ଖୋଲିଲା ଶ୍ରୀମନ୍ଦିର, ୯ ମାସ ପରେ ମହାପ୍ରଭୁଙ୍କ ଦର୍ଶନ କଲେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଖୋଲିଛି ଶ୍ରୀମନ୍ଦିର। ଦୀର୍ଘ ୯ ମାସ ପରେ ଶ୍ରୀମନ୍ଦିରରେ ମହାବାହୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ପ୍ରଥମ ଦିନରେ କେବଳ ସେବାୟତ ଓ ତାଙ୍କ ପରିବାରକୁ ଅନୁମତି ଦିଆଯାଇଛି।
୨୩ ତାରିଖରୁ ୨୫...
ଜିଦ୍ରେ ଅଟଳ ଏଏନଏମ ସ୍ଵାସ୍ଥ୍ୟକର୍ମୀ, ସ୍ଥାୟୀ ନିଯୁକ୍ତି ନହେଲେ ହଟିବନି ଧାରଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଥାୟୀ ନିଯୁକ୍ତି ଦାବି ନେଇ ଭୁବନେଶ୍ଵର ଲୋୟର ପିଏମ୍ଜିରେ ଆଜକୁ ୨୬ ଦିନ ହେବ ଧାରଣାରେ ବସିଛନ୍ତି ହଜାର ହଜାର ଏଏନଏମ ଏବଂ ସ୍ଵାସ୍ଥ୍ୟକର୍ମୀ। ସରକାରଙ୍କ ପାଖରେ ସୋମାନଙ୍କର କେବଳ ଗୋଟିଏ...
ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର, ମାନିବାକୁ ପଡ଼ିବ ଏହିସବୁ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାରଠାରୁ ଖୋଲିବ ଶ୍ରୀମନ୍ଦିର। ୨୩ ତାରିଖରୁ ୨୫ ତାରିଖ ଯାଏଁ ସେବାୟତ ଓ ତାଙ୍କ ପରିବାର, ୨୬ରୁ ୩୧ ଯାଏଁ ପୁରୀ ସହର ବାସିନ୍ଦା, ୩ ତାରିଖରେ ରାଜ୍ୟ ବାହାରର ଭକ୍ତ...
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଆପ୍ଲାଏଡ୍ ଡାଟା ଆନାଲିଟିକ୍ସ, ଫାଇନାନ୍ସସିଆଲ ପ୍ଲାନିଂ ଏବଂ ଇନଭେଷ୍ଟମେଣ୍ଟ ଆଦି ତିନୋଟି ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଗୋଠପାଟଣାସ୍ଥିତ ବିଶ୍ଵବିଦ୍ୟାଳୟ ପରିସରରେ...
ଆନ୍ତଃଜିଲ୍ଲା ଟି-୨୦ ଟୁର୍ଣ୍ଣାମେଣ୍ଟ – ଫାଇନାଲରେ କଟକ-ଏ’, ସୁପରଲିଗ୍ରେ କଟକ-ବି’କୁ ହରାଇଲା ଭୁବନେଶ୍ୱର-ଏ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ଆନୁକୂଲ୍ୟରେ ଖେଳାଯାଉଥିବା ସିନିୟର ଆନ୍ତଃଜିଲ୍ଲା ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି କଟକ-ଏ। ଦଳ ସୁପରଲିଗ୍ରେ ୨ ମ୍ୟାଚରୁ ଲଗାତାର ଦୁଇଟି ଜିତି...
ଅଂଶୁପାର ବିକାଶ କଥା ଭୁଲିଗଲେ ସରକାର, ଏଯାଏ ମିଳିଲାନି ମଞ୍ଜୁର ହୋଇଥିବା ୨୧ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିନ୍ତା ବଢାଇଲାଣି ଜଳପ୍ରଦୂଷଣ
ବାଲିଚର ହୁଳୁହୁଳା ମୁହାଣ
ଦଳଗାଡ଼ିଆରେ ପରିଣତ ହେଲାଣି ହ୍ରଦ
ନୂଆ ରୂପ ପାଇବ ଓଡ଼ିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପା। ଏହାର ସର୍ବାଙ୍ଗୀନ ବିକାଶ ଦିଗରେ...
ବର୍ଷର ସବୁଠୁ ବଡ଼ ଧରଣର ଲୁଟ୍ – ଫାଇନାନ୍ସ କମ୍ପାନିରୁ ୧୨ କୋଟିର ଡକାୟତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ହେବାକୁ ବସିଛି ବର୍ଷ ୨୦୨୦। ଚଳିତ ବର୍ଷ ରାଜ୍ୟରେ ଅନେକ ଛୋଟ ବଡ଼ ଲୁଟ ଘଟଣା ଦେଖିବାକୁ ମିଳିଥିଲା। କିନ୍ତୁ ସବୁଠୁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା କଟକର ଆଇଆଇଏଫଏଲ ଫାଇନାନ୍ସ...
ଆସନ୍ତା ୨୩ରୁ ଖୋଲିବ କାକଟପୁରର ମା’ ମଙ୍ଗଳା ମନ୍ଦିର, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଇବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଆସନ୍ତା ୨୩ ତାରିଖରୁ କାକଟପୁରର ମା' ମଙ୍ଗଳାଙ୍କ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିବ। କରୋନା ପାଇଁ ଦୀର୍ଘ ୯ମାସ ଧରି ମନ୍ଦିର ବନ୍ଦ ରହିଥିବା ବେଳେ...
ନକଲି ସାମଗ୍ରୀ କବ୍ଜାରୁ ହଟୁନି କଟକ, ଜଗତପୁରରୁ ପୁଣି ଏକ ନକଲି କାରଖାନା ଠାବ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତପୁରୁ ନକଲି ସୋୟାବିନ୍ କାରଖାନା ଠାବ
୧୦ ଲକ୍ଷରୁ ଅଧିକ ସୋୟାବିନ୍, ରାସାୟନିକ ପଦାର୍ଥ, ମେସିନ୍ ଜବତ
କାରଖାନା ମାଲିକ ଓ ସହଯୋଗୀ କାରିଗର ଗିରଫ
କଟକର ଜଗତପୁର ଶିଳ୍ପାଞ୍ଚଳ ସମେତ...
ଥାନା ଭିତରେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ନିର୍ଯ୍ୟାତନା ଘଟଣା – ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ସସପେଣ୍ଡ୍ ହେଲେ ନରସିଂହପୁର ଥାନା ଏଏସ୍ଆଇ।
କଟକରେ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାକୁ ଥାନା ଭିତରେ ପୋଲିସର ନିର୍ଯ୍ୟାତନା ଘଟଣାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହେଲାଣି। ଚାଇଲ୍ଡ ଲାଇନ୍ ଏବଂ କଟକ ଗ୍ରାମାଞ୍ଚଳ...





















