କରୋନା ଚେନ୍ ଭାଙ୍ଗିବା ପାଇଁ ରାଉରକେଲା ସହରର ୩ଟି ସ୍ଥାନ ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହରରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଆଜି ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଚିକିତ୍ସାରେ ଯୋଗଦେଲେ ୪୦ ଇଣ୍ଟର୍ଣ୍ଣ ଡାକ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା କୋଭିଡ୍ ଚିକିତ୍ସାରେ ସହଯୋଗ କରିବା ପାଇଁ ୪୦ ଜଣ ଇଣ୍ଟର୍ଣ୍ଣ ଡାକ୍ତର ଯୋଗ ଦେଇଛନ୍ତି। ସେମାନଙ୍କୁ ସୁନ୍ଦରଗଡ଼ ଏବଂ ରାଉରକେଲାର ବିଭିନ୍ନ କୋଭିଡ୍ ହସ୍ପିଟାଲ ଓ କୋଭିଡ୍...
କଟକ ଜିଲ୍ଲାରେ ଦୈନିକ କୋଭିଡ୍ ସଂକ୍ରମଣ ହଜାରେ ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲାରେ ଦୈନିକ କୋଭିଡ୍ ସଂକ୍ରମଣ ହଜାରେ ପାର୍ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରୁ ୧,୦୫୨ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା...
ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ : ସ୍ୱାସ୍ଥ୍ୟ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
“ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ। ଯେଉଁମାନେ ପ୍ରଥମ ଡୋଜ୍ ଟିକା ଘରୋଇ ହସ୍ପିଟାଲରେ ପଇସା ଦେଇ ନେଇଥିଲେ, ସେମାନେ ବିନା ଦେୟରେ ଦ୍ୱିତୀୟ ଡୋଜ୍...
ଭୁବନେଶ୍ୱରରେ ଆରମ୍ଭ ହେଲା ଭିନ୍ନକ୍ଷମ ଭିକାରିଙ୍କ ପାଇଁ ଥଇଥାନ କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ କଳିଙ୍ଗ ନଗର ଘାଟିକିଆଠାରେ ମଙ୍ଗଳବାର ଉଦ୍ଘାଟିତ ହୋଇଛି ଭିନ୍ନକ୍ଷମ ଭିକାରିମାନଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ କେନ୍ଦ୍ର। କୋଭିଡ କଟକଣାକୁ ମାନି ଆୟୋଜିତ ଏକ ଉତ୍ସବରେ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି...
ଆଜିଠୁ କୋୱିନ ପୋର୍ଟାଲରେ ସ୍ଲଟ ବୁକିଙ୍ଗ୍, ବିନା ପଞ୍ଜିକରଣରେ ମିଳିବନି ଟିକା : ବିଏମ୍ସି କମିସନର
ଓଡ଼ିଶାଲାଇଭ୍ ବ୍ୟୁରୋ
“ଆଜିଠାରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି। ସୋମବାର ଠାରୁ ଏହାକୁ ବ୍ୟାପକ କରାଯିବ।...
କଟକକୁ ଫେରିଲା କରୋନା କଟକଣା – ମେ’ ୩ରୁ ୧୫ ଯାଏଁ ଦିନ ୨ଟାରୁ ବନ୍ଦ ରହିବ ଦୋକାନ...
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ସହରରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଏହି କଟକଣା ନିଷ୍ପତ୍ତି ସରକାର...
ସଂକ୍ରମଣରେ ୩ ଦିନ ହେଲା ଟପ୍ରେ ଖୋର୍ଦ୍ଧା, ଚିନ୍ତା ବଢ଼ାଉଛି ରାଜଧାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ସଂଖ୍ୟା ଏବେ ସବୁ ରେକର୍ଡ ଭାଙ୍ଗିଛି। ପ୍ରାୟ ଦିନକୁ ୭ରୁ ୮ ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ଲଗାତର ୩ ଦିନ ହେଲା...
ରାଜ୍ୟରେ ଘରୋଇ ହସ୍ପିଟାଲ ବଢ଼ାଉଛନ୍ତି କରୋନା ରୋଗୀଙ୍କ ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲା ସଦର ହସ୍ପିଟାଲରେ ଆବଶ୍ୟକୀୟ ସୁବିଧା ମିଳୁନଥିବାରୁ ଅନେକ କୋଭିଡ ରୋଗୀଙ୍କୁ ନେଇ ଭୁବନେଶ୍ୱର ଆସୁଛନ୍ତି। ତେବେ ଭୁବନେଶ୍ୱରରେ ପହଞ୍ଚିବା...
ରାଉରକେଲାରେ ପେଡ୍ କ୍ୱାରେଣ୍ଟାଇନ୍ ସେବା, ୪ଟି ହୋଟେଲକୁ ମହାନଗର ନିଗମ ଦେଲା ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମହାନଗର ନିଗମ (ଆରଏମସି) ପକ୍ଷରୁ ବିଭିନ୍ନ ହୋଟେଲରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ବିଶେଷକରି ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ...





















