ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ – ‘‘ଅଗଷ୍ଟ ୧୫ରୁ ଲୋକଙ୍କୁ ଅନଲାଇନ୍ ଜରିଆରେ ମିଳିବ ସବୁ ସୁବିଧା’’
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଅଗଷ୍ଟ ୧୫ ତାରିଖରୁ ଲୋକମାନଙ୍କୁ ଆଉ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ହାତ ପାହାନ୍ତାରେ ସବୁ ସରକାରୀ ସୁବିଧା ମିଳିବ। ଅନ୍ଲାଇନ୍ ଜରିଆରେ ସବୁ ସରକାରୀ ସୁବିଧା ଉପଲବ୍ଧ...
ଭୁବନେଶ୍ୱର ଖାରବେଳନଗରରେ ଖୋଲିଲା ଆହାର କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଖାରବେଳନଗରରେ ଖୋଲିଲା ଆହାର କେନ୍ଦ୍ର। ଗରିବ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ କିପରି ସୁବିଧାରେ ଖାଦ୍ୟ ପାଇପାରିବେ ସେହି ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି କେନ୍ଦ୍ର...
ଭୁବନେଶ୍ଵର ଗ୍ୟାସ୍ଟ୍ରୋ ଆଣ୍ଡ୍ କିଡ୍ନୀ କେୟାର୍ ହସ୍ପିଟାଲ୍ରେ ଚାକିରି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଗ୍ୟାସ୍ଟ୍ରୋ ଆଣ୍ଡ୍ କିଡ୍ନୀ କେୟାର୍ ହସ୍ପିଟାଲ୍ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପଦବୀ:
ସିଷ୍ଟମ ଆନାଲିଷ୍ଟ (ଆଇଟି) – ଏମ୍ବିଏ/ବିସିଏ/ଡିପ୍ଲୋମାସ ଡିଗ୍ରୀ ସହ ଆଇଟିରେ ଅତିକମ୍ରେ ୩ରୁ...
ରାଜ୍ୟରେ କମିଛି ଅର୍ଥନୈତିକ ଅଭିବୃଦ୍ଧି ହାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) କମିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୬.୧୬ ପ୍ରତିଶତ ରହିବ ବୋଲି ସର୍ଭେ ରିପୋର୍ଟରୁ ଆକଳନ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ...
ଅଚାନକ୍ ଓୟୁଏଟି ଗସ୍ତ କଲେ 5-T ସଚିବ ପାଣ୍ଡିଆନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଅଚାନକ୍ ଗସ୍ତ କଲେ 5-T ସଚିବ ଭିକେ ପାଣ୍ଡିଆନ୍। ସୋମବାର ବଡ଼ି ଭୋରରୁ ପ୍ରାତଃ ଭ୍ରମଣରେ ଯିବା ସମୟରେ ପାଣ୍ଡିଆନ୍ ଓୟୁଏଟି ଗସ୍ତ...
ବ୍ରହ୍ମପୁର ବସ୍ ଟ୍ରାଜେଡି – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଂଜାମ ଜିଲ୍ଲା ମେଣ୍ଢାରାଜପୁର ନିକଟରେ ୧୧ କେଭି ବିଦ୍ୟୁତତାର ସଂସ୍ପର୍ଶରେ ଆସି ବସ ଜଳିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। କଟକ ବଡ...
ସର୍ବକ୍ଷମା ଯୋଜନା ସମୟସୀମା ଫେବ୍ରୁଆରି ୨୦ କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଡେଭେଲପମେଣ୍ଟ ଅଥରିଟି ପକ୍ଷରୁ ସର୍ବକ୍ଷମା ଯୋଜନା ସମୟସୀମା ଫେବ୍ରୁଆରି ୨୦କୁ ବୃଦ୍ଧି କରାଯାଇଛି। ବେଆଇନଭାବେ ନିର୍ମିତ କୋଠାବାଡିକୁ ନିୟମିତ କରିବା ଲାଗି ଏହି ଯୋଜନା କରାଯାଇଛି।
ସମୟସୀମା...
ମଞ୍ଜରି ଦେବୀ ସ୍କୁଲ ଆଣ୍ଡ କଲେଜ ଅଫ୍ ନର୍ସିଂରେ ୧୦ଟି ପଦବୀରେ ଚାକରି ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ବାଳକାଟିସ୍ଥିତ ମଞ୍ଜରିଦେବୀ ସ୍କୁଲ ଆଣ୍ଡ କଲେଜ ଅଫ୍ ନର୍ସିଂରେ ୧୦ଟି ପଦବୀରେ ସମୁଦାୟ ୪୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୦ ପୂର୍ବରୁ ଆବେଦନ...
କଟକ ଜିଲ୍ଲା ସ୍ଵାସ୍ଥ୍ୟ ସମିତିରେ ୨୬ ପଦବୀରେ ନିଯୁକ୍ତି ସୁଯୋଗ: ଫ୍ରେବୁଆରି ୨୪ ଆବେଦନର ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ସ୍ଵାସ୍ଥ୍ୟ ମିସ୍ନ୍ (NHM) ଅଧୀନରେ କଟକ ଜିଲ୍ଲା ସ୍ଵାସ୍ଥ୍ୟ ସମିତିରେ ମୋଟ୍ ୨୬ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୪ ସୁଦ୍ଧା ଆବେଦନ...
ଟ୍ଵିନ୍ ସିଟି ଇଣ୍ଟନାସ୍ନାଲ ସ୍କୁଲରେ ଚାକିରି ସୁଯୋଗ – ୫ ଦିନ ମଧ୍ୟରେ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ପାହାଳସ୍ଥିତ ଟ୍ଵିନ୍ ସିଟି ଇଣ୍ଟନାସ୍ନାଲ ସ୍କୁଲରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଶିକ୍ଷାଗତ ଯୋଗ୍ୟତା:
ପ୍ରଧାନ ଶିକ୍ଷୟିତ୍ରୀ– ସ୍ନାତକ/ସ୍ନାତକୋତ୍ତର ଡିଗ୍ରୀ ସହ ବି.ଏଡ୍/ଏମ୍.ଏଡ୍ କରିଥିବେ ଏବଂ ଯେକୌଣସି...





















