ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ: ନ୍ୟୁଜିଲାଣ୍ଡ ସହ ୨୨ରେ କ୍ରସଓଭର ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vyJ84Wk0tSA] ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ। ସିଧାସଳଖ କ୍ଵାର୍ଟରଫାଇନାଲ ଖେଳିବା ଆଶାରେ ରହିଥିବା ଭାରତୀୟ ହକି ଦଳକୁ ନିରାଶ ହେବାକୁ ପଡ଼ିଛି। ଆସନ୍ତା ୨୨ ତାରିଖରେ ନ୍ୟୁଜିଲାଣ୍ଡ ଦଳ ସହ...

କଳିଙ୍ଗରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କଲା ମାଲେସିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଶ୍ଵକପ ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ। ଗୁରୁବାର ଗ୍ରୁପ୍ ‘ସି’ର ପ୍ରଥମ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାଲେସିଆ ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି...

କେମିତି ତିଆରି ହୋଇଥିଲା ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍ସ?

ନୀଳାମ୍ବର ରଥ [youtube https://www.youtube.com/watch?v=MKZdZgQXuDE] ତତ୍କାଳୀନ ଭାରତରେ ଗୋଟିଏ ଘରୋଇ ବିମାନ କମ୍ପାନି ତିଆରି କରିବା କୌଣସି ଅସାଧ୍ୟ କାମଠାରୁ କମ୍ ନଥିଲା। ତଥାପି ନିଜ ନିଷ୍ଠା ଏବଂ ଚେଷ୍ଟା ବଳରେ ‘କଳିଙ୍ଗ ଏୟାରଲାଇନ୍ସ’ ତିଆରି...

ଭାରତ-ୱେଲ୍ସ ଟକ୍କର, ବୃହତ ବ୍ୟବଧାନରେ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵକପରେ ଭାରତ ଖେଳିବ ନିଜର ଅନ୍ତିମ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ବିପକ୍ଷରେ ଟିମ୍ ଇଣ୍ଡିଆ କରିବ ମୁକାବିଲା।ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଏହି ମ୍ୟାଚ। ସିଧାସଳଖ...

ଗୁରୁବାର କଳିଙ୍ଗରେ ୪ ମ୍ୟାଚ, ସନ୍ଧ୍ୟାରେ ଭାରତ-ୱେଲ୍ସ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ବିଶ୍ଵକପ ୨୦୨୩ର ଗ୍ରୁପ୍ ପର୍ଯ୍ୟାୟ ଅନ୍ତିମ ସ୍ଥିତିରେ ପହଞ୍ଚିଛି। ସବୁ ଦଳ ୨ଟି ଲେଖାଏଁ ମ୍ୟାଚ ଖେଳି ସାରିଥିବାବେଳେ ଗୁରୁବାରଠାରୁ ତୃତୀୟ ତଥା ଶେଷ ଗ୍ରୁପ୍ ମ୍ୟାଚ ଖେଳିବେ। ଏହି...

ଭୁବନେଶ୍ଵରରେ ପହଞ୍ଚିଲା ବିଜୁ ବାବୁଙ୍କ ‘ଡାକୋଟା’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=MKZdZgQXuDE] ଭୁବନେଶ୍ଵରରେ ପହଞ୍ଚିଲା ବିଜୁ ବାବୁଙ୍କ ‘ଡାକୋଟା’। ୩ଟି ଲରିରେ ଭୁବନେଶ୍ଵରରେ ପହଞ୍ଚିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ। ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଏହି ବିମାନଟି ରହିଥିଲା...

ହକି ପୁରୁଷ ବିଶ୍ଵକପ: ୨-୨ ଗୋଲରେ ଡ୍ର ରହିଲା ବେଲଜିୟମ-ଜର୍ମାନୀ ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ୱକପରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଗ୍ରୁପ୍ ‘ବି’ ମ୍ୟାଚ। ମଙ୍ଗଳବାର ବେଲଜିୟମ ଓ ଜର୍ମାନୀ ମଧ୍ୟରେ ହୋଇଥିବା ମୁକବିଲାଟି ୨-୨ ଗୋଲରେ ଡ୍ର ରହିଛି। ୟୁରୋପର ଦୁଇ...

ହକି ପୁରୁଷ ବିଶ୍ଵକପ: କଳିଙ୍ଗ ଷ୍ଟାଡିୟମରେ ଜାପାନକୁ ପରାସ୍ତ କଲା ଦକ୍ଷିଣ କୋରିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଉଛି ହକି ବିଶ୍ଵକପ ଗ୍ରୁପ୍ ‘ବି’ ମ୍ୟାଚ। ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯାଇଛି ପ୍ରଥମ ମୁକାବିଲା। ଗ୍ରୁପ ପର୍ଯ୍ୟାୟର ଏହି ପ୍ରଥମ ମ୍ୟାଚରେ...

ସୋଆ-ସିଆଇଆଇର ‘ୱିୱେର’କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଦ୍ଵାରା ପରିଚାଳିତ ସେଣ୍ଟର ଫର ଇନୋଭେସନ ଆଣ୍ଡ ଇନକ୍ୟୁବେସନ (ସିଆଇଆଇ) ଅଧୀନସ୍ଥ ଷ୍ଟାର୍ଟଅପ 'ୱିୱେର'କୁ ଇନୋଭେଟିଭ ଷ୍ଟାର୍ଟଅପ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ଷ୍ଟାର୍ଟଅପ ଦିବସ ଅବସରରେ ...

ହକି ପୁରୁଷ ବିଶ୍ଵକପ ୨୦୨୩: ପଞ୍ଚମ ଦିନରେ କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ଵକପ ପହଞ୍ଚିଛି ପଞ୍ଚମ ଦିବସରେ। ମଙ୍ଗଳବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ଵକପର ଦୁଇଟି ମ୍ୟାଚ। ବିଶ୍ଵକପ ଗ୍ରୁପ୍ ‘ବି’ରେ ପ୍ରଥମେ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ...