କରୋନାରେ ପ୍ରାଣ ହରାଇଲେ ଆଉ ୪ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାରେ ପ୍ରାଣ ହରାଇଲେ ଆଉ ୪ ଆକ୍ରାନ୍ତ
ରାଜ୍ୟର ମୋଟ ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି
କେବଳ ଗଞ୍ଜାମ ଜିଲ୍ଲାରୁ ପ୍ରାଣ ହରାଇଲେଣି ୨୪ ଆକ୍ରାନ୍ତ
ରାଜ୍ୟରେ ପୁଣି ପ୍ରାଣ ନେଲା...
ଭୁବନେଶ୍ଵରରୁ ଚିହ୍ନଟ ହେଲେ ଆଉ ୧୭ କରୋନା ପଜିଟିଭ୍
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ଵରରେ ଚିହ୍ନଟ ହେଲେ ଆଉ ୧୭ କରୋନା ପଜିଟିଭ୍। ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୦ଟି ଲୋକାଲ କେସ୍ ରହିଛି। ବାକି ୨ ଜଣ କରୋନା ଆକ୍ରାନ୍ତ...
କଟକରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ
ଓଡିଶାଲାଇଭ୍ ବ୍ୟୁରୋ
ଏଣିକି କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ। କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ, ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଶିଶୁଭବନ ଓ ସିଟି ହସ୍ପିଟାଲରେ ଆଣ୍ଟିଜେନ୍ ପରୀକ୍ଷା କରିବାକୁ ରାଜ୍ୟ...
ଆରଏମ୍ଆରସିକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୂରୋ
ଭୁବନେଶ୍ୱର ଆରଏମଆରସି (ରେଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର)କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆରଏମଆରସି ୧ ଲକ୍ଷ କରୋନା ନମୁନା ପରୀକ୍ଷଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ...
କଟକ ଚୌଦ୍ଵାର ଜେଲରେ କରୋନା, ଜଣେ ଓ୍ଵାର୍ଡର ପଜିଟିଭ୍
ଓଡିଶାଲାଇଭ୍ କରୋନା ବ୍ୟୁରୋ
କଟକ ଚୌଦ୍ଵାର ଜେଲରେ କରୋନା। ଚୌଦ୍ଵାର ଜେଲର ଜଣେ ଓ୍ଵାର୍ଡର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି।
କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା...
କଟକ ସହରରୁ ୭୪ ନୂଆ ପଜିଟିଭ୍ – ୨୮ ଜଣ ହୋମ୍ କ୍ୱାରେଣ୍ଟାଇନ୍, ୪୬ ଜଣ ସରକାରୀ କ୍ୱାରେଣ୍ଟାଇନରୁ...
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରେ ଆଜି ଚିହ୍ନଟ ହେଲେ ୭୪ ନୂଆ ପଜିଟିଭ୍। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୦କୁ ବୃଦ୍ଧି ପାଇଛି। ଏନେଇ ସିଏମସି ଟୁଇଟ କରି ସୂଚନା ଦେଇଛି।
ଚିହ୍ନଟ...
ଭୁବନେଶ୍ୱରରେ ଆଜି ୧୯ କରୋନା ପଜିଟିଭ୍ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୯ ଜଣ କରୋନା ପଜିଟିଭ୍। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୪୬୯ ପଜିଟିଭଙ୍କ ମଧ୍ୟରୁ ୧୯ ଜଣ ଭୁବନେଶ୍ୱରର ବୋଲି ବିଏମସି ପକ୍ଷରୁ ସୂଚନା...
ରାଉରକେଲାରେ କଡ଼ାକଡ଼ି ହେଲା ନିୟମ – ୧୪ ଜିଲ୍ଲାକୁ ୫ ଘଣ୍ଟା ପାଇଁ ଗଲେ କ୍ୱାରେଣ୍ଟାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେଲାଣି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ପୌର ପରିଷଦ ପକ୍ଷରୁ କଟକଣା ଜାରି କରାଯାଇଛି। ରାଜ୍ୟର ନିର୍ଦ୍ଧିଷ୍ଟ ୧୪ ଜିଲ୍ଲା ଉପରେ କଟକଣା ଲଗାଯାଇଛି।କଟକଣା...
ଶେଷ ହେଲା ନୀଳାଦ୍ରି ବିଜେ – ରତ୍ନସିଂହାସନରେ ତିନି ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନାବେଶ ଏବଂ ଅଧରପଣା ନୀତି ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ନୀଳଦ୍ରି ବିଜେ ନୀତି ଶେଷ ହୋଇଛି। କରୋନା କଟକଣା ଥିବାରୁ ଆଜି ସବୁ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିଲା। ଗୋଟି...
କଟକ ସହରରୁ ପୁଣି ୫୯ ନୂଆ ପଜିଟିଭ୍, ୨ଟି ଲୋକାଲ୍ କେସ୍
ଓଡିଶାଲାଇଭ୍ କରୋନା ବ୍ୟୁରୋ
କଟକ ସହରରୁ ଚିହ୍ନଟ ହେଲେ ଆଉ ୫୯ ଜଣ କରୋନା ପଜିଟିଭ୍। ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।...





















