ଆଇପିଏଲ୍‌ରେ ସାମିଲ୍ ହେଲା ଅହମ୍ମଦାବାଦ୍ ଓ ଲକ୍ଷ୍ମୌ, ମଉଳିଲା କଟକର ଆଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌କୁ ମିଳିଲା ଆଉ ଦୁଇଟି ଟିମ୍। ଏଥର ଆଇପିଏଲ୍‌ରେ ୧୦ଟି ଟିମ୍ ଖେଳିବେ। ଏହି ଦୁଇଟି ହେଲା ଟିମ୍ ଗୁଜୁରାଟର ଅହମ୍ମଦାବାଦ୍ ଏବଂ ଉତ୍ତର...

ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଆଇସିଏଆର୍ – ସିଆଇଡବ୍ଲୁଏ ସହ ସୋଆର ବୁଝାମଣା ପତ୍ର ସ୍ୱାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଭୁବନେଶ୍ୱର ସ୍ଥିତ ଆଇସିଏଆର୍ - ସେଣ୍ଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଉଇମେନ୍ ଇନ୍ ଏଗ୍ରିକଲ୍‌ଚର୍ (ସିଆଇଡବ୍ଲୁଏ) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ମଙ୍ଗଳବାର ଏକ...

ମନୀଷ ଅନୁରାଗ ହତ୍ୟା ଘଟଣା – ଡିସିପି କାର୍ଯ୍ୟାଳୟକୁ ବଦଳିଲେ ତମୋଣ୍ଡୋ ଥାନା ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରରେ କମିସନରେଟ୍ ପୋଲିସ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ଶୁକ୍ରବାର ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କ ବଦଳି ହୋଇଛି। ତାଙ୍କୁ...
covid testing centers-2

ଭୁବନେଶ୍ଵରର ବ୍ୟସ୍ତବହୁଳ ସ୍ଥାନରେ ବିଏମ୍‌ସି କରିବ ଆକସ୍ମିକ କୋଭିଡ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ କରୋନା କେସ୍ କମିବାର ନାଁ ଧରୁନାହିଁ। ଏବେ ବି ସେଠାରୁ ଦୈନିକ ୧୫୦ରୁ ଅଧିକ କୋଭିଡ ମାମଲା ବାହାରୁଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଭୁବନେଶ୍ୱର ମହାନଗର ନିଗମ...

କଟକ-ଭୁବନେଶ୍ୱରରେ ଭସାଣି ପ୍ରସ୍ତୁତି: ୧୧ଟି ଅସ୍ଥାୟୀ ପୋଖରୀ, ୫୧ ପ୍ଲାଟୁନ୍‌ ଫୋର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ବ ବିଜୟା ଦଶମୀ ଆଜି ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। କୋଭିଡ୍‌ କଟକଣା ପାର୍ବଣକୁ ଫିକା କରିଦେଇଛି। ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା ଶେଷ ହୋଇଛି।...

ଆଜି ବିଜୟା ଦଶମୀ – ପାରମ୍ପରିକ ରୀତିନୀତିରେ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇ ଉଠିଛି। ବିଭିନ୍ନ ପୂଜାମଣ୍ଡପରେ କୋଭିଡ୍‌ କଟକଣା ଭିତରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି। ତନ୍ତ୍ର, ମନ୍ତ୍ର, ଚଣ୍ଡିପାଠ...

ଆଜି ମହାମାୟାଙ୍କ ମହାନବମୀ – ମଣ୍ଡପରେ ଚାଲିଛି ପୂଜା ଅର୍ଚ୍ଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ମହାମାୟାଙ୍କ ମହାନବମୀ ପୂଜା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷାମର୍ଦିନୀଙ୍କୁ କରାଯାଉଛି ଆବାହାନ। ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପୁଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ...

ଦିନେ ମା’ କଟକ ଚଣ୍ଡୀଙ୍କ ପୀଠ ଥିଲା କନିକା ରାଜାଙ୍କ ମେଣ୍ଢାଶାଳ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍‌ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକ ଚଣ୍ଡୀଙ୍କୁ ପୂଜା କରାଯାଏ।...

ଆଜି ମହାଷ୍ଟମୀ – ସିଲଭର୍‍ ସିଟିରୁ ସ୍ମାର୍ଟ ସିଟି ଖାଁ ଖାଁ ପଡ଼ିଛି ପୂଜାମଣ୍ଡପ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାଷ୍ଟମୀ ପୂଜା। ହେଲେ କରୋନା ପାଇଁ ଗତଥର ପରି ଏବର୍ଷ ବି ସବୁ ଫିକା। ସିଲଭର୍‌ସିଟି କଟକରୁ ସ୍ମାର୍ଟସିଟି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ପୂଜାମଣ୍ଡପ ଖାଁ ଖାଁ...

କଟକ ଦଶରା’ – ଚାନ୍ଦିମେଢ଼ର ଏମିତି ଥିଲା ଇତିହାସ, ଝଲସୁଥିଲା ପାର୍ବଣର ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାର୍ବଣର ସହର କଟକରେ ଦଶହରା ଉତ୍ସବର ଏକ ସୁଦୀର୍ଘ ଇତିହାସ ରହିଛି। ଏହି ଐତିହ୍ୟ ସହରରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶରା’, ଚାନ୍ଦିମେଢ଼ ପଛରେ ରହିଛି...