ବ୍ରହ୍ମପୁର ସୀମା ସିଲ୍ – ବନ୍ଦ ରହିବ ଦୋକାନ ବଜାର, ଜରୁରୀ ସେବାକୁ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ସହର ହେଲା ସିଲ୍। ବର୍ତ୍ତମାନ କୌଣସି ଲୋକ ବ୍ରହ୍ମପୁର ସହର ଭିତରକୁ ପ୍ରବେଶ କରିପାରିବେନି କି ସେଠାରୁ କୌଣସି ଲୋକ ବାହାରକୁ ଆସିପାରିବେନି। ଏନେଇ ବ୍ରହ୍ମପୁର ମହାନଗର ନିଗମର କମିସନର...
କଟକ ସହରରୁ ୧୬ ନୂଆ ପଜିଟିଭ୍ – ୮ ଲୋକାଲ୍ କେସ୍, ୮ କ୍ୱାରେଣ୍ଟାଇନରୁ ଚିହ୍ନଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରୁ ଚିହ୍ନଟ ହେଲେ ୧୬ ନୂଆ ପଜିଟିଭ୍ କେସ୍। ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୩ ଆକ୍ରାନ୍ତଙ୍କ ଭିତରୁ ୧୬ ଜଣ କଟକ ସହରର ବୋଲି ଜଣାପଡ଼ିଛି।...
ଭୁବନେଶ୍ୱରରୁ ପୁଣି ୧୪ ପଜିଟିଭ୍ ଚିହ୍ନଟ – ଆକ୍ରାନ୍ତଙ୍କ ଭିତରେ ଜଣେ ବର୍ଷକର ଶିଶୁ କନ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୪ କରୋନା ପଜିଟିଭ୍। ଏଥିସହ ରାଜଧାନୀର କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୮କୁ ବୃଦ୍ଧି ପାଇଛି। ଏନେଇ ବିଏମସି ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି।
ଚିହ୍ନଟ...
ଜୁଲାଇ ୨୦ ଯାଏଁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ବନ୍ଦ
ଓଡିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଓ ବୁର୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ଆଉ ସପ୍ତାହେ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏନେଇ...
କଟକରେ ଭଲ ସ୍ଥିତିରେ ଅଛି କରୋନା ସୁସ୍ଥ ହାର, ସୂଚନା ଦେଲେ ରାଜ୍ୟ ସରକାର
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ କଟକରେ କରୋନା ସ୍ଥିତିକୁ ନେଇ ରବିବାର ରାଜ୍ୟ ସରକାର ବିସ୍ତୃତ ସୂଚନା ଦେଇଛନ୍ତି। ଆଜି ରାଜ୍ୟ...
କଟକ ସହରରୁ ଆଜି ୯ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨୪୮କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାର କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କେବଳ ସିଏମସି ଅଞ୍ଚଳର। ଏନେଇ ସିଏମସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ୯ ଆକ୍ରାନ୍ତଙ୍କ ମଧ୍ୟରୁ...
ଜୁଲାଇ ୧୩ ରୁ କଟକରୁ ହଟିବ ସଟଡାଉନ୍, ଖୋଲିବ ସପିଂ ମଲ୍
ଓଡିଶାଲାଇଭ୍ ବ୍ୟୁରୋ
କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟଡାଉନ୍। ଜୁଲାଇ ୧୩ ତାରିଖରୁ ସଟଡାଉନ୍ ହଟିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ବର୍ତ୍ତମାନ ସହରରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି...
ଭୁବନେଶ୍ୱରର କରୋନା ନିୟନ୍ତ୍ରଣରେ ବସ୍ତିକୁ ଫୋକସ୍, ବଜାରରେ ଗହଳି ନକରିବାକୁ ପରାମର୍ଶ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=TMkFat_8EVA]ରାଜଧାନୀର କୋଭିଡ୍ ସ୍ଥିତିକୁ ନେଇ ସୂଚନା ଦେଲେ ବିଏମସି କମିସନର
“ଲୋକମାନେ ସମସ୍ତେ କରୋନାକୁ ଭଲଭାବେ ଜାଣିଛନ୍ତି। ତା’ପରେ ବି ସନ୍ଧ୍ୟା ସମୟରେ ବଜାରରେ ଗହଳି କରୁଛନ୍ତି। ବଜାରରେ ଲୋକମାନେ...
କଟକରୁ ଆଉ ୧୦ ପଜିଟିଭ୍ ଚିହ୍ନଟ, ୪ ଜଣ କୋଭିଡ୍ ଯୋଦ୍ଧାଙ୍କୁ କରୋନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରୁ ଚିହ୍ନଟ ହେଲେ ଆଉ ୧୦ କରୋନା ପଜିଟିଭ୍। ଶନିବାର କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୬ ଜଣ ସଂକ୍ରମିତଙ୍କ ଭିତରୁ ୧୦ ଜଣ ସିଏମସି ଅଞ୍ଚଳର ବୋଲି...
ଜଗତସିଂହପୁରବାସୀଙ୍କୁ ଟୁଇନ ସିଟି ବାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତସିଂହପୁରବାସୀଙ୍କୁ ଭୁବନେଶ୍ୱର ଓ କଟକକୁ ଯିବାକୁ ବାରଣ। ଏହି ଦୁଇ ସହରରେ ଏବେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜଗତସିଂହପୁର ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଏଭଳି ଅପିଲ୍ କରିଛନ୍ତି।
ବର୍ତ୍ତମାନ କଟକ ଓ ଭୁବନେଶ୍ୱରରେ...





















