ମିଳିଲେ ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସସିବିରୁ ଚମ୍ପଟ୍ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ଠିକଣା ମିଳିଛି। ମେଡିକାଲରୁ ଛୁ ହୋଇଥିବା ସନ୍ଦିଗ୍ଧ ଆୟାର୍ଲାଣ୍ଡର ନାଗରିକ ଭୁବନେଶ୍ୱରରେ ଏକ ହୋଟେଲରେ ଥିବା ଜଣାପଡ଼ିଛି। ଗୁରୁବାର ସେ ବିମାନବନ୍ଦରରେ ପହଞ୍ଚିବା ପରେ କ୍ୟାପିଟାଲ...

ଫୋକସ୍‌ରେ ଓଡ଼ିଶା ପର୍ଯ୍ୟଟନର ବିକାଶ – ହାରୋ ଓ ରାଜ୍ୟ ସରକାରଙ୍କ ଭିତରେ ମାନସମନ୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଆସୁଛି ନୂଆ ପର୍ଯ୍ୟଟନ ନୀତି-୨୦୨୦ ହାରୋର ମତାମତ ଲୋଡ଼ିଲେ ରାଜ୍ୟ ସରକାର ଓଡ଼ିଶାକୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିବା ଉପରେ ଫୋକସ୍‌ ପ୍ରମୁଖ ସ୍ଥାନକୁ ବିମାନସେବା ଉପରେ ଗୁରୁତ୍ୱ ଏପ୍ରିଲ ପହିଲାରୁ...

ଅସ୍ତରଙ୍ଗ ସମୁଦ୍ରକୂଳରୁ ୩୫ ଫୁଟର ମୃତ ତିମି ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୁଣଡୁଳୁବା ଗାଁ ପାଖ ସମୁଦ୍ର କୂଳ ନିକଟରୁ ଏକ ବିରାଟ ତିମି ମାଛର ମୃତଦେହ ଉଦ୍ଧାର କରାଯାଇଛି। ମୃତ ତିମି ଟି ବ୍ଲୁ...

ଆଗାମୀ ୪ ବର୍ଷରେ ୨୦ ଲକ୍ଷ ପରିବାରକୁ ମିଳିବ ପକ୍କା ଘର – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ଦିଗରେ ରାଜ୍ୟ ସରକାର ଅନେକ ବାଟ ଆଗେଇ ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ...

ଓଡ଼ିଶା ବିକାଶ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବ ଏସ୍‌ସିବି ମେଡିକାଲ – ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ। “ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ସହ କଟକ ସହରର ସମ୍ପର୍କ ଅତି ନିବିଡ଼। ଏହି ମାଟିରେ...

ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ମିନି ମାରାଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ୧୦୪ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଫରେଷ୍ଟ ପାର୍କରୁ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଗଣଦୌଡ଼ ଆରମ୍ଭ ହୋଇ କଳିଙ୍ଗ...

ଏସ୍‌ଡିସି କପ୍‌ ୨୦୨୦: ପୁରୁଷ ବିଭାଗରେ ଚାମ୍ପିଅନ୍‌ ହେଲା ସୁନ୍ଦରଗଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=UoV5ceO8qM0]ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏସ୍‌ଡିସି କପ୍‌ ୨୦୨୦ ଫୁଟ୍‌ବଲ ଚାମ୍ପିଅନ୍‌ସିପ୍‌ ପୁରୁଷ ବିଭାଗରେ ବି ଟାଇଟଲ୍‌ ଜିତିଲା ସୁନ୍ଦରଗଡ଼ ଦଳ। ଫାଇନାଲ ମ୍ୟାଚ୍‌ରେ ସୁନ୍ଦରଗଡ଼ ଦଳ ବାରିପଦାକୁ ୪-୧ ଗୋଲରେ...

ରାତି ବେଳା ସଫା ହେଉଛି ବ୍ରହ୍ମପୁର ରାସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ କୁମାର ପଟ୍ଟନାୟକ): ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏଣିକି ରାତିରେ ସଫା ହେଉଛି ରାସ୍ତାଘାଟ। ସକାଳ ପହରେ ଲୋକେ ବାହାରକୁ ବାହାରିବା ବେଳେ ଯେଭଳି ପରିଷ୍କାର ପରିଚ୍ଛନ୍ନ ପରିବେଶ...

ମାର୍ଚ୍ଚ ୫ ଓ ୬ ତାରିଖରେ ଭୁବନେଶ୍ୱରରେ ହେବ ପାୱାର କଟ୍ – ଜାଣନ୍ତୁ, କେଉଁ ଅଞ୍ଚଳରେ କଟିବ...

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆସନ୍ତା ମାର୍ଚ୍ଚ ୫ ଓ ୬ ତାରିଖରେ ବିଦ୍ୟୁତଜନିତ କାମ ହେତୁ ପାୱାର କଟ୍ ହେବ। ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ୱରର ଗଙ୍ଗୁଆ ଛକ,...

ପଞ୍ଚାୟତକୁ ଅଧିକ କ୍ଷମତାଶାଳୀ କରିବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ପଞ୍ଚାୟତଗୁଡ଼ିକୁ ସରକାର ଅଧିକ ମଜବୁତ କରିବା ପାଇଁ ଯାଉଛନ୍ତି। ଏନେଇ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ନବୀନ ସରକାର ସ୍ଥିର କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ...