ଉଦ୍ଘାଟିତ ହେଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ – ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁକ୍ତେଶ୍ୱର ମୁକ୍ତାକାଶ ମଞ୍ଚରେ ଆରମ୍ଭ ହୋଇଛି ମୁକ୍ତେଶ୍ଵର ନୃତ୍ୟ ଉତ୍ସବ। ତିନି ଦିନ ଧରି ହେବାକୁଥିବା ଏହି ଉତ୍ସବ ମଙ୍ଗଳବାର ଉଦ୍ଘାଟିତ ହୋଇଛି। ସଙ୍ଗୀତଜ୍ଞ ପ୍ରଫୁଲ୍ଳ କର ଓ ସାଥୀଙ୍କ ଦ୍ଵାରା...
ଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ଉଦ୍ଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାନ୍ତିସ୍ତୁପ ଧଉଳିଠାରେ ଚାଲିଥିବା ଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବେ...
ଯାଆରେ ଉଡ଼ି, ଏ ମୋର ଗୁଡ଼ି…
ଓଡ଼ିଶାଲାଇଭ୍ ବ୍ୟୁରୋ
(ରିପୋର୍ଟ - ଜୟ ମହାନ୍ତି, ଫଟୋ - ରଶ୍ମୀରଞ୍ଜନ ମହାପାତ୍ର)
କଟକ ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ଗୁଡ଼ି।
‘‘ଉଡ଼ି ଉଡ଼ି ଉଡ଼ି... ଯାଆରେ ଉଡ଼ି… ଏ ମୋର ଗୁଡ଼ି... ଖାଆନା ଖାଆନା ତୁ...
ଭୁବନେଶ୍ୱରରେ ସାଇବର ଠକଙ୍କ ମାୟାଜାଲ! ଆକାଉଣ୍ଟରୁ ୨ ମିନିଟ୍ରେ ଗାଏବ ହୋଇଗଲା ୩୫ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ସାଇବର ଠକ। ସାବଧାନ! ଆପଣ ବି ଫାସରେ ପଡ଼ି ପାରନ୍ତି।
ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଯେତେ ପଦକ୍ଷେପ ନେଲେ ବି ତାହା ସମ୍ଭବ ହେଉନି।...
କଟକଣା ସତ୍ତ୍ୱେ କଟକରେ ଚାଲିଛି ଅସୁରକ୍ଷିତ ଗୁଡ଼ି ଉଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ସତ୍ତ୍ୱେ ସହଶ୍ର ବର୍ଷର ସହର କଟକରେ ଗୁଡ଼ି ଉଡ଼ା ଅବାଧରେ ଚାଲିଥିବା ଦେଖାଯାଉଛି। ମକର ସଂକ୍ରାନ୍ତି ପର୍ବ ବେଳେ ସାଧାରଣତଃ କଟକରେ ଗୁଡ଼ି...
ଶିଶିର ସରସ ମେଳା – ରୋଜଗାରର ବାଟ ଦେଖାଇଛି ଲେମନ ଘାସ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ନାରାୟଣପାଟଣା ଓ ଏହାର ଆଖପାଖ ଅଞ୍ଚଳର ଜମିରେ ଏବେ ମୁଖ୍ୟ ଅର୍ଥକାରୀ ଫସଲ ପାଲଟିଛି ଲେମନ ଘାସ।
ଯେଉଁ ମାଟିରେ ଦିନେ କେବଳ କପା, ମାଣ୍ଡିଆ, ଧୂଆଁପତ୍ର...
ରାଉରକେଲା NITରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି, ଫେବ୍ରୁଆରି ୧୧ ଯାଏଁ କରିପାରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା NITରେ ବିଭିନ୍ନ ପଦବୀରେ ଚାକିରି ସୁଯୋଗ। ଜାନୁଆରି ୧୩ରୁ ଫେବ୍ରୁଆରି ୧୧ ଯାଏଁ କରିପାରିବେ ଆବେଦନ।
ରାଉରକେଲାସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ନିଟ୍)ରେ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ...
ତପସ୍ୟା ଫାଉଣ୍ଡେସନର ସାହିତ୍ୟ ସମ୍ମାନ – ନାଟ୍ୟକାର ନାରାୟଣ ଚନ୍ଦ୍ର ପାଇଲେ ‘ତପସ୍ୟା ଶାଶ୍ୱତ ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ନାଟ୍ୟକାର ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ମିଳିଲା ‘ତପସ୍ୟା ଶାଶ୍ୱତ ପୁରସ୍କାର -୨୦୧୯’। ତାଙ୍କ ସହ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସୂର୍ଯ୍ୟ ଦେଓ ଓ ଯୁବ ଲେଖକ ଡିଲେଶ୍ୱର...
୭୫ ବର୍ଷରେ ରୋଟାରି କ୍ଲବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଟାରି କ୍ଲବ୍ର ୭୫ ବର୍ଷ ପୂର୍ତ୍ତି ଅବସରରେ କଟକରେ ରବିବାର ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳିତ ହୋଇଛି। ରୋଟାରି କ୍ଲବ୍ ପକ୍ଷରୁ ସ୍ଥାନୀୟ ଖ୍ରୀଷ୍ଟିଆନ୍ ପଡ଼ିଆରୁ ଆରମ୍ଭ କରି କଟକ କ୍ଳବ୍...
ଆଜିଠୁ ଜନସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ପାଞ୍ଚ ଦିନ ଖୋଲା ରହିବ ଲୋକସେବା ଭବନର ଉଦ୍ୟାନ। ଆଜିଠୁ ଜାନୁଆରି ୨୬ ତାରିଖ ଯାଏଁ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଅପରାହ୍ଣ ୩ଟାରୁ ୫.୩୦...





















