‘ମୋ ବସ୍’ର ମହିଳା ଦିବସ ଭେଟି – ଦିନକ ପାଇଁ ମାଗଣାରେ ଯାତ୍ରା କରିବେ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସରେ ମୋ’ ବସରେ ମାଗଣା ଯାତ୍ରା କରିବେ ମହିଳା। ଏନେଇ ଆଜି କ୍ରୁଟର ଜେନେରାଲ୍ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,...

ମିଳିଲେ ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସସିବିରୁ ଚମ୍ପଟ୍ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ଠିକଣା ମିଳିଛି। ମେଡିକାଲରୁ ଛୁ ହୋଇଥିବା ସନ୍ଦିଗ୍ଧ ଆୟାର୍ଲାଣ୍ଡର ନାଗରିକ ଭୁବନେଶ୍ୱରରେ ଏକ ହୋଟେଲରେ ଥିବା ଜଣାପଡ଼ିଛି। ଗୁରୁବାର ସେ ବିମାନବନ୍ଦରରେ ପହଞ୍ଚିବା ପରେ କ୍ୟାପିଟାଲ...

ଓଡ଼ିଶା ବିକାଶ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବ ଏସ୍‌ସିବି ମେଡିକାଲ – ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ। “ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ସହ କଟକ ସହରର ସମ୍ପର୍କ ଅତି ନିବିଡ଼। ଏହି ମାଟିରେ...

ଏସ୍‌ଡିସି କପ୍‌ ୨୦୨୦: ପୁରୁଷ ବିଭାଗରେ ଚାମ୍ପିଅନ୍‌ ହେଲା ସୁନ୍ଦରଗଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=UoV5ceO8qM0]ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍‌ଡିସି କପ୍‌ ୨୦୨୦ ଫୁଟ୍‌ବଲ ଚାମ୍ପିଅନ୍‌ସିପ୍‌ ପୁରୁଷ ବିଭାଗରେ ବି ଟାଇଟଲ୍‌ ଜିତିଲା ସୁନ୍ଦରଗଡ଼ ଦଳ। ଫାଇନାଲ ମ୍ୟାଚ୍‌ରେ ସୁନ୍ଦରଗଡ଼ ଦଳ ବାରିପଦାକୁ ୪-୧ ଗୋଲରେ...

ଏସ୍‌ସିବିରେ କୋରୋନା ସନ୍ଦିଗ୍ଧ ଦମ୍ପତ୍ତି – ପାରାଦୀପରୁ କଟକ ସ୍ଥାନାନ୍ତର, କାଲି ହେବ ରକ୍ତ ନମୁନା ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=9KJa6fbNJHY] କଟକ: ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ଦୁଇ ସନ୍ଦିଗ୍ଧ କୋରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଚୀନରୁ ସିଙ୍ଗାପୁର ବାଟ ଦେଇ ପାରାଦୀପ ବନ୍ଦରକୁ ଆସିଥିବା ଏକ ଆମେରିକୀୟ...

ଏସ୍‌ସିବି ହେବ ବିଶ୍ୱସ୍ତରୀୟ: ବିଶିଷ୍ଟ ଡାକ୍ତରଙ୍କୁ ନେଇ ୧୦ ଜଣିଆ ଉପଦେଷ୍ଟା ମଣ୍ଡଳୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରୀ ଉଦ୍ୟମ ଜୋର୍ ଧରିଛି। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ୧୦ଜଣ ଡାକ୍ତରଙ୍କୁ ନେଇ ସରକାର ଏକ ଉପଦେଷ୍ଟା ମଣ୍ଡଳୀ...

ବାଙ୍କୀରେ ଅପପୁଷ୍ଟି – ‘ସାଇନୋଡ୍ରମା’ରେ ଆକ୍ରାନ୍ତ ୩୦ରୁ ଅଧିକ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ହାତ କହୁଣୀରେ ଫଳିଯାଉଛି। ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ପିଲାଙ୍କ ଭିତରେ ଏଭଳି ଏକ ଅଜଣା ରୋଗ ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ...

ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ପଦବୀରେ ନିଯୁକ୍ତି – ମାର୍ଚ୍ଚ ୭ରେ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟରେ ବିଭିନ୍ନ ବିଷୟରେ ଟିଜିଟି ଏବଂ କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୭ରେ ଏହି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ...

ଏସ୍‌ସିବିରେ ନୂଆ ବ୍ୟବସ୍ଥା: ଗୋଟିଏ ଟିକେଟ୍‌ କାଟି ସବୁ ବିଭାଗରେ କରିପାରିବେ ଚିକିତ୍ସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସ୍‌ସିବିରେ ସବୁ ବିଭାଗ ପାଇଁ ଅଲଗା ଅଲଗା ଟିକେଟ୍‌ କାଟିବାକୁ ପଡ଼ିବ ନାହିଁ। ସବୁ ବିଭାଗ ପାଇଁ ଗୋଟିଏ ଟିକେଟ୍‌ କାଟିବେ ଲୋକେ। ଓପିଡି ପାଇଁ ଗୋଟିଏ ଟିକେଟ୍‌ କାଟିଲେ ରୋଗୀ...

ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିଡ଼ିଓ କନ୍‌ଫରେନ୍ସିଂରେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଖେଳାଳିମାନେ ନିଜ ଭିତରେ ପ୍ରତିଯୋଗିତା କରନ୍ତୁ: ପ୍ରଧାନମନ୍ତ୍ରୀ ଓଡ଼ିଶାରୁ ମିଠା ସ୍ମୃତି ନେଇ ଫେରନ୍ତୁ ଖେଳାଳି - ମୁଖ୍ୟମନ୍ତ୍ରୀ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା...