ଶେଷ ଚରଣରେ ପିପିଲି ନିର୍ବାଚନ ପ୍ରଚାର, ନେତାଙ୍କ ତୋଫାନୀ ଗସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳର ଦଳୀୟ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ଦଳୀୟ...
ବାଗ୍ଚୀ ଦମ୍ପତିଙ୍କ ଅନୁଦାନରେ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ଦୁଇଟି ନୂଆ ହସ୍ପିଟାଲ। ଏହି ହସ୍ପିଟାଲର ପ୍ରତିଷ୍ଠା ନିମନ୍ତେ ସୁବ୍ରତ ବାଗ୍ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍ଚୀ ୩୪୦ କୋଟି ଟଙ୍କା ଅନୁଦାନ ଦେବେ।...
ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ଗାଇଡଲାଇନ୍ – ଜରୁରୀ କାର୍ଯ୍ୟ ନଥିଲେ ସରକାରୀ ଅଫିସ୍ ଯିବାକୁ ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅତି ଜରୁରୀ କାର୍ଯ୍ୟ ନଥିଲେ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ବାରଣ କରାଯାଇଛି। ଯଦି ସରକାରୀ କାର୍ଯ୍ୟାଳୟକୁ ଯାଉଛନ୍ତି, ତେବେ ସରକାରଙ୍କ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି...
ପିପିଲି ଉପନିର୍ବାଚନ – ରୁଦ୍ରଙ୍କ ପାଇଁ ଆଜି ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିପିଲି ଉପନିର୍ବାଚନ ପାଇଁ ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଅପରାହ୍ଣ ୪ଟାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ...
୩୫ ମାସରେ ପିପିଲିବାସୀଙ୍କୁ ସୁଶାସନ ଦେବି – ଆଶ୍ରିତ ପଟ୍ଟନାୟକ
ବିଶ୍ଵଜିତ ସାହୁ
[youtube https://www.youtube.com/watch?v=fufgMctTFSk]
ଏଥର ଉପନିର୍ବାଚନରେ ପିପିଲି ଆସନ ଜିତିବାକୁ ରଣକୌଶଳ ପ୍ରସ୍ତୁତ କରିଛି ବିଜେପି।
"ବିଗତ ୩୫ ବର୍ଷର କୁଶାସନରେ ପିପିଲିର ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ତେଣୁ ସେମାନେ ନିଷ୍ପତ୍ତି ନେଇ ସାରିଛନ୍ତି ଆଗାମୀ...
କୋଭିଡ୍ ନିୟମ କଡ଼ାକଡ଼ି – ରାଜଧାନୀରେ ଅମାନିଆଙ୍କୁ ଧରିବ ସିସିଟିଭି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ନିୟମକୁ ବେଖାତିର କରୁଛନ୍ତି କି? ଗାଡ଼ି ଚଳାଇବା ସମୟରେ କିମ୍ବା ଗମନାଗମନ ସମୟରେ ମୁହଁରେ ମାସ୍କ ପିନ୍ଧୁ ନାହାଁନ୍ତି କି? ଯଦି କେହି ଗାଇଡଲାଇନ ମାନୁନାହାଁନ୍ତି, ତେବେ ହୋଇଯାଆନ୍ତୁ ସତର୍କ।
ଏଣିକି...
ସ୍ମାର୍ଟ ସିଟି ରାଉରକେଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଉନ୍ନୟନ କମିସନର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସ୍ମାର୍ଟ୍ ସିଟି ଲିମିଟେଡର ୧୬ତମ ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ବୈଠକ ଶୁକ୍ରବାର ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଅଧ୍ୟକ୍ଷ...
ଟୁଇନସିଟିରେ ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ – ବିବାହ ଉତ୍ସବରେ ୧୦୦ ବଦଳରେ ୫୦ଙ୍କୁ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଟୁଇନସିଟିରେ ଲାଗୁହେଲା ନୂଆ ନିୟମ। କମିସନରେଟ ପୋଲିସ ପକ୍ଷରୁ ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ପୂର୍ବରୁ ବିଏମ୍ସି ଗାଇଡଲାଇନ ଅନୁସାରେ, ବିବାହ ଉତ୍ସବରେ...
ଟୁଇନ୍ ସିଟିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା – ସତର୍କ କରାଇଲା ପାଣିପାଗ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସନ୍ଧ୍ୟା ୭.୩୦ଟା ମଧ୍ୟରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ଵରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଲୋକମାନେ ଏହି ସମୟରେ ଆଲର୍ଟ ରହିବାକୁ ପାଣିପାଗ...
କରୋନା କବଳରେ କରୋନା ଯୋଦ୍ଧା – ଦୁଇ ଦିନରେ ୨ଶହରୁ ଅଧିକ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ବଢ଼ୁଛି କରୋନା। କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ପ୍ରତିଦିନ ଚିହ୍ନଟ ହେଉଛନ୍ତି ପୁଳା ପୁଳା ସଂକ୍ରମିତ। ଏହାରି ମଧ୍ୟରେ ଦେଶର କିଛି ପ୍ରମୁଖ ଡାକ୍ତରଖାନାର ଡାକ୍ତରମାନେ କରୋନା...





















