ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଅଚାନକ୍‌ ଗସ୍ତ କଲେ 5-T ସଚିବ ଭିକେ ପାଣ୍ଡିଆନ୍‌। ସୋମବାର ବଡ଼ି ଭୋରରୁ ପ୍ରାତଃ ଭ୍ରମଣରେ ଯିବା ସମୟରେ ପାଣ୍ଡିଆନ୍‌ ଓୟୁଏଟି ଗସ୍ତ କରିଥିଲେ।

ଓୟୁଏଟି ପରିସରରେ ବୁଲିବା ସହ ଭିତ୍ତିଭୂମିର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ଓୟୁଏଟି ପରିସରରେ ଥିବା ହଷ୍ଟେଲର ତଦାରଖ କରିଥିଲେ।

ଓୟୁଏଟିର ବିକାଶ ପାଇଁ ସରକାର ଏକ ବଡ଼ ପ୍ୟାକେଜ୍‌ ଘୋଷଣା କରିପାରନ୍ତି।

Comment