ଆସନ୍ତାକାଲିଠୁ ନିୟମ କଡ଼ା – ଭୁବନେଶ୍ୱର, କଟକରେ ସାମାଜିକ ଦୂରତ୍ୱ ନରଖିଲେ ୫୦୦ ଟଙ୍କା ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଆସନ୍ତାକାଲିଠୁ ଲାଗୁ ହେବ ନୂଆ ନିୟମ। ଟୁଇନ୍ ସିଟିରେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି କରାଯାଇଛି। ଦୋକାନ ଆଗରେ ଏବଂ ବିଭିନ୍ନ ବଜାରରେ ସାମାଜିକ ଦୂରତ୍ୱ...
କରୋନା ମୁକାବିଲା କରିବ ରୋବଟ୍ – କଟକ ଆଇଟିଆଇ ନିର୍ମାଣ କଲା ‘କୋ-ବଟ୍’ ଓ ‘ନିଗା-ବଟ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ରୋକିବା ପାଇଁ କଟକ ଆଇଟିଆଇ ନିର୍ମାଣ କଲା ରୋବଟ୍।
କଟକ: ସାରା ଦୁନିଆ ଯେତେବେଳେ କୋଭିଡ୍-୧୯ ମହାମାରୀର ମୁକାବିଲା କରୁଛି ସେତେବେଳେ କଟକ ଆଇଟିଆଇର ଯୋଦ୍ଧାମାନେ ରୋବଟ୍ ତିଆରି କରିବାକୁ...
ରାଉରକେଲା – କଣ୍ଟେନମେଣ୍ଟ ଅଞ୍ଚଳରେ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଜୋରଦାର...
ଓଡ଼ିଶାରେ ନାହିଁ ବାତ୍ୟା ଭୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ-ଆଣ୍ଡାମାନ ସାଗରରେ ଏପ୍ରିଲ ୩୦ ସୁଦ୍ଧା ଏବ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବାତ୍ୟା ହୋଇପାରେ ବୋଲି ଗତ କିଛିଦିନ ହେଲା ଆଲୋଚନା ହେଉଥିଲା।...
ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନୀତି – ଗଜପତି ମହାରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘କୋଭିଡ୍-୧୯ ମହାମାରୀ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କର ବିଧି ବନ୍ଦ ହେବ ନାହିଁ। ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ନୀତି ଅନୁଷ୍ଠିତ ହେବ’’, କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ...
ଏଥର ହେବନି ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ପାଇଁ ଏଥର ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଆସନ୍ତା ଏପ୍ରିଲ ୨୬ ତାରିଖରେ ପଡୁଛି ଚନ୍ଦନ ଯାତ୍ରା। ୫ରୁ କମ୍ ସେବାୟତକୁ ନେଇ ଯାତ୍ରା ଆୟୋଜନ...
ଭୁବନେଶ୍ୱରରେ କରୋନା – ୮ ଦିନ ହେଲା ନାହିଁ ନୂଆ କେସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୧୪ରୁ ଭୁବନେଶ୍ୱରରେ ଚିହ୍ନଟ ହୋଇ ନାହାନ୍ତି ନୂଆ କରୋନା ଆକ୍ରାନ୍ତ।
ଭୁବନେଶ୍ୱରର ସ୍ଥିତି ସୁଧୁରୁଛି। ଗତ ୮ ଦିନ ହେଲା ନୂଆ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇ ନାହାନ୍ତି। ସଟ୍ଡାଉନ୍...
ମାଣବସା ଗୁରୁବାର, ମୟୂରଭଞ୍ଜ ଛଉ ଏବଂ ରାବଣ ଛାୟା ନୃତ୍ୟକୁ ମାନ୍ୟତା – ‘‘ଜାତୀୟ ସ୍ତରରେ ଓଡ଼ିଶା କଳା,...
ଓଡ଼ିଶାଲାଇଭ୍ ବ୍ୟୁରୋ
କାଳଜୟୀ ସଂସ୍କୃତି ଐତିହ୍ୟ ତାଲିକାରେ ଭାରତ ସରକାର ୧୦୬ଟି କଳାକୁ ସାମିଲ କରିଛନ୍ତି। ସେଥିମଧ୍ୟରେ ରହିଛି ଓଡ଼ିଶାର ମାଣବସା ଗୁରୁବାର, ମୟୂରଭଞ୍ଜ ଛଉ ଏବଂ ରାବଣ ଛାୟା ନୃତ୍ୟ।
ଜାତୀୟ କାଳଜୟୀ ସଂସ୍କୃତି...
ଭୁବନେଶ୍ୱର ବମିଖାଲ, ସୂର୍ଯ୍ୟନଗର, ସତ୍ୟନଗରରୁ ହଟିଲା କଣ୍ଟେନମେଣ୍ଟ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ହଟିଲା କଣ୍ଟେନମେଣ୍ଟ କଟକଣା। ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗର ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ହଟାଇ ଦିଆଯାଇଥିବା ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଏହି ଅଞ୍ଚଳରୁ ଆଉ କୌଣସି...
ସୁସ୍ଥ ହେଲେ ଭୁବନେଶ୍ୱରର ଆଉ ୨ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ। ଏହି ୨ ଜଣ ଯାକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଭୁବନେଶ୍ୱରର ମୋଟ ୪୬...




















