ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ – କରୋନା ପ୍ରଭାବ କମିଗଲାଣି ଭାବିବା ଭୁଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ର...

”ସମାଜରେ ସମାନତା ପାଇଁ ବାଳିକାମାନଙ୍କୁ ଶିକ୍ଷିତ କରିବା”

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଟ ଓ କିସ୍‌ର ଅନନ୍ୟ ପ୍ରୟାସ ‘କନ୍ୟା କିରଣ’ ପକ୍ଷରୁ ରବିବାର ରାଜ୍ୟର ୩୪ଟି ସ୍ଥାନରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା। ଏହି ଅବସରରେ କନ୍ୟା କିରଣର ବିଷୟବସ୍ତୁ...

କଟକରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ‘ନେତାଜୀ ବସ୍ ଟର୍ମିନାଲ’, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ। ଏହି ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ କଟକର ଓଡ଼ିଆ ବଜାରସ୍ଥିତ ଜାନକୀନାଥ ଭବନରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ...

କୋଣାର୍କର ଉନ୍ନତି ପାଇଁ ବାହାରିଲା ନୂଆ ନକ୍ସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ତା ଚାରିପଟର ଉନ୍ନୟନ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। କୋଣାର୍କ ମନ୍ଦିର ଚିଠା ନକ୍ସାକୁ ଏକ ଉଚ୍ଚସ୍ତରୀୟ...

ଭୁବନେଶ୍ୱର ମହାନଗର ନିଗମରେ ପାର୍କିଂ ଫି ବଢ଼ିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ରାସ୍ତା ଉପରେ ଗାଡ଼ି ରଖିଲେ ଏଣିକି ଅଧିକ ପାର୍କିଂ ଫି ଦେବାକୁ ହେବ। ଏପ୍ରିଲ ପହିଲା ତାରିଖରୁ ଏହି ବୃଦ୍ଧି ଲାଗୁ ହେବ। ଏନେଇ...

ବକୁଳ ବନକୁ ସବୁଜ ସୁନ୍ଦର କରିବେ ସବ୍ୟସାଚୀ, ଲଗାଇବେ ଗଛ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବକୁଳ ବନ, ଓଡ଼ିଶା ଇତିହାସ ସହିତ ଜଡ଼ିତ ଥିବା ଏକ ସ୍ଥାନ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପଞ୍ଚସଖାଙ୍କର ଏ ଥିଲା ମଣିଷ ତିଆରି କାରଖାନା। କିନ୍ତୁ ଏବେ ଏହି ବିଦ୍ୟାପୀଠ...

ଜାନୁଆରି ୨୬ରୁ କୋଭିଡ କଟକଣାରେ ଆଦିବାସୀ ମେଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୨୬ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱର ୟୁନିଟ ୧ ଆଦିବାସୀ ପଡ଼ିଆରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ମେଳା...

ରାଜାରାଣୀ ସଙ୍ଗୀତ ଉତ୍ସବ – ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ସଙ୍ଗୀତ ଓ ସୀତାର ବାଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସୀତାର ବାଦନର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାର...

କାଲିଠୁ ଜଗା ଦର୍ଶନରେ ବାଧକ ହେବନି କରୋନା ରିପୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୨୧ରୁ ଶ୍ରୀମନ୍ଦିରରେ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ ଦୈନିକ ୩୦ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ସକାଳ ୭ଟାରୁ ଦର୍ଶନ ଆରମ୍ଭ, ପୁରୀବାସୀଙ୍କ ପାଇଁ ୬ଟା ବୟସ୍କଙ୍କ ପାଇଁ...

ଘାସିରାମ ପଣ୍ଡାଙ୍କ ପୁସ୍ତକ ‘ଅସୁମାରୀ ସ୍ୱପ୍ନ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଲେଖକ ତଥା ସାମାଜିକ କର୍ମୀ ଘାସିରାମ ପଣ୍ଡାଙ୍କ ପ୍ରବନ୍ଧ ସଂକଳନ ‘ଅସୁମାରୀ ସ୍ୱପ୍ନ’ସୋମବାର ବିଧାନସଭା ପରିସର ବାଚସ୍ପତିଙ୍କ ସଭାକକ୍ଷରେ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ...