ଭୁବନେଶ୍ଵରରେ ମଶା ପ୍ରାଦୁର୍ଭାବକୁ ନେଇ ବିଏମସି କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ମଶା ଉପଦ୍ରବକୁ ନେଇ ଶୁକ୍ରବାର ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମାଶାରି ପକାଇ, ଧୂଆଁ ଲଗାଇ ଅଭିନବ ଉପାୟରେ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ତଥ୍ୟ ପାଇଁ ଖଣ୍ଡଗିରି ଥାନାରେ ପହଞ୍ଚିଲା ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଅର୍ଥ ହେରଫେର ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ କରିବାକୁ ଶୁକ୍ରବାର ଦିନ ଖଣ୍ଡଗିରି ଥାନାରେ ପହଞ୍ଚିଥିଲା ଇଡିର ତଦନ୍ତକାରୀ ଟିମ୍। ଖଣ୍ଡିଗିରି ଥାନାରୁ ଗୋଟିଏ ଫାଇଲ...

ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି, ମାତା ଯଶୋଦାଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଧନୁ ସଂକ୍ରାନ୍ତି ଅର୍ଥାତ ଆଜିଠାରୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ଏହି ପହିଲି ଶ୍ରୀଜିଉଙ୍କୁ ଅର୍ପଣ କରାଯିବ। ଏଥିପାଇଁ  ଶ୍ରୀମନ୍ଦିରରେ ସ୍ୱତନ୍ତ୍ର...

ନୂଆ ବର୍ଷରେ ନୂଆ ନିୟମ: ଶ୍ରୀମନ୍ଦିର ଭିତରକୁ ନେଇ ହେବନି ମୋବାଇଲ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ବର୍ଷରୁ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ। ଶ୍ରୀମନ୍ଦିର ଭିତରକୁ କେହି ନେଇ ପାରିବେ ନାହିଁ ମୋବାଇଲ। ସେବାୟତ, କର୍ମଚାରୀ ଏବଂ ପୋଲିସଙ୍କ ଲାଗି ଏହି ନିୟମ ଆସନ୍ତା...

ରାଜଧାନୀ ଭୁବନେଶ୍ଵରରେ ମଶା ଦମନ ପାଇଁ ବ୍ୟବହାର ହେବ ଡ୍ରୋନ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ମଶାମାନଙ୍କ ପ୍ରାଦୁର୍ଭାବକୁ ନେଇ ସାରା ରାଜ୍ୟରେ ଚିନ୍ତା ବଢ଼ିଛି। ମ୍ୟାଲେରିଆ, ଟାଇଫଏଡ ଏବଂ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ମଶା...

ଆଗୁଆ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ – ତାରା ବାହିନୀପତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୦୨୪ ପୂର୍ବରୁ ସାଧାରଣ ନିର୍ବାଚନ ହେବ ବୋଲି ଏବେ ଚର୍ଚ୍ଚା ଚାଲିଛି। ଏହି ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ...

ନବୀନ ନିବାସରେ ଚାଲିଛି ପଦ୍ମପୁର ସମୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଫଳାଫଳକୁ ନେଇ ଗୁରୁବାର ଦିନ ନବୀନ ନିବାସରେ ଚାଲିଛି ସମୀକ୍ଷା। ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାମାନେ ଏହି ସମୀକ୍ଷା ବୈଠକରେ...

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ଆନନ୍ଦଙ୍କ ସହ ଫେସବୁକରୁ ଚିହ୍ନା ହୋଇଥିବା କହିଲେ ମନଜିତ ଟେଟେ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଇନଫୋସିଟି ଥାନାରେ ବୁଧବାର ଦିନ ହାଜର ହୋଇଥିବା ଆନନ୍ଦଙ୍କ ବାନ୍ଧବୀ ମନଜିତ ଟେଟେଙ୍କୁ ୩ ଘଣ୍ଟାରୁ ଅଧିକ ସମୟ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଭୁବନେଶ୍ୱରର ୩ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ। ପାଇକନଗରର ୪ ତାଲା ବିଲଡିଂ,...

କୃଷକମାନଙ୍କୁ ସଚେତନ କରିବା ପାଇଁ ୧୦ଟି ଗ୍ରାମରେ ପ୍ରଶିକ୍ଷଣ ଶିବିର ଆୟୋଜନ କଲେ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠସ୍ଥିତ ୧୦ ଟି ଗ୍ରାମରେ ଗ୍ରାମ ସଂଯୋଗୀକରଣ କର୍ମଶାଳା...