ଓଡ଼ିଶା ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨ – ଖୋର୍ଦ୍ଧାକୁ ହରାଇ ପୂର୍ବତଟ ରେଳବାଇ ଚାମ୍ପିୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=9w-CXD11coE] ହକି ଆସୋସିଏସନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ‘ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’ରେ ପୂର୍ବତଟ ରେଳବାଇ ଟିମ ଚାମ୍ପିୟନ ହୋଇଛି। ଶନିବାର କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ...
ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସାଥିରେ କେକ କାଟି ଜନ୍ମଦିନ ପାଳିଲେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=iJrtgZPH60E]ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଗହଣରେ କେକ କାଟି ଜନ୍ମଦିନ ପାଳିଲେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ। ସମସ୍ତଙ୍କୁ କେକ୍ ଖୁଆଇଲେ ଆଉ ମିଠା ମଧ୍ଯ ବାଣ୍ଟିଲେ। ନିଜ ଆତ୍ମୀୟମାନଙ୍କଠାରୁ ଦୂରରେ...
ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସ: ପ୍ରଥମ ସେମିଫାଇନାଲରେ ସେଲକୁ ୪-୦ ଗୋଲରେ ହରାଇଲା ଖୋର୍ଦ୍ଧା ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=9T6UE71ZcAY]
ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସର ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଦିନ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ...
ଇତିହାସରେ କଟକ ଦଶହରା: ୧୮୩୨ରେ ଆରମ୍ଭ ହୋଇଥିଲା ପ୍ରଥମ ଦୁର୍ଗା ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇତିହାସ କୁହେ, ୧୮୩୨ ସାଲରେ ପ୍ରଥମେ କଟକରେ ସାର୍ବଜନୀନ ଦୂର୍ଗା ପୂଜା ପାଳନ କରାଯାଇଥିଲା। ଏହି ପୂଜା ଅନୁଷ୍ଠିତ ହୋଇଥିଲା କାଜି ବଜାର ଅଞ୍ଚଳରେ। ଉଭୟ ବଙ୍ଗାଳୀ ଓ ଓଡ଼ିଆମାନେ ଏକାଠି...
କଟକ ଦଶହରା ଓ ଚାନ୍ଦିମେଢ଼ର ଇତିହାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଐତିହ୍ୟ ସହର କଟକରେ ଦଶହରା ଉତ୍ସବର ଏକ ସୁଦୀର୍ଘ ଇତିହାସ ରହିଛି। ଏଠାରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶରା’, ଚାନ୍ଦିମେଢ଼ ପଛରେ ଏକ ସୁନ୍ଦର ଇତିହାସ।
ତ୍ରୟୋଦଶ ଶତାବ୍ଦୀରେ...
ଆକାଶ ମାର୍ଗରେ ବାୟୁବୀରଙ୍କ ‘ସୂର୍ଯ୍ୟକିରଣ ଏୟାର ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆକାଶ ମାର୍ଗରେ ବାୟୁବୀରଙ୍କ ଶକ୍ତି ପ୍ରଦର୍ଶନ। ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ଶୁକ୍ରବାର ଦିନ ବାୟୁସନା ପକ୍ଷରୁ ଆୟୋଜିତ ସୂର୍ଯ୍ୟକିରଣ ସୋ’ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ି ଜମିଥିଲା।...
ଭୁବନେଶ୍ୱରସ୍ଥିତ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ରେ ‘ବ୍ୟୁଟି ଥେରାପି ଏବଂ ହେୟାର ଡିଜାଇନିଂ’ ପାଠ୍ୟକ୍ରମ ପାଇଁ ନାମଲେଖା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=vPW95G9Yd2E]
‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନିଂ’ରେ କ୍ୟାରିୟର କରିବାକୁ ଚାହୁଁଥିବା ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ଏକ ସୁଯୋଗ। ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରରେ...
ସମରେ ଷ୍ଟେମସେଲ୍ ପ୍ରତ୍ୟାରୋପଣ ଦ୍ଵାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ୫୮ ବର୍ଷୀୟ ରୋଗୀଙ୍କୁ ଷ୍ଟେମସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ...
ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଏୟାର ସୋ’ର ଫୁଲ୍ ଡ୍ରେସ ଅଭ୍ୟାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’। ଏହା ପୂର୍ବରୁ ଆଜି ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ର...
ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨: ଗଞ୍ଜାମକୁ ହରାଇ କ୍ଵାର୍ଟର ଫାଇନାଲରେ ସୁନ୍ଦରଗଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରଠାରେ ଚାଲିଥିବା ‘ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’ରେ ସୁନ୍ଦରଗଡ଼ ହକି ଟିମ୍ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଚାମ୍ପିୟନସିପ୍ର ନକ୍ଆଉଟ୍ ମ୍ୟାଚରେ...





















