କଟକ ଏସସିବି ମେଡିକାଲରେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଗଷ୍ଟ ୧୫ତାରିଖରୁ କଟକ ଏସସିବି ମେଡିକାଲରେ ଏକ୍‌ମୋ ସେବା ଯୋଗାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଶନିବାର ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି।ଡିଏମଇଟି କହିଛନ୍ତି,...

ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ସେଠାରେ ପହଞ୍ଚି ବିଭିନ୍ନ ନିର୍ମାଣାଧୀନ ମେଗା ପ୍ରକଳ୍ପ ବୁଲି...

ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିଛି ଧର୍ମାନୁଷ୍ଠାନ – ଅଗଷ୍ଟ ୧୬ରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ଧର୍ମାନୁଷ୍ଠାନଗୁଡ଼ିକ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲି ଦିଆଯାଇଛି। ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ମଧ୍ୟ ନିଆଯାଇଛି।...

ଖବର ବିଶ୍ଳେଷଣ – ଭାରତୀୟ ହକିକୁ ଓଡ଼ିଶାର ଅବଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସରେ ହକି ଖେଳର ସେମିଫାଇନାଲରେ ଉଭୟ ପୁରୁଷ ଓ ମହିଳା ଟିମ ପ୍ରବେଶ କରିବା କିଛି କମ୍ କଥା ନୁହେଁ। ପ୍ରତ୍ୟେକ ଏହି ସଫଳତାକୁ ନିଜ ନିଜ ଢଙ୍ଗରେ ପାଳନ...

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବା ପାଇଁ ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ପୌର ସଂସ୍ଥାରୁ ଲିଜ୍ ପାଇଥିବା ଜମିର ମାଲିକାନା ସ୍ୱତ୍ତ୍ୱ ନିଜ ନାମରେ ପରିବର୍ତ୍ତନ କରିବା ବା ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ କରିବା ପାଇଁ ରାଉରକେଲା ମହାନଗର ନିଗମ ବାସିନ୍ଦାଙ୍କୁ...

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଜଣେ ଶତାୟୁ ବୃଦ୍ଧ। ବୃଦ୍ଧ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଝାରପଡା ଅଞ୍ଚଳର ବୃନ୍ଦାବନ ସାମଲ। ଜୁଲାଇ ୨୬ରେ ସେ ସଂକ୍ରମିତ...

ମାଷ୍ଟର କ୍ୟାଣ୍ଟିନର ଯୋଦ୍ଧା ଘୋଡ଼ା ଓ ରାଜଧାନୀ ବିକାଶର ମୁଖ୍ୟ ପ୍ରସଙ୍ଗ

କପିଳାସ ଭୂୟାଁ ଶେଷକୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକର ଯୋଦ୍ଧା ଘୋଡ଼ାକୁ ନେଇ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ସ୍ମାର୍ଟ ସିଟି ଭୁବନଶ୍ଵରର ରୂପାନ୍ତରଣ ନିମନ୍ତେ ବିଡିଏ ଓ ସଂସ୍କୃତି ବିଭାଗ ମିଳିତ ଭାବେ...

ଖୋଲିଲା କୋଣାର୍କର ସୂର୍ଯ୍ୟ ମନ୍ଦିର – ଦୈନିକ ୨ହଜାର ପର୍ଯ୍ୟଟକଙ୍କୁ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କୋଣାର୍କର ବିଶ୍ଵପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଏସଓପି ଜାରି କରାଯାଇଛି। ଏସଓପି ଅନୁସାରେ ମନ୍ଦିର ଭିତରକୁ ଦୈନିକ ୨ ହଜାର ପର୍ଯ୍ୟଟଙ୍କୁ...

ସମଗ୍ର ରାଜ୍ୟରେ କୋହଳ କଟକଣା – ଫୋକସ୍‌ରେ କଟକ, ଭୁବନେଶ୍ଵର, ପୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ପରିସ୍ଥିତି ଓ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟାକୁ ଆପଣେଇଛନ୍ତି ରାଜ୍ୟ ସରକାର। ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ କମ୍...

ଡେଙ୍ଗୁ ଆତଙ୍କ – ଭୁବନେଶ୍ଵର ପରେ ଏବେ କଟକରେ ବଢ଼ିଲାଣି ରୋଗୀଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଭୁବନେଶ୍ଵର ପରେ ଏବେ କଟକ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା...