ଟୁଇନ ସିଟିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ଘରୁ ନବାହାରିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୁଇନ ସିଟି ଭୁବନେଶ୍ଵର ଓ କଟକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗି ରହିଛି। ଏହି ସମୟରେ ଘରୁ ନବାହାରିବା ଲାଗି ଦୁଇ ସହର ପାଇଁ ଆଲର୍ଟ ଜାରି କରିଛି ଭୁବନେଶ୍ଵର...

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡ଼ୁଆ, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡ଼ୁଆ ବଢିଛି। ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ବୁଧବାର ହାଇକୋର୍ଟ ଖାରଜ କରିଛନ୍ତି। ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଏବେ ତାଙ୍କୁ ଗିରଫ...

‘ଇଚ୍ଛାପତ୍ର’ରେ ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଶେଷଇଚ୍ଛା

ଓଡ଼ିଶାଲାଇଭ୍ ବ୍ୟୁରୋ ଚିରନିଦ୍ରାରେ ଶୋଇବା ପୂର୍ବରୁ ନିଜ ଶେଷଇଚ୍ଛାକୁ ପତ୍ରରେ ଲେଖିଥିଲେ ବିଶିଷ୍ଟ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ର। ଦେହାନ୍ତ ପୂର୍ବରୁ ନିଜର ଶେଷଇଚ୍ଛା ପ୍ରକାଶ କରିଥିଲେ ପ୍ରଖ୍ୟାତ ସାହିତ୍ୟିକ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଶିଷ୍ଟ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚଭୂତରେ ଲୀନ ହେଲା ପ୍ରଖ୍ୟାତ ସାହିତ୍ୟିକ ତଥା ଅନ୍ତର୍ଜାତୀୟ ଖାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ମରଶରୀର। ସୋମବାର ଦିନ କଟକ ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ...

ଓପିଏସସି କାର୍ଯ୍ୟାଳୟରେ ୩୩ଟି ‘ଜୁନିୟର ଆସିଷ୍ଟାଣ୍ଟ’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୮

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଲୋକସେବା ଆୟୋଗରେ ୩୩ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ ଓଡ଼ିଶା ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ନିଯୁକ୍ତ ପ୍ରାର୍ଥୀମାନଙ୍କୁ କଟକ...

ରାଜ୍ୟରେ ପୂରଣ ହେବ ୭ ହଜାରରୁ ଅଧିକ ନର୍ସ ପଦବୀ, ରୋକ ହଟାଇଲେ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ଡାକ୍ତରଖାନା ପାଇଁ ନର୍ସ ନିଯୁକ୍ତି ପ୍ରକ୍ରିୟା ପାଇଁ ବାଟ ଫିଟିଛି। ରାଜ୍ୟରେ ୭ ହଜାର ୪୮୩ ନର୍ସିଂ ଅଫିସରଙ୍କ ନିଯୁକ୍ତି ଉପରୁ ରୋକ ହଟାଇଛନ୍ତି ହାଇକୋର୍ଟ। ନର୍ସିଂ ଅଫିସର...

ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତା ଦାସଙ୍କ ମୃତ୍ୟୁ ନେଇ ବଢ଼ୁଛି ସସପେନ୍ସ। ଏହା ଆତ୍ମହତ୍ୟା ନା ଅନରକିଲିଂ? ଏହାକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ ହୋଇପାରେ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁର...

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି, ପତ୍ନୀ ହତ୍ୟା ମାମଲାରେ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ଜାମିନ। ପତ୍ନୀ ଶଶିରେଖାଙ୍କ ହତ୍ୟା ମାମଲାରେ ହାଇକୋର୍ଟ ରାମମୂର୍ତ୍ତିଙ୍କ ଜାମିନ ମଞ୍ଜୁର କରିଛନ୍ତି। ଭୁବନେଶ୍ୱର ଏଡିଜେ କୋର୍ଟ ଏହି ମାମଲାରେ...

ଏଏସଓ ଚୟନ ପ୍ରକ୍ରିୟାରେ ଲାଗିଲା ରୋକ, ପୂର୍ବ ରାୟ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏଏସଓ ଚୟନ ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ପରୀକ୍ଷାର ନୂଆ ମେରିଟ ଲିଷ୍ଟ ବାହାର କରିବା ସହ ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ବୁଧବାର ରହିତାଦେଶ...

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଶୀଘ୍ର ମରାମତି ଆବଶ୍ୟକ – ହାଇକୋର୍ଟରେ ଏଏସଆଇର ସତ୍ୟପାଠ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)। ଏଥିରେ ରତ୍ନଭଣ୍ଡାରର ସ୍ଥିତି ଭଲ ନଥିବାରୁ ଶୀଘ୍ର ମରାମତି ଆବଶ୍ୟକ ଥିବା...