ଭୁବନେଶ୍ଵର କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଆନ୍ଦୋଳନ ସ୍ଥଗିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଆନ୍ଦୋଳନ ସ୍ଥଗିତ ରଖଯାଇଛି। ଆସନ୍ତା ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ...
ଦଶହରା ପାଇଁ ଭୁବନେଶ୍ଵର ହେବ ପୋଲିସ ଛାଉଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୨୦ରୁ ୨୫ ପର୍ଯ୍ୟନ୍ତ ରାଜଧାନୀ ହେବ ପୋଲିସ ଛାଉଣୀ
ସୁରକ୍ଷା ପାଇଁ ନିୟୋଜିତ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ
ଦାୟିତ୍ଵରେ ରହିବେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି...
“ପରିବର୍ତ୍ତିତ ଜୀବନଶୈଳୀ ‘ଷ୍ଟ୍ରୋକ’ ନିୟନ୍ତ୍ରଣ ଲାଗି ଏକ ବଡ଼ ଅସ୍ତ୍ର ହୋଇପାରିବ”
ଶୁଭଲକ୍ଷ୍ମୀ ବଳ ଓ ଅଭିଷେକ ରାୟ
ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ସଂପର୍କିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳା।
(ଭୁବନେଶ୍ୱର): ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା...
ସ୍ଵାଧୀନତା ସଂଗ୍ରାମୀ ଲକ୍ଷ୍ମଣ ପଟ୍ଟନାୟକଙ୍କୁ ୨୦ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵାଧୀନତା ସଂଗ୍ରାମୀ ତଥା ଲବଣ ସତ୍ୟାଗ୍ରହୀ ଲକ୍ଷ୍ମଣ ପଟ୍ଟନାୟକଙ୍କୁ ୨୦ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ବୁଧବାର ଏହି ଅବସରରେ କଟକସ୍ଥିତ ସତୀଚଉରା ଶ୍ମଶାନରେ ଅନୁଷ୍ଠିତ ସ୍ମୃତିସଭାରେ ବହୁ ବିଶିଷ୍ଟ ବ୍ୟକ୍ତି...
ଲୋକସେବା ଭବନରେ ପୁଣି ନିଆଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଲୋକସେବା ଭବନରେ ପୁଣି ଅଗ୍ନିକାଣ୍ଡ। ବୁଧବାର ଦିନ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କୋଠାରେ ନିଆଁ ଲାଗିଯାଇଥିବାବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି।
ଏସି କମ୍ପ୍ରେସରରେ ନିଆଁ...
ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିଲା, ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି। ବିଜୟ ଶଙ୍କରଙ୍କ ବିରୋଧରେ ଶେଷରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାନ୍ଧବୀ ସୋମାଲିକା ଦାଶ।
ନିକଟରେ ବିଧାୟକ ବିଜୟ ଶଙ୍କର ଦାସ ଅନ୍ୟ...
ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ ୬ ମାସିଆ ପେଡ୍ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ଗଲେ ସିଙ୍ଗାପୁର
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରତିବର୍ଷ ୨୪ ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ଏହି କ୍ରମରେ ୨୦୨୨-୨୩...
କାହାକୁ ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/TC2nHBJKwE4?si=y599ndRSHt1_PpyY
ମଣିଷ ଶରୀରର ସମସ୍ତ କାର୍ଯ୍ୟକଳାପ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ମସ୍ତିଷ୍କ ତା’ର କାର୍ଯ୍ୟ କରିବା ପାଇଁ ନିଜ କୋଷିକାଗୁଡ଼ିକ ଉପରେ ନିର୍ଭର କରିଥାଏ। ଏହି କୋଷିକାଗୁଡ଼ିକ କାମ କରିବା ପାଇଁ...
ବିବାହ ବିଚ୍ଛେଦ ମାମଲା: ବର୍ଷାଙ୍କୁ ହାଇକୋର୍ଟଙ୍କ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଲିବ୍ରିଟି କପଲ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲାରେ ପଡ଼ିପାରୁନି ପୂର୍ଣ୍ଣଚ୍ଛେଦ। ଏହି ମାମଲାରେ ମଙ୍ଗଳବାର ଦିନ ବର୍ଷାଙ୍କୁ ନୋଟିସ୍ କରିଛନ୍ତି...
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ଡିଲିଟ ହୋଇଛି ହୋଟେଲର ସିସିଟିଭି ଡାଟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ଉପରୁ ହଟି ପାରୁନି ପରଦା। ମୃତ୍ୟୁର ୨୮ ଦିନ ପରେ ମଧ୍ୟ ସତ ଖୋଜିବାକୁ ପ୍ରୟାସ ଜାରି ରଖିଛି ପୋଲିସ।
ସୁସ୍ମିତା ମିଞ୍ଜଙ୍କ...





















