ମୁକ୍ତା ଯୋଜନାରେ ପ୍ରକଳ୍ପ ପରିଚାଳନା ପାଇଁ ମିଶନ ଶକ୍ତି ମହିଳାଙ୍କୁ ଦିଆଯିବ ଦକ୍ଷତା ବିକାଶ ତାଲିମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ପରିଚାଳନା କରିବା ପାଇଁ ମିଶନ ଶକ୍ତି ଏସଏଚଜି ମହିଳାଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ଏଥିପାଇଁ ଜୁନ ୨୨...
ଆଡ଼ପ ମଣ୍ଡପ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲିରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆରମ୍ଭ ହୋଇଛି ଆଡ଼ପ ମଣ୍ଡପ ବିଜେ ନୀତି। ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ହେବା...
ଓଡ଼ିଶା ଛୁଇଁଲା ମୌସୁମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଦିନ ଓଡ଼ିଶା ଛୁଇଁଛି। ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ଅଗ୍ରସର ହୋଇଛି ମୌସୁମୀବାୟୁ। ଏଥିପାଇଁ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ...
କ୍ୟାବିନେଟ ନିଷ୍ପତ୍ତି: ରାଜ୍ୟରେ ଦୁଇ ବର୍ଷରେ ନିର୍ମାଣ ହେବ ୩ ହଜାର ୪୦୪ କିଲୋମିଟର ରାସ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗମନାଗମନର...
ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ତିନି ରଥ। ରଥାରୁଢ଼ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ରଥ ଉପରେ ଦର୍ଶନ ଦେଉଛନ୍ତି। ଗୁରୁବାର ଦିନ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଡ଼ପ ମଣ୍ଡପ...
ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ ଓ ମରାମତି କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିଲାଗି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ (ଏଏସଆଇ)ର ୪ ଜଣିଆ ବୈଷୟିକ ଟିମ ପୁରୀରେ ପହଞ୍ଚିଛନ୍ତି। ରଥଯାତ୍ରା ସମୟରେ ଶ୍ରୀଜୀଉ ଶ୍ରୀମନ୍ଦିରରେ ନଥିଲାବେଳେ...
ନୀତି ବିଳମ୍ବ ଯୋଗୁଁ ଉପାସରେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୀତିରେ ବିଳମ୍ବ ଯୋଗୁଁ ଉପାସରେ ରହିଛନ୍ତି ମହାପ୍ରଭୁ। ଅବକାଶ ନୀତି ଶେଷ ହୋଇଥିଲେ ମଧ୍ୟ ଗୋପାଳନ ବଲ୍ଲଭ ନୀତି ହୋଇପାରି ନାହିଁ। କାହିଁକି ନୀତିରେ ବିଳମ୍ବ ହେଲା ସେଇ ସ୍ପଷ୍ଟ କରିଛି...
ଶରଧାବାଲିରେ ଲାଗିଲା ତିନି ରଥ, କାଲି ହେବ ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ଵିତୀୟ ଦିନରେ ଶରଧାବାଲିରେ ଲାଗିଲା ୩ ରଥ। ମଙ୍ଗଳବାର କେବଳ ପ୍ରଭୁ ବଳଭଦ୍ରଙ୍କ ତଳାଧ୍ଵଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବାବେଳେ ବଡଶଙ୍ଖଠାରେ ଦେବଦଳନ ରଥ ଓ ମାଉସୀମା...
ନନ୍ଦିଘୋଷ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦଉଡ଼ି ଟାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସମୁଦ୍ର ପାଲଟିଥିବା ବଡ଼ଦାଣ୍ଡରେ ପହଞ୍ଚି ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ...
ଶ୍ରୀଗୁଣ୍ଡିଚା ଯାତ୍ରାବେଳେ ଅଘଟଣ, ବଡଦାଣ୍ଡର ମରିଚିକୋଟ ଛକ ନିକଟରେ ଦଳାଚକଟା ହୋଇ ୧୫ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ଯାତ୍ରାବେଳେ ପୁରୀ ବଡ଼ଦାଣ୍ଡରେ ଅଘଟଣ ଦେଖିବାକୁ ମିଳିଛି। ପ୍ରଭୁ ବଳଭଦ୍ରଙ୍କ ତଳଧ୍ଵଜ ରଥ ଟଣାବେଳେ ମରିଚିକୋଟ ଛକ ନିକଟରେ ଦଳାଚକଟା ହୋଇ ୧୫ ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କ...





















