ଭୁବନେଶ୍ୱରରେ ମଶା ଦମନ କରିବ ଡ୍ରୋନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ମଶା ଦାଉରେ ନୟାନ୍ତ ହେଲେଣି ଭୁବନେଶ୍ୱର ବାସିନ୍ଦା। ମଶା ଉତ୍ପତ୍ତି ସ୍ଥାନଗୁଡ଼ିକରେ ଡ୍ରୋନ ସାହାଯ୍ୟରେ ମଶାମରା ଔଷଧ ସିଞ୍ଚନ କରାଯିବ ବୋଲି ଶୁକ୍ରବାର...

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି, ପତ୍ନୀ ହତ୍ୟା ମାମଲାରେ ମିଳିଲା ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ଜାମିନ। ପତ୍ନୀ ଶଶିରେଖାଙ୍କ ହତ୍ୟା ମାମଲାରେ ହାଇକୋର୍ଟ ରାମମୂର୍ତ୍ତିଙ୍କ ଜାମିନ ମଞ୍ଜୁର କରିଛନ୍ତି। ଭୁବନେଶ୍ୱର ଏଡିଜେ କୋର୍ଟ ଏହି ମାମଲାରେ...

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ: ୧୯ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୧୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର। ଏଠାରେ କିଛି ନୂଆ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ...

ଏକ୍ସଆଇଏମ ବିଶ୍ଵବିଦ୍ୟାଳୟ ପକ୍ଷରୁ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୩’ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ସ୍ଥିତ ଏକ୍ସଆଇଏମ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ କମ୍ୟୁନିକେସନ ପକ୍ଷରୁ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବର୍ତ୍ତମାନର ଡିଜିଟାଲ ଯୁଗରେ ମିଡିଆରେ ଅତ୍ୟାଧୁନିକ ଗବେଷଣା ଓ...

ଜମି ରେକର୍ଡ ଡିଜିଟାଇଜେସନରେ ସବୁଠୁ ଆଗରେ ଓଡ଼ିଶା – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମି ରେକର୍ଡର କମ୍ପ୍ୟୁଟରୀକରଣରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୂମି ସମ୍ମାନ ପାଇଥିବା ଓଡ଼ିଶାର ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବନକଲାଗୀ ନୀତି ପରେ ଝଟକିଲା ମହାପ୍ରଭୁଙ୍କ ଶ୍ରୀମୁଖ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ବାଦ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ି ଅନୁଷ୍ଠିତ ହେଲା ବଡ଼ଠାକୁରଙ୍କ ବନକଲାଗି ନୀତି। ଦୀର୍ଘ ଦେଢ଼ମାସ ପରେ ବୁଧବାର ଦିନ ମହୁପ୍ରଭୁଙ୍କର ହେଲା ଶ୍ରୀମୁଖ ଶିଙ୍ଗାର। ଚମକିଲା ମଳିନ ପଡ଼ିଯାଇଥିବା...

ଏଏସଓ ଚୟନ ପ୍ରକ୍ରିୟାରେ ଲାଗିଲା ରୋକ, ପୂର୍ବ ରାୟ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଏଏସଓ ଚୟନ ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ପରୀକ୍ଷାର ନୂଆ ମେରିଟ ଲିଷ୍ଟ ବାହାର କରିବା ସହ ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ବୁଧବାର ରହିତାଦେଶ...
jagannath

ଆଜି ବଡ଼ଠାକୁରଙ୍କ ବନକଲାଗି ନୀତି 

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ବୁଧବାର ଦିନ ହେବ ମହାପ୍ରଭୁଙ୍କର ବନକଲାଗି ନୀତି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବଡ଼ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ...

ବୁଧବାର ଦିନ ହେବ ମହାପ୍ରଭୁଙ୍କର ବନକଲାଗି ନୀତି  

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ବାଦ ବିବାଦ ପରେ ଆସନ୍ତାକାଲି, ବୁଧବାର ଦିନ ହେବ ମହାପ୍ରଭୁଙ୍କର ବନକଲାଗି ନୀତି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବଡ଼ ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ...

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଶୀଘ୍ର ମରାମତି ଆବଶ୍ୟକ – ହାଇକୋର୍ଟରେ ଏଏସଆଇର ସତ୍ୟପାଠ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)। ଏଥିରେ ରତ୍ନଭଣ୍ଡାରର ସ୍ଥିତି ଭଲ ନଥିବାରୁ ଶୀଘ୍ର ମରାମତି ଆବଶ୍ୟକ ଥିବା...