ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଶୁଭାଶିଷ ତଲାପାତ୍ର, ଶପଥ ପାଠ କରାଇଲେ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଷ୍ଟିସ ଶୁଭାଶିଷ ତଲାପାତ୍ର ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି। ମଙ୍ଗଳବାର ହାଇକୋର୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥ ପାଠ...
କଟକ ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ମହିଳା ଥାନାରେ ସୋମବାର ଦିନ ହାଜର ହୋଇଛନ୍ତି ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଜଣେ ଯୁବତୀଙ୍କୁ ଠକେଇ ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ସୌରିନଙ୍କ ବିରୋଧରେ ମାମଲା ରୁଜୁ...
୬ ସପ୍ତାହ ମଧ୍ୟରେ ଏଏସଓ ପରୀକ୍ଷାର ଚୟନ ପ୍ରକ୍ରିୟା ସାର – ଓଡ଼ିଶା ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟ ୬ ସପ୍ତାହ ମଧ୍ୟରେ ଏଏସଓ ପରୀକ୍ଷାର ଚୟନ ପ୍ରକ୍ରିୟା ସାରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଶୁଣାଣି କରି...
ଏଏସଓ ପରୀକ୍ଷା ଅନିୟମିତତା ମାମଲା: ହାଇକୋର୍ଟରେ ପୁନର୍ବିଚାର ଆବେଦନ ଖାରଜ, ପୂର୍ବ ରାୟ ବଳବତ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାଏର ପୁନର୍ବିଚାର ଆବେଦନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଖାରଜ ହୋଇଛି। ସୋମବାର ଏହି ମାମଲାରେ ରିଭ୍ୟୁ ଓ ରିଟ ପିଟିସନ ଖାରଜ କରିବା ସହ ନିଜର...
ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ବର୍ଷାଙ୍କୁ ଶେଷ ଥର ଜେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଚର୍ଚ୍ଚାରେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲା। ସୋମବାର ଦିନ ଛାଡ଼ପତ୍ର ମାଲାରେ ବର୍ଷାଙ୍କୁ କଟକ ପରିବାର ଅଦାଲତରେ ଶେଷ ଥର ପାଇଁ...
ଓଡ଼ିଶାର ସ୍ୱାସ୍ଥ୍ୟସେବାର ବିକାଶରେ ଏସସିବି ମେଡିକାଲ କଲେଜର ଭୂମିକା ଗୁରୁତ୍ଵପୂର୍ଣ୍ଣ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନିଜ କଟକ ଗସ୍ତରେ ଏସସିବି ମେଡିକାଲ କଲେଜରେ ପହଞ୍ଚିଥିଲେ। ସେ ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସେ...
ଲୋକଙ୍କୁ ଶୀଘ୍ର ନ୍ୟାୟ ମିଳିବା ଉପରେ ଗୁରୁତ୍ଵ ଦିଆଯାଉ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ନିଜ ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ କଟକ ଆସିଛନ୍ତି। ଏଠାରେ ସେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ...
କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ପ୍ରଥମେ ମା’ ଚଣ୍ଡୀଙ୍କୁ କଲେ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ କଟକରେ ପହଞ୍ଚିଛନ୍ତି। ବୁଧବାର ସକାଳେ ସେ ସଡ଼କପଥରେ କଟକରେ ପହଞ୍ଚିଥିଲେ। ପ୍ରଥମେ ସେ ଏଠାରେ ଚଣ୍ଡୀମନ୍ଦିରରେ ମା' ଚଣ୍ଡୀଙ୍କୁ ଦର୍ଶନ...
ନ୍ୟାୟିକ ବ୍ୟବସ୍ଥାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ, ଦିନକରେ ଶୁଣାଇଲେ ୭୫ ଫୌଜଦାରୀ ମାମଲାର ରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ନ୍ୟାୟିକ ବ୍ୟବସ୍ଥାରେ ରେକର୍ଡ କରିଛନ୍ତି ଓଡ଼ିଶା ହାଇକୋର୍ଟ। ସୋମବାର ହାଇକୋର୍ଟଙ୍କ ୨ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୭୫ଟି ଫୌଜଦାରୀ ମାମଲାର ରାୟ ଶୁଣାଇଛନ୍ତି। ଜୁଲାଇ ୨୬ ତାରିଖରେ...
ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ବିବାହିତ ଝିଅଙ୍କୁ ବି ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହିତ ଝିଅଙ୍କୁ ବି ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି। ଜଣେ ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଂଗରେ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।
ମୃତ ସରକାରୀ କର୍ମଚାରୀଙ୍କ...


















