ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ବାଳକାଟିସ୍ଥିତ ମଞ୍ଜରିଦେବୀ ସ୍କୁଲ ଆଣ୍ଡ କଲେଜ ଅଫ୍‌ ନର୍ସିଂରେ ୧୦ଟି ପଦବୀରେ ସମୁଦାୟ ୪୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୦ ପୂର୍ବରୁ ଆବେଦନ କରିପାରିବେ।

ପଦବୀ:

ଭାଇସ୍‌ ପ୍ରିନ୍ସିପାଲ୍‌: (ଗୋଟିଏ ପଦବୀ)

 ଯୋଗ୍ୟତାନର୍ସିଂରେ ସ୍ନାତକୋତ୍ତର ସହ ୧୦ରୁ ୧୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ପ୍ରଫେସର୍‌: (୨ଟି ପଦବୀ)

 ଯୋଗ୍ୟତା- ନର୍ସିଂରେ ସ୍ନାତକୋତ୍ତର ସହ ୭ରୁ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଆସୋସିଏଟ୍‌ ପ୍ରଫେସର୍‌: (୨ଟି ପଦବୀ)

 ଯୋଗ୍ୟତା- ନର୍ସିଂରେ ସ୍ନାତକୋତ୍ତର ସହ ୫ରୁ ୮ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଆସିଷ୍ଟାଣ୍ଟ ପ୍ରଫେସର୍‌: (୪ଟି ପଦବୀ)

 ଯୋଗ୍ୟତା- ନର୍ସିଂରେ ସ୍ନାତକୋତ୍ତର ସହ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଟ୍ୟୁଟର୍‌/କ୍ଲିନିକାଲ୍‌ ଇନ୍‌ଷ୍ଟ୍ରକ୍ଟର୍‌: (୨୫ଟି ପଦବୀ)

ଯୋଗ୍ୟତା- ନର୍ସିଂରେ ସ୍ନାତକୋତ୍ତର କରିଥିବା ଫ୍ରେସର୍‌/ସ୍ନାତକ ସହ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଲାଇବ୍ରେରୀଆନ୍‌: (ଗୋଟିଏ ପଦବୀ)

 ଯୋଗ୍ୟତା- ଲାଇବ୍ରେରୀରେ ବ୍ୟାଚେଲର୍‌ ଡିଗ୍ରୀ କରିଥିବା ସହ ଗୋଟିଏ ବର୍ଷର ଆଭିଜ୍ଞତା ଥିବା ଆବଶ୍ୟକ।

ଓ୍ଵାର୍ଡେନ୍‌ (ମହିଳା): (୨ଟି ପଦବୀ)

 ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିବା ସହ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବସ୍‌ ହେଲ୍‌ପର୍‌: (୨ଟି ପଦବୀ)

 ଯୋଗ୍ୟତା- ସପ୍ତମ ଶ୍ରେଣୀ ପାସ୍‌ କରିବା ସହ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ପିଓନ୍‌ (ମହିଳା ଏବଂ ପୁରୁଷ): (୧+୧)

 ଯୋଗ୍ୟତା- ଏଚ୍‌.ଏସ୍‌.ସି ପାସ୍‌ କରିଥିବା ଆବଶ୍ୟକ।

ଓ୍ଵାସର୍‌ମ୍ୟାନ୍‌ (ମହିଳା ଏବଂ ପୁରୁଷ): (୧+୧) ପଦବୀ

 ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ନିଜର ବାୟୋଡାଟା ଏବଂ ସାର୍ଟିଫିକେଟ୍‌ର ଫେବ୍ରୁଆରି ୨୦ ପୂର୍ବରୁ mdscnbbsr@gmail.comକୁ ପଠାଇଦେବାକୁ ଫେଗ୍ରୁଆରି ୧୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଚୟନ ହୋଇଥିବା ବ୍ୟକ୍ତିମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ସିଟି ଅଫିସ୍‌- ପ୍ଲଟ୍‌ ନଂ-୨୭୩/୨୭୪, ଜଗନ୍ନାଥ କମ୍ପ୍ଲେକ୍ସ୍‌, ଭୁବନେଶ୍ଵର ଟେମ୍ପଲ୍‌ ଲେନ୍‌, ଖାରବେଳ ନଗର, ୟୁନିଟ୍‌-୩, ଭୁବନେଶ୍ଵର-୭୫୧୦୦୧

କ୍ୟାମ୍ପସ୍‌- ପ୍ଲଟ୍‌ ନଂ-୨୬୨, ପୁରୁଣା ପ୍ରଧାନ, ବାଳକାଟି, ଭୁବନେଶ୍ଵର-୭୫୨୧୦୦

ଓ୍ଵେବ୍‌ସାଇଟ୍‌- manjaridevicollege.org

Comment