ରଥ ନିର୍ମାଣ – କେନ୍ଦ୍ରର ଅନୁମତି ଲୋଡ଼ିଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିବା ଜଣାପଡ଼ିଛି। ଏବେ ଲକ୍ଡାଉନ୍ ନିୟମ ବଳବତ୍ତର ରହିଥିବାରୁ ରଥ ନିର୍ମାଣ କାମ ହେବ...
ସମ୍ବଲପୁର DCCB ଅଧୀନରେ ସପୋର୍ଟ ଷ୍ଟାଫ୍ (ପିଓନ୍) ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଡିଷ୍ଟ୍ରିକ୍ଟ କୋ-ଅପରେଟିଭ୍ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଧୀନରେ ସପୋର୍ଟ ଷ୍ଟାଫ୍ (ପିଓନ୍) ପଦବୀରେ ସମୁଦାୟ ୩୦ ଜଣଙ୍କ ନିଯୁକ୍ତି ପାଇଁ ବିକ୍ଷପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆଜିଠାରୁ ଆସନ୍ତା...
ଲକ୍ଡାଉନ୍ – ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ୍ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହି ନିୟମ ପାଳନ କରିବାକୁ...
ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ – ରଥ ନିର୍ମାଣ କରିବାକୁ ସରକାରଙ୍କୁ ସୁପାରିଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ରଥ ନିର୍ମାଣ। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ଏହି କାର୍ଯ୍ୟ ଆରମ୍ଭ...
ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ – ରଥଯାତ୍ରା ସମ୍ପର୍କରେ ହୋଇପାରେ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚାଲିଛି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଚାଲିଛି।
ଭୁବନେଶ୍ୱରରେ ଗଜପତି ମହାରାଜା ଏବଂ ପୁରୀ ଶ୍ରୀମନ୍ଦିର ମୁଖ୍ୟ...
ରଥଯାତ୍ରା ବାବଦରେ ନିଷ୍ପତ୍ତି ନେବା ପାଇଁ ସରକାରଙ୍କ ପାଖରେ ଆଉ ବେଳ ଅଛି ତ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନ ଗଡୁଛି। ଅନିଶ୍ଚିତତାରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।
(ଭୁବନେଶ୍ୱରୁ ସରୋଜ ମହାପାତ୍ର): ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତବର୍ଷ ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ନିର୍ମାଣ...
କଟକରେ କୋହଳ ହେଲା ନିୟମ – ଖୋଲିବ ମଦ ଦୋକାନ, ସେୁଲନ୍, ସ୍ପା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ଖୋଲିବ ମଦ ଦୋକାନ। ସାମାଜିକ ଦୂରତା ନିୟମ ପାଳନ କରି ଦୋକାନଗୁଡ଼ିକ ସହରରେ ଖୋଲାଯାଇପାରିବ। ଏଥିସହ କଟକର ସମସ୍ତ ଗହଣା ଦୋକାନ, ସେଲୁନ୍ ଓ ସ୍ପା ମଧ୍ୟ ତୃତୀୟ ପର୍ଯ୍ୟାୟ...
କାହିଁକି ରେଡ୍ ଜୋନ୍ରେ ରହିଲା ଭୁବନେଶ୍ୱର?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ରେଡ୍ ଜୋନ୍ରେ ରଖିଲେ ରାଜ୍ୟ ସରକାର।
ମେ ପହିଲାରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପାଇଁ କେନ୍ଦ୍ର ସରକାର ଗାଇଡ୍ଲାଇନ୍ ଜାରି କରିଥିଲେ। ଏଥିରେ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ...
ଧନ୍ୟ ଆମ ଚିକିତ୍ସା ବ୍ୟବସ୍ଥା – କରୋନା ଡରରେ ରୋଗୀଙ୍କୁ ଫେରାଇଦେଲେ ସନ୍ସାଇନ୍ ଓ ସ୍ପର୍ଶ ହସ୍ପିଟାଲ, ବାଟରେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ସନ୍ସାଇନ୍ ଓ ସ୍ପର୍ଶ ହସ୍ପିଟାଲର ମନମାନି
ଛାତିରେ ଯନ୍ତ୍ରଣ ଭୋଗୁଥିବା ରୋଗୀଙ୍କୁ ଚିକିତ୍ସା କଲେନି
ରୋଗୀଙ୍କୁ ଫେରାଇଦେଲେ, ଅଧାବାଟରେ ଗଲା ଜୀବନ
ଭଡ଼ା ଘର ମାଲିକ ବି ଶବ...
କରୋନା – ଅରେଞ୍ଜ ଜୋନ୍ରେ ଭୁବନେଶ୍ୱର, ରେଡ୍ ଜୋନ୍ରେ ଓଡ଼ିଶାର ୩ ଜିଲ୍ଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ରେଡ୍ ଜୋନ୍ରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର।
କରୋନା ଭାଇରସ୍ର ପ୍ରକୋପ ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ଜୋନ୍ରେ ବିଭକ୍ତ କରିଛନ୍ତି। ଏହି ତାଲିକାରେ...





















