ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ: ଓଡ଼ିଶାକୁ ‘ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌’ ମାନ୍ୟତା ଦାବି କଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସେବା ଭବନରେ ଆୟୋଜିତ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୪ଟି ପ୍ରସଙ୍ଗ ଉଠାଇଲେ ନବୀନ। ଓଡ଼ିଶାକୁ ସ୍ପେଶାଲ ଫୋକସ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହଙ୍କୁ  ବିମାନବନ୍ଦରରେ ଦଳୀୟ କର୍ମକର୍ତ୍ତାମାନେ ଭବ୍ୟ ସ୍ୱାଗତ କରିଛନ୍ତି। ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ବିଜେପିର ରାଷ୍ଟ୍ରୀୟ...

ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ କଟିବ ଲାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିଦ୍ୟୁତ୍ ମରାମତି ଜନିତ କାମ ହେତୁ ଶୁକ୍ରବାର ଭୁବନେଶ୍ୱର ଓ କଟକର ବିଭିନ୍ନ ଅଞ୍ଚଳରେ ପାୱାର କଟ୍ କରାଯିବ। ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଶୁକ୍ରବାର ସକାଳ ୧୦ଟାରୁ...

ବାଙ୍କୀରେ ଅପପୁଷ୍ଟି – ‘ସାଇନୋଡ୍ରମା’ରେ ଆକ୍ରାନ୍ତ ୩୦ରୁ ଅଧିକ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ହାତ କହୁଣୀରେ ଫଳିଯାଉଛି। ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ପିଲାଙ୍କ ଭିତରେ ଏଭଳି ଏକ ଅଜଣା ରୋଗ ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ...

କଳିଙ୍ଗନଗର ହେବ ବିଶ୍ୱ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦୋୟ ମିସନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବ। ଏହାସହ ଏହି ମିସନରେ ଓଡ଼ିଶାର କଳିଙ୍ଗନଗରର ବିକାଶ ହୋଇପାରିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ...

ରାଜଧାନୀରେ ଶିଶୁ ବିକ୍ରି ଘଟଣା –  ମଞ୍ଚେଶ୍ୱରରୁ ଉଦ୍ଧାର ହେଲା ୧୯ ଦିନର ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭରତପୁର ଅଞ୍ଚଳରେ ଟଙ୍କା ପାଇଁ ବିକ୍ରି କରାଯାଇଥିବା ୧୯ ଦିନର ଶିଶୁ ମଞ୍ଚେଶ୍ୱରରୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଉଦ୍ଧାର କରିବା ପରେ ପୋଲିସ୍ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାକୁ କ୍ୟାପିଟାଲ...

ଆସନ୍ତାକାଲି ଆସିବେ ଅମିତ ଶାହ, ଆଜି ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକସେବା ଭବନରେ ନବୀନଙ୍କୁ ଧର୍ମେନ୍ଦ୍ର ଭେଟି ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଭେଟ୍‌ଘାଟ୍‌ ସରକାରୀ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଓ୍ଵମେନ୍‌ ଷ୍ଟଡିଜ୍‌ ରିସର୍ଚ୍ଚ ସେଣ୍ଟର (WSRC) ରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ୨୦୨୦ ମାର୍ଚ୍ଚ ୩୧...

ଶୁକ୍ରବାର ଭୁବନେଶ୍ୱର ଆସିବେ ଅମିତ ଶାହ – ଜନତା ମଇଦାନରେ ଭୂମି ପୂଜା କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ସିଏଏ ସମର୍ଥନରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏଥିପାଇଁ ବିଜେପି ପକ୍ଷରୁ ଜନତା ମଇଦାନରେ ଭୂମି...

ପ୍ରିୟଙ୍କାଙ୍କ ପରେ ସୁଚିତ୍ରାଙ୍କ କିଡ୍‌ନି ଦାନ: ଦୁଇ ରୋଗୀ ପାଇଲେ ନୂଆ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁରର ପ୍ରିୟଙ୍କାଙ୍କ ପରେ କଟକର ସୁଚିତ୍ରା ଦାଶ କିଡ୍‌ନି ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ। ବ୍ରେନ୍‌ ଡେଡ୍‌ ଥିବା ସୁଚିତ୍ରା ଦାଶଙ୍କର ୩ ଘଣ୍ଟାର ଅସ୍ତ୍ରୋପଚାର ପରେ...