ଫ୍ଲାସବ୍ୟାକ୍ ୨୦୨୦ – ନକଲି ସାମଗ୍ରୀର ହବ୍ ପାଲଟିଥିଲା କଟକ, ଘିଅରୁ ମସଲା ସବୁରେ ଭେଜାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ନକଲି ଖାଦ୍ୟସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ। ବର୍ଷ ୨୦୨୦ରେ କଟକର ମାଟି, ପାଣି, ପବନକୁ ଛାଡ଼ିଦେଲେ ପ୍ରାୟ ସବୁଥିରେ ଲାଗିଥିଲା ନକଲିର ଛାପ। ଘିଅଠାରୁ ପନିର୍, ମସଲା ଗୁଣ୍ଡ, ଟମୋଟୋ ସସ୍ ସବୁ...

ବିନା ଅନୁମତିରେ ଶ୍ରୀମନ୍ଦିରକୁ ପ୍ରବେଶ କରି ନିଲମ୍ଵିତ ହେଲେ ୪ ଏଏନଏମ କର୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିରକୁ ବିନା ଅନୁମତିରେ ପ୍ରବେଶ କରିବା ଏଏନଏମ କର୍ମୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ଦାୟିତ୍ଵରେ ଥିବା ୪ ଏଏନଏମ କର୍ମୀ ମନ୍ଦିର ଭିତରକୁ ପ୍ରବେଶ କରିବାରୁ...

କିସ୍‌ରେ ମହାଅଭିଭାବକ ସମ୍ମିଳନୀ – ଅନଲାଇନ ମାଧ୍ୟମରେ ସାମିଲ ହେଲେ ୧ଲକ୍ଷ ଅଭିଭାବକ ଓ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କିସ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ଅଭିଭାବକ ମହାସମାବେଶ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ୍‍ ମୋଡ୍‍ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲା ସମେତ ଝାଡ଼ଖଣ୍ଡ ଓ ଆସାମ...

ଭୁବନେଶ୍ଵରରେ ଜିରୋ ନାଇଟ ସେଲିବ୍ରେସନ ମନା – ହୋଟେଲ, କ୍ଲବରେ ଏକାଠି ହେବେନି ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଜିରୋ ନାଇଟ ପାଳନ ଉପରେ କଟକଣା ଲଗାଇଛି ଭୁବନେଶ୍ଵର ମହାନଗର ନିଗମ। ହୋଟେଲ, କ୍ଲବ୍, ସମ୍ମେଳନ କକ୍ଷ କିମ୍ଵା କଲ୍ୟାଣ ମଣ୍ଡପଗୁଡ଼ିକରେ ଜିରୋ ନାଇଟ ପାଳନ କରିବା ଉପରେ ରୋକ...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ସୋଆର ଆଉ ୪ ଗବେଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨...

ରାଉରକେଲାରେ ହେବ ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ : ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ହେବ ଦେଶର ବଡ଼ ହକି ଷ୍ଟାଡିୟମ ୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟମ ଏକାସଙ୍ଗରେ ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିପାରିବେ ୨୦୨୩ରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି...

ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଏସଓପି ଜାରି କଲା ଭୁବନେଶ୍ୱର ବିମାନ ବନ୍ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀର ଆଉ ଏକ ନୂଆ ଷ୍ଟ୍ରେନ ବା ପ୍ରଜାତି ସମଗ୍ର ବିଶ୍ୱରେ  ପୁଣି ଥରେ ସଂକ୍ରମଣର ଆଶଙ୍କାକୁ ବୃଦ୍ଧି କରିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ...

କଟକରେ ମୁନୁ ଭାଇଙ୍କ ଗୁଆଘିଅ ଚା’ – ପିଇଲେ ଜାଣିବେ ମଜା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ମୁନୁ ଭାଇଙ୍କ ଗୁଆଘିଅମାର୍କା ଚା' ପିଇବାକୁ ଗ୍ରାହକଙ୍କ ଲମ୍ଵା ଲାଇନ ଲାଗୁଛି। (କଟକରୁ ବିଶ୍ଵଜିତ ସାହୁ): ଆପଣ କେବେ ଗୁଆଘିଅ ଚା' ପିଇଛନ୍ତି କି? ଯଦି ପିଇବାକୁ ଚାହୁଛନ୍ତି ତେବେ କଟକ...

ଶ୍ରୀମନ୍ଦିରରେ ଦୀପ ଜାଳିବା ମନା, ଭୋଗ ନେଇ ଯାଇପାରିବେନି ଭକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ପୂର୍ବରୁ ଥିବା ନିୟମ ସହିତ ଆଉ କିଛି ନୂଆ ନିୟମ ଯୋଡ଼ି ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର...

ଓଡ଼ିଶା ଲୋକସେବା ଆୟୋଗରେ ଆଖିଦୃଶିଆ ପରିବର୍ତ୍ତନ ହୋଇଛି : ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ଥିବା ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ର କାର୍ଯ୍ୟ ଢାଞ୍ଚାରେ ବ୍ୟାପକ ଉନ୍ନତି ଓ ପରିବର୍ତ୍ତନ ହୋଇଛି। ଏ କଥା କହିଛନ୍ତି ଓପିଏସସିର ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ। ଭିତ୍ତିଭୂମି, ମାନବ...