‘ଦି ଉଇକ’ ପତ୍ରିକା ଓ ହଂସ ରିସର୍ଚ୍ଚ ସର୍ଭେ: କିମ୍ସ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ) ମେଡିକାଲ୍ କଲେଜ ରାଜ୍ୟର ଶ୍ରେଷ୍ଠ ମେଡିକାଲ କଲେଜ ଏବଂ ସମଗ୍ର ଭାରତର ଘରୋଇ ମେଡିକାଲ୍ କଲେଜ ଭାବେ ୧୬ତମ ସ୍ଥାନରେ ରହିଛି। ନିକଟରେ...
ମିମିକ୍ରି ମ୍ୟାନ ଦେବଦତ୍ତ – ନିଜ ସ୍ୱରରେ କରନ୍ତି କମାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=GxoNfJ5mGLA]
ପିଲା କାନ୍ଦିବା ହେଉ କି ମୟୂରର ରାବ, ବିଲେଇଙ୍କ କଳି ହେଉ କି କୁକୁଡ଼ାର ଡାକ ଏ ସବୁର ଅବିକଳ ନକଲ କରିପାରନ୍ତି କଟକର ଦେବଦତ୍ତ ସାମଲ। ତାଙ୍କର ଏହି...
‘ରସରକେଲି’ ନୃତ୍ୟରେ ପାରମ୍ପରିକ ବେଶଭୂଷା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=QshhOCnHLH4]ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକପ୍ରିୟ ଲୋକନୃତ୍ୟ ମଧ୍ୟରୁ ଗୋଟିଏ ହେଲା ‘ରସରକେଲି’। କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି ଏହି ସାଂସ୍କୃତିକ ଲୋକନୃତ୍ୟର ମାନ୍ୟତା ବହୁ ପରିମାଣରେ ରହିଛି।...
ସେଞ୍ଚୁରିଅନ୍ ୟୁନିଭରସିଟିରେ ସ୍ମାର୍ଟ ଇଣ୍ଡିଆ ହାକାଥନ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ମନ୍ତ୍ରାଳୟ ଏବଂ ଏଆଇସିଟିଇ ଆନୁକୂଲ୍ୟରେ ସ୍ମାର୍ଟ ଇଣ୍ଡିଆ ହାକାଥନର ହାର୍ଡୱେର୍ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ହାକାଥନର ଶେଷ ପର୍ଯ୍ୟାୟ...
ଅନୁଭବଙ୍କ ପୈତୃକ ଘର ଛାଡ଼ିବେ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିନ୍ନ ମୋଡ଼ ନେବାକୁ ଯାଉଛି ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା। ଦୀର୍ଘ ଦିନ ହେଲା ନିଜ ଜିଦରେ ଅଟଳ ଥିବା ବର୍ଷା ଏବେ...
ସୋଆରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିବା ବେଳେ ଏହି...
ରାଉରକେଲା ଓ ବାରିପଦାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ, ୟୁଜିସି ଖପ୍ପା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଶୁକ୍ରବାର ଦିନ ଏକ ବିଜ୍ଞପ୍ତିରେ ଦେଶର ବିଭିନ୍ନ ସ୍ଥାନରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ପ୍ରକାଶ କରିଛି। ଏହି ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ରାଉରକେଲା...
ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶୁକ୍ରବାର ଦିନ ଅଗ୍ନିକାଣ୍ଡ ଘଟିଛି। ମେଡିକାଲର ସୁପରସ୍ପେଶାଲିଟି ବିଲ୍ଡିଂର ପ୍ଲାଷ୍ଟିକ୍ ସର୍ଜରୀ ଓ୍ଵାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ଭାବେ...
ପାର୍କରେ ବୁଲିବେ ଖେଳିବେ ସ୍ମାର୍ଟସିଟି ପୋଷା ଜୀବଜନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧୀନରେ ରାଜଧାନୀରେ ୬୦ରୁ ଅଧିକ ପାର୍କ ରହିଥିବାବେଳେ ଭରତପୁର ଅଞ୍ଚଳରେ ଆଉ ଏକ ସ୍ୱତନ୍ତ୍ର ପାର୍କ ପ୍ରତିଷ୍ଠା ହେବାକୁ ଯାଉଛି। ତେବେ ଏହି ପାର୍କର ବିଶେଷତ୍ୱ...
ଏଆଇପିଏଚ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ‘ବିଶ୍ଵ ମଶା ଦିବସ-୨୦୨୨’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିଶ୍ୱ ମଶା ଦିବସ-୨୦୨୨’ ପାଳନ କରାଯାଇଛି। ବୁଧବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମ୍ୟାଲେରିଆ ସହିତ ମଶାର ସମ୍ପର୍କ’ ବିଷୟରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା...





















