ମୁଣ୍ଡବିହୀନ ଶବର ଖୁଲାସା କଲା ପୋଲିସ – ବିବାହ ବିବାଦରୁ ହୋଇଥିଲା ମୁଣ୍ଡକାଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବର ଠିକଣା ପାଇଛି ପୋଲିସ। ମହିଳାଙ୍କ ନାମ ପୁଷ୍ପଲତା ରାଉଳ। ସେ ମଞ୍ଚେଶ୍ଵରର ଧୀରକୁଟ ବସ୍ତିରେ ରହୁଥିଲେ। ବିବାହ ବିବାଦ ପାଇଁ ତାଙ୍କୁ ହତ୍ୟା...

ଏଣିକି ରବିବାର ବି ଖୋଲାରହିବ ଶ୍ରୀମନ୍ଦିର – ଆନନ୍ଦବଜାରରେ ମହାପ୍ରସାଦ ଖାଇପାରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ   ଏଣିକି ରବିବାର ଖୋଲାରହିବ ଶ୍ରୀମନ୍ଦିର ସବୁଦିନେ ଦର୍ଶନ କରିପାରିବେ ଭକ୍ତ ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ ଆନନ୍ଦବଜାରରେ ମହାପ୍ରସାଦ ସେବନକୁ ମିଳିଲା ଅନୁମତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଖୁସି...

ମୁଣ୍ଡବିହୀନ ଶବ ମିଳିବା ଘଟଣା – ଆଜି ଅପରାହ୍‌ଣରେ ମୃତକଙ୍କ ପରିଚୟ ଦେବ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ଅନ୍ଧାରୁଆ ଦାସପୁର ରାସ୍ତାକଡ଼ରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ଶବର ଠିକଣା ପାଇଛି ପୋଲିସ। ୮ଦିନର ବ୍ୟବଧାନ ପରେ ପୋଲିସକୁ ମିଳିଛି ସଫଳତା। ଏନେଇ ଗୁରୁବାର ଅପରାହ୍‌ଣରେ କମିସନରେଟ ପୋଲିସ ସାମ୍ବାଦିକ...

ବାଇ-ଲ’ କ’ଣ ଓ ଏହାକୁ ନେଇ କାହିଁକି ଚାଲିଛି ରାଜନୀତି?

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପାଇଁ ଲାଗିଥିବା ବାଇ-ଲ' ପ୍ରତ୍ୟାହାର ପରେ ତେଜିଛି ରାଜନୀତି। ସବୁ ମହଲରେ ପ୍ରତିବାଦ ସ୍ୱର ଉଠିବାପରେ ପୁରୀ ଶ୍ରୀମନ୍ଦିରରୁ ବାଇ-ଲ'କୁ ପ୍ରତ୍ୟାହାର କରାଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ...

ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସ୍ପଷ୍ଟୋକ୍ତି – ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଏ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ। ଚଳିତ ବର୍ଷ ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତି ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପାଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ...

ବନ୍ଦ ହେଲା କଟକର ସନ୍ ହସ୍ପିଟାଲ – ୧ ତାରିଖରେ ଲାଗିଥିଲା ନିଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ସନ୍ ହସ୍ପିଟାଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ। ଅଗ୍ନିକାଣ୍ଡର କାରଣ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ତେଣୁ ଅଗ୍ନି ନିରାପତ୍ତା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ...

ଏ ବର୍ଷ ହେବନି ଖଣ୍ଡଗିରି ମେଳା – କେବଳ ପୂଜା ବିଧିକୁ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ହେବନି ଖଣ୍ଡଗିରି ମେଳା ନାଟତାମସା, ଦୋକାନ ବଜାରକୁ ନା ପରମ୍ପରା ବଞ୍ଚାଇବାକୁ କେବଳ ପୂଜାବିଧିକୁ ଅନୁମତି କରୋନା କଟକଣା ପାଇଁ ଏ ବର୍ଷ ହେବନି ବହୁ ପ୍ରସିଦ୍ଧ ଖଣ୍ଡଗିରି ମେଳା। ଏ ବର୍ଷ...

ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ନିୟମ କୋହଳ – ଏଣିକି ଗର୍ଭଗୃହରେ ଦର୍ଶନ କରିପାରିବେ ଭକ୍ତ  

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଗର୍ଭଗୃହ ଭିତରେ ପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ। ମଙ୍ଗଳବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଗର୍ଭଗୃହରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁ ଚାହିଁଲେ ଗର୍ଭଗୃହରେ ଯାଇ ଜଳ, ଖିର, ବେଲପତ୍ର...

ପୁରୀ ଶ୍ରୀମନ୍ଦିର ପାଇଁ କେନ୍ଦ୍ର ନିୟମ ପ୍ରତ୍ୟାହୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ନେଇ କେନ୍ଦ୍ର ସରକାରଙ୍କ ଏକ ବିବାଦୀୟ ଚିଠା ଅଧିନିୟମକୁ ପ୍ରତ୍ୟାହାର କରି ନିଆଯାଇଛି। ସୋମବାର ଦିନ ଏହି କେନ୍ଦ୍ରୀୟ କୀର୍ତ୍ତିରାଜି ନିୟମକୁ ପ୍ରତ୍ୟାହାର କରି ନିଆଯାଇଛି...

ଖଣ୍ଡଗିରି ଯାତ୍ରା ପାଇଁ ଭୁବନେଶ୍ଵରରେ ସ୍ଥାନ ଖୋଜୁଛି ବିଏମସି

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ପାଇଁ ସ୍ଥାନ ଖୋଜା ଚାଲିଛି। ସବୁବର୍ଷ ଭଳି ଏବର୍ଷ ଆଉ ଖଣ୍ଡଗିରିରେ ଯାତ୍ରା ହୋଇ ନପାରେ। ଖଣ୍ଡଗିରି ଅଞ୍ଚଳରେ ଫ୍ଲାଏଓଭର ନିର୍ମାଣ ହେଉଥିବାରୁ ସେଠାରେ ଯାତ୍ରା...