ଖୋଲିଲା ମିଠା ଦୋକାନ – ପୁଣିଥରେ ଗ୍ରାହକଙ୍କ ମନ ମୋହିବ ପାହାଳ ରସଗୋଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ଲକଡାଉନ୍ କଟକଣାକୁ ଆଂଶିକ ଭାବେ କୋହଳ କରାଯାଇଛି। ଯେହେତୁ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ ତେଣୁ ସରକାର ସମଗ୍ର ରାଜ୍ୟକୁ ଦୁଇଟି...

ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁଲାଇ ୨୫ ଯାଏଁ ଜଗା ଦର୍ଶନ ବନ୍ଦ ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା ରଥଯାତ୍ରା ପରେ ହେବ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ଗଲା ବର୍ଷ ପରି ଏବର୍ଷ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ...

ଓଡ଼ିଶାର ଘରୋଇ ହସ୍ପିଟାଲ ପାଇଁ ସଂରକ୍ଷିତ ଥିବା ଟିକାକୁ କମେଇବାକୁ କେନ୍ଦ୍ରକୁ ଚିଠି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୨୫ ପ୍ରତିଶତ ଟିକା ସଂରକ୍ଷିତ ରହିଛି। ସେହି ଟିକାକୁ ଆଣି ସରକାରଙ୍କ ଷ୍ଟକରେ ଯୋଡ଼ା ଯାଉ ବୋଲି ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମାତ୍ର...

ରାଉରକେଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ – ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ, କର୍ମଜୀବୀଙ୍କୁ ଦିଆଗଲା କୋଭିଡ୍ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ମହାନଗର ନିଗମ ପକ୍ଷରୁ ଉଦିତ୍‌ନଗର ସ୍ଥିତ ମ୍ୟୁନିସିପାଲ୍ କଲେଜଠାରେ ସୋମବାର ଏକ ସ୍ୱତନ୍ତ୍ର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଦେଶରେ ଉଚ୍ଚତର ଶିକ୍ଷା ନେଉଥିବା ଛାତ୍ରଛାତ୍ରୀ, ଚାକିରି କରୁଥିବା...

ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଦ୍ଵିତୀୟ ସ୍ୱତନ୍ତ୍ର ଟ୍ରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଏବଂ କାମାକ୍ଷା ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ (୦୫୬୪୪/୦୫୬୪୩) ଜୁନ୍‌ ୨୪ରୁ କାମାକ୍ଷାରୁ ପ୍ରତ୍ୟେକ...

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଲୋଗୋ ଓ ପୋଷ୍ଟର ଡିଜାଇନ୍ ଏବଂ ଜିଙ୍ଗଲ୍ ରାଇଟିଂ ପ୍ରତିଯୋଗିତା, ୨୧ ତାରିଖ...

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ମାର୍ଟ ସିଟି ହିସାବରେ ‘ନର୍ଚରିଂ ନେବରହୁଡ୍ ଚ୍ୟାଲେଞ୍ଜ’ବର୍ଗରେ ରାଉରକେଲା ଦେଶର ୨୫ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ତେଣୁ ରାଉରକେଲା ମହାନଗରକୁ ସାନ ସାନ ପିଲାଙ୍କ ପାଇଁ ଆନନ୍ଦମୟ ଓ...

ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ୬ମାସ ଝାରପଡ଼ା ଜେଲରେ ସଜା କାଟିବାପରେ, ଶନିବାର ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ୬ଟି ମାମଲାରେ ହାଇକୋର୍ଟଙ୍କଠାରୁ ସର୍ତ୍ତମୂଳକ ଜାମିନ ପାଇବା ପରେ ଜେଲରୁ ମୁକୁଳିଛନ୍ତି ପ୍ରଦୀପ।...

ଓଡ଼ିଶା ଆସିବ ଏକ୍‌ମୋ ମେସିନ – ଏହା କ’ଣ ଓ ଏହାର ବ୍ୟବହାର କାହିଁକି ହୁଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣଙ୍କ ପରେ ଜଣେ କରୋନା ଆକ୍ରାନ୍ତ ଏବେ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଜରିଆରେ ଓଡ଼ିଶା ବହାରକୁ ଯାଉଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ଏକ୍‌ମୋ ଚିକିତ୍ସା। ଯେଉଁ ଚିକିତ୍ସାର ସୁବିଧା...

କରୋନା ଲଢେଇର ସମ୍ମୁଖ ଯୋଦ୍ଧା କିନ୍ନର ପ୍ରିନସେସ୍‌ – ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ଯୋଗାଉଛନ୍ତି ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=x3ep1Wyc61E] ରାଉରକେଲା ସହରର ଏକମାତ୍ର କିନ୍ନର ଭାବେ କରୋନା ଲଢେଇରେ ସାମିଲ ହୋଇଛନ୍ତି ପ୍ରିନସେସ୍‌। କରୋନା ମହାମାରୀ ପାଇଁ ସବୁଠି ହା ହା କାର ପରିସ୍ଥିତି। ଏହି ଅଦୃଶ୍ୟ ଭୂତାଣୁ ଡରରେ ପାଖ...

ରାଉରକେଲା ମହାନଗରରେ ‘ଗାଁ ଆମ୍ବର ପସରା’

ଓଡ଼ିଶାଲାଇଭ୍ ବ୍ୟୁରୋ ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ ଷ୍ଟଲ ଉତ୍ପାଦକ ଗୋଷ୍ଠୀଙ୍କ ହାତରେ ପରିଚାଳନା ଦାୟିତ୍ୱ ରାଉରକେଲାରେ ଖଣ୍ଡାଧାର ଅଞ୍ଚଳର ସୁଆଦିଆ ଆମ୍ବ ରାଉରକେଲା ମହାନଗରବାସୀ ଚାଖିବେ ଗାଁ ଆମ୍ବର ସୁଆଦ। ଏଥିପାଇଁ...