ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣା: ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ଦୁଇ ଅଭିଯୁକ୍ତ ହେଲେ ମିଟୁ ବେହେରା...

ମିଳିଲା ସାଇକୋ କିଲରର ସୁରାକ!

ଓଡ଼ିଶାଲାଇଭ ବ୍ୟୁରୋ କମିସନରେଟ ପୋଲିସକୁ ବଡ଼ ସଫଳତା। ମଳିଲା କଟକ ଟ୍ରିପଲ ମର୍ଡରରେ ସାମିଲ ଥିବା ସାଇକୋ କିଲରର ସୁରାକ। ୨୪ ଘଣ୍ଟାରେ ୩ଟି ମର୍ଡର କରି ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା...

କଳିଙ୍ଗ ହସ୍ପିଟାଲରେ ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗର ଚଢ଼ଉ

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ହସ୍ପିଟାଲରେ ଔଷଧ ନିୟନ୍ତ୍ରଣ ବିଭାଗ ତଥା ଡ୍ରଗ୍‌ସ କଣ୍ଟ୍ରୋଲ କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ୬ ପ୍ରକାରର ଔଷଧ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଜବତ କରାଯାଇଥିବା...

କଟକରେ ହେବ ବସ୍ ପୋର୍ଟ – କେନ୍ଦ୍ରରୁ ସବୁଜ ସଙ୍କେତ

ଓଡ଼ିଶାଲାଇଭ ବ୍ୟୁରୋ ଏଣିକି ଓଡ଼ିଶାରେ ଲୋକ ବସଷ୍ଟାଣ୍ଡରେ ପାଇବେ ଏୟାରପୋର୍ଟ ଭଳି ସୁବିଧା। କଟକରେ ବିଶ୍ଵସ୍ତରୀୟ ବସ୍ ଟର୍ମିନାଲ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ...

ଭୁବନେଶ୍ୱର ଡ୍ୟାନ୍ସ ବାର ଉପରେ ଚଢ଼ଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ବେଆଇନ୍ ଭାବେ ଚାଲୁଥିବା ଡ୍ୟାନ୍ସ ବାର୍ ଉପରେ ଚଢ଼ଉ କଲା କମିଶନରେଟ୍ ପୋଲିସ। ଶୁକ୍ରବାର ରାତି ଅଧରେ ପୋଲିସ ଏକାଧିକ ବିନା ଲାଇସେନ୍ସରେ ଚାଲିଥିବା ଡ୍ୟାନ୍ସ ବାର୍ ଉପରେ ଚଢ଼ଉ...

ଭୁବନେଶ୍ୱର ୧୨୦ ବାଟାଲିୟନରେ ପାଳିତ ହେଲା ‘କାରଗିଲ ବିଜୟ ଦିବସ’

ଓଡ଼ିଶାଲାଇଭ ବ୍ୟୁରୋ କାରଗିଲ ବିଜୟକୁ ୨୦ ବର୍ଷ ପୂରିଛି। ଏହି ଅବସରରେ ସାରା ଦେଶ କାରଗିଲ ବିଜୟ ଦିବସ ପାଳନ କରୁଛି। ଏହାସହ ଆଜି ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନରେ ମଧ୍ୟ କାରଗିଲ ବିଜୟ ଦିବସ...

ଭୁଶୁଡ଼ିଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ରୀନିବାସ କୋଠା

ଓଡ଼ିଶାଲାଇଭ ବ୍ୟୁରୋ ଭୁଶୁଡ଼ି ପଡ଼ିଲା ଛାତ୍ରୀନିବାସ କୋଠା। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାବେରି ଛାତ୍ରୀନିବାସର ଏକ ବିରାଟ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣା ସମୟରେ ଛାତ୍ରୀମାନେ ଉପସ୍ଥିତ ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି।...

ପ୍ରାଣ ନେଲା ମୁକୁଳା ଡ୍ରେନ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରେନ୍‌ରେ ପଡ଼ି ଆଖି ବୁଜିଲେ ୬୦ ବର୍ଷିଆ ବୃଦ୍ଧା। ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ। ୬୦ ବର୍ଷ ବୃଦ୍ଧା ଟି. ଆକାମ୍ମା ପ୍ରବଳ ବର୍ଷା ବେଳେ ନିଜ ଘରକୁ ଫେରୁଥିବା ସମୟରେ...

କଟକରେ ମାତିଛନ୍ତି ତଣ୍ଟିକଟା! ଗୋଟିଏ ଦିନରେ ଦୁଇ ଜଣଙ୍କୁ ତଣ୍ଟି କାଟି ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ମାତିଛନ୍ତି ତଣ୍ଟିକଟା। ଏହା ଆମେ କହୁନୁ, ୨୪ ଘଣ୍ଟା ଭିତରେ ତିନି ହତ୍ୟାକାଣ୍ଡ ଏହା କହୁଛି। ତିନି ଜଣଙ୍କୁ ସମାନ ଶୈଳୀରେ ତଣ୍ଟି କାଟି ହତ୍ୟା କରାଯାଇଥିବାରୁ କମିସନରେଟ୍ ପୋଲିସର...

ଅପରାଧିକୁ ଧରିବାକୁ ଯାଇ ମାଡ଼ ଖାଇଲେ ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ଅପରାଧିକୁ ଧରିବାକୁ ଯାଇ ପୋଲିସ ବାବୁଙ୍କୁ ହଟାହଟା ହେବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଅନ୍ତର୍ଗତ କପୁରସିଂ ଗାଁରେ। ସାଦା ପୋଷାକରେ ଅପରାଧିକୁ ଧରିବାକୁ ଯାଇଥିବା...