କଟକ ବିଏସ୍ଏନ୍ଏଲ୍ ଅଫିସରେ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବଜ୍ରକବାଟୀ ରୋଡ୍ସ୍ଥିତ ବିଏସ୍ଏନ୍ଏଲ୍ ଅଫିସରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଅଫିସର ଚତୁର୍ଥ ମହଲାରେ ଲାଗିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।
ସର୍ଟ ସର୍କିଟ୍...
ନାଲକୋ କପ୍ ରାଜ୍ୟ ହକି ଚାମ୍ପିୟନସିପରେ ସାଇ ସୁନ୍ଦରଗଡ଼ ଦଳ ଚାମ୍ପିୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଲକୋ କପ୍ ରାଜ୍ୟ ହକି ଚାମ୍ପିୟନସିପରେ ସାଇ ସୁନ୍ଦରଗଡ଼ ଚାମ୍ପିୟନ ହୋଇଛି। ଗୁରୁବାର କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେକୁ ହରାଇ ଚାମ୍ପିୟନ ହୋଇଛି ସାଇ ସୁନ୍ଦରଗଡ଼।
ଫାଇନାଲ...
ଆଠଗଡ଼ କୁଲାଇଲୋ ଅସ୍ଥି ଚିକିତ୍ସା ସେବା ସଦନରେ ବୋମାମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଠଗଡ଼ କୁଲାଇଲୋସ୍ଥିତ ଅନନ୍ତ ବେଉରା ଅସ୍ଥିଶଲ୍ୟ ଚିକିତ୍ସା କେନ୍ଦ୍ର ଉପରେ ବୋମାମାଡ଼। ଗୁରୁବାର ମଧ୍ୟ ରାତିରେ ଏହି ବୋମାମାଡ଼ କରାଯାଇଥିବା କୁହାଯାଉଛି। ଏହି ଚିକିତ୍ସା କେନ୍ଦ୍ରର ମୁଖ୍ୟ ଗେଟ୍ରେ ଏହି ବୋମାମାଡ଼...
ଏଟି ଚିଟ୍ଫଣ୍ଡ ଠକେଇରେ କେମିତି ଫସିଲେ ଆଶୀର୍ବାଦ?
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏଟି ଚିଟ୍ଫଣ୍ଡ ଠକେଇରେ ଗିରଫ ହୋଇଛନ୍ତି। ସିବିଆଇ ଗୁରୁବାର ଭୋର୍ରୁ ଆଶୀର୍ବାଦଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏବେ...
ସାଲେପୁର ନାବାଳିକା ଦୁଷ୍କର୍ମ ଘଟଣା: ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସାଲେପୁର ୨୦୧୮, ଏପ୍ରିଲ ୧ରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ।
ଶେଷରେ ସାଲେପୁର ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ।...
ନିଜିଗଡ଼ ଜଙ୍ଗଲରୁ ବାଘୁଣୀର ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ତିଗିରିଆ ବ୍ଲକ୍ ନିଜିଗଡ ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘୁଣୀର ମୃତଦେହ ଉଦ୍ଧାର କରାଯାଇଛି। ବାଘୁଣୀର ବୟସ ପ୍ରାୟ ୧୦ ବର୍ଷ। ଲମ୍ୱ ପ୍ରାୟ ୪ ଫୁଟ ଏବଂ ଓଜନ...
ଆସୁଛି ଦଶହରା: ନବମୀରେ ଅଲିଶାବଜାର ପୂଜାମଣ୍ଡପରେ ମାଛ ଭୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଦୁର୍ଗା ପୂଜାର ରହିଛି ନିଆରା ପରମ୍ପରା। ବିଶେଷକରି ସ୍ୱତନ୍ତ୍ର ପୂଜା ବିଧି ଦଶହରାର ଆକର୍ଷଣ ବୃଦ୍ଧି କରିଥାଏ। କଟକ ଦୁର୍ଗାପୂଜାରେ ଭୋଗକୁ ନେଇ ଦୀର୍ଘ ବର୍ଷର ରୀତିନୀତିକୁ ଏବେ ବି...
ଏଣିକି ଫ୍ଲାଏଓଭରରେ ଯିବ ବରମୁଣ୍ଡାରୁ କଟକ ଯାଉଥିବା ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବରମୁଣ୍ଡାରୁ କଟକ ଯାଉଥିବା ବସ୍ ଏଣିକି ସବୁ ଛକରେ କରିପାରିବେନି ଷ୍ଟପେଜ୍। ବରମୁଣ୍ଡାରୁ ବସ୍ ବାହାରି ସିଧା ଫ୍ଲାଏଓଭରବ୍ରିଜରେ କଟକ ଯିବ। କେବଳ କ୍ରାଉନ ହୋଟେଲ ଛକ ଏବଂ ସତ୍ସଙ୍ଗ ବିହାର...
ନାଲ୍କୋ କପ୍ ରାଜ୍ୟ ହକି ଚାମ୍ପିଅନ୍ସିପ୍ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ : ହକି ଓଡ଼ିଶା ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ୍ ଠାରେ ଶନିବାରଠୁ ଆରମ୍ଭ ହୋଇଛି ‘ନାଲକୋ କପ୍’ରାଜ୍ୟ ହକି ଚାମ୍ପିଅନ୍ସିପ୍। ଏଥିରେ ୨୨ଟି ଟିମ୍ ଅଂଶଗ୍ରହଣ କରିଛନ୍ତି। ପ୍ରାୟ ୪ଶହରୁ ଅଧିକ...
ପୂର୍ବାଞ୍ଚଳ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ – ପ୍ରଥମ ଦିନରେ ଓଡ଼ିଶାକୁ ୨୩ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ୩୧ତମ ପୂର୍ବାଞ୍ଚଳ ଜୁନିଅର ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ ଶନିବାରଠୁ ରାଞ୍ଚିରେ ଆରମ୍ଭ ହୋଇଛି। ୨ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୨୩ଟି ପଦକ ପାଇଛି ଓଡ଼ିଶା।...





















