଏମଏସ ଓ ସମ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ରୋଗୀଙ୍କୁ ଏହି ହସ୍ପିଟାଲ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ...
ଫେବ୍ରୁଆରି ୫ରୁ ବିଧାନସଭା ବଜେଟ୍ ଅଧିବେଶନ, ଆଗତ ହେବ କାମଚଳା ବଜେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ଷୋଡ଼ଶ ବିଧାନସଭାର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି। ଚଳିତ ବର୍ଷ ନିର୍ବାଚନ ଥିବାରୁ ଏଥର କାମଚଳା...
ବିଭିନ୍ନ ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କଲା ଓଡ଼ିଶା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଗୁରୁବାର ପ୍ରଭାରୀମାନଙ୍କ ନାମ ଘୋଷଣା କରାଯାଇଛି।
ବିଜେପିର ବରିଷ୍ଠ ନେତା...
ଦାୟିତ୍ଵ ନେଲେ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦେଶକ ଡକ୍ଟର ମନୋରମା ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦେଶକ ଭାବେ ଦାୟିତ୍ୱ ନେଲେ ଡକ୍ଟର ମନୋରମା ମହାନ୍ତି। ପୂର୍ବତନ ନିର୍ଦେଶକ ଏଚଆର ବିଶ୍ଵାସ ମଙ୍ଗଳବାର ଦିନ ଡକ୍ଟର ମନୋରମା ମହାନ୍ତିଙ୍କୁ ଏହି ଦାୟିତ୍ୱ...
ପୁରୀ: ୟୁସିସିଆଇ ଲେଡିଜ୍ ଫୋରମ୍ ପକ୍ଷରୁ ମଙ୍ଗଳପୁର ପଞ୍ଚାୟତରେ କମ୍ବଳ ଓ ପୋଷାକ ବଣ୍ଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ୟୁସିସିଆଇ ଲେଡିଜ ଫୋରମ ପକ୍ଷରୁ ପୁରୀ ଜିଲ୍ଲା ପିପିଲି ବ୍ଲକ୍ ମଙ୍ଗଳପୁର ପଞ୍ଚାୟତରେ ଶୀତବସ୍ତ୍ର ଓ ପୋଷାକ ବଣ୍ଟନ କରାଯାଇଛି। ଏହି ଅବସରରେ ଲେଡିଜ ଫୋରମର ସଦସ୍ୟାମାନେ ଗ୍ରାମର ଲୋକମାନଙ୍କୁ...
ଓଡ଼ିଶାର କୃଷି ବିକାଶରେ ମହିଳାମାନଙ୍କର ବିଶେଷ ଭୂମିକା ରହିଆସୁଛି – ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ବାର୍ଷିକ ବିଶାଳ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା-୨୦୨୪
“ଗ୍ରାମାଞ୍ଚଳରେ ବିକାଶ ହେଲେ ଦେଶର ବିକାଶ ହେବ”
ବ୍ଲକସ୍ତରରେ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯିବ – ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ମାର୍କେଟିଂ ଓ...
କୃଷି କ୍ଷେତ୍ରରେ ମହିଳାମାନେ ଆହୁରି ଆଗକୁ ବଢ଼ିବାର ସମୟ ଆସିଛି – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ଓଡ଼ିଶା-୨୦୨୪କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କୃଷି କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ସମ୍ମାନ ଜଣାଇ ଏ ବର୍ଷର କୃଷିମେଳା
କୃଷି ଉଦ୍ୟୋଗ ଭବନ ଏବଂ ଇମେଜ (ଆଇଏମଏଜିଇ)ର ନୂଆ କ୍ୟାମ୍ପସ ପାଇଁ...
ଅପରାଧ ନିୟନ୍ତ୍ରଣ ପାଇଁ ନୂଆ କୌଶଳ ଆପଣେଇବ କମିଶନରେଟ ପୋଲିସ, ଅପରାଧୀଙ୍କ ଉପରେ ନଜର ରଖିବ ଗୁଗୁଲ ମ୍ୟାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ବଢ଼ି ଚାଲିଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ନୂଆ କୌଶଳ ଆପଣେଇବାକୁ ଯାଉଛି କମିଶନରେଟ ପୋଲିସ। ଅପରାଧୀଙ୍କୁ ଧରିବା ପାଇଁ ଗୁଗୁଲ ମ୍ୟାପର ସହାୟତା ନେବ କମିଶନରେଟ ପୋଲିସ।...





















