ପାଇଥିବା ପର୍ସ ଫେରାଇ ମହାନତାର ପରିଚୟ ଦେଲେ ‘ମୋ ବସ’ କର୍ମଚାରୀ

ଓଡ଼ିଶାଲାଇଭ ବ୍ୟୁରୋ ପୁଣି ଥରେ ବସ୍ ଭିତରେ ପାଇଥିବା ପର୍ସ ଫେରାଇ ନିଜ ମହାନତାର ପରିଚୟ ଦେଇଛନ୍ତି ‘ମୋ ବସ’ କର୍ମଚାରୀ। ବିଜେଇଏମ୍ ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କ ହଜିଥିବା ପର୍ସକୁ ‘ମୋ ବସ’ର ଡ୍ରାଇଭର...

ଭୁବନେଶ୍ଵରରୁ ବିଦା ହେବେ ନିଶା ବେପାରୀ

ଓଡ଼ିଶାଲାଇଭ ବ୍ୟୁରୋ କମିସନରେଟ୍ ପୋଲିସ ଇତିହାସରେ ପ୍ରଥମ ଘଟଣା ଘଟିବାକୁ ଯାଉଛି। ପୋଲିସ ଆଇନ – ୨୦୦୩ର ଦଫା ୪୬ ମୁତାବକ ୩ଜଣ ଅଭ୍ୟାସଗତ ନିଶା ବେପାରୀଙ୍କୁ ସୀମା ବାହାରକୁ ପଠାଯିବ ବୋଲି ସୂଚନା...

ସଜେଇ ହେଲାଣି କଟକ ଇନଡୋର ଷ୍ଟାଡିୟମ, ଆଉ ଦୁଇ ଦିନ ପରେ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଟେବୁଲ୍ ଟେନିସ୍ ଚାମ୍ପଅନସିପ୍‌ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ସ୍ଥିତି ଯାଞ୍ଚ୍ କଲେ କ୍ରୀଡ଼ାମନ୍ତ୍ରୀ ଓ ସଚିବ ୧୦ ଜଣିଆ ଭାରତ ଦଳର ନେତୃତ୍ୱ ନେବେ ଶରତ କମଲ୍ ସଜେଇ ହେଉଛି...

ସିଡିଏ ଗହଣା ଦୋକାନ ଲୁଟ୍ – ୨ ଗିରଫ, ୩ ଫେରାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ସିଡିଏ ସେକ୍ଟର-୬ ଗହଣା ଦୋକାନ ଲୁଟ୍ ଘଟଣାରେ ପୋଲିସ ଦୁଇ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମ ବ୍ରହ୍ମପୁର ଲଛପଡ଼ାର କେ.ଶ୍ୟାମସୁନ୍ଦର ରାଓ(୧୯) ଓ ବିଲସାହି ବୃନ୍ଦାବତି ନଗରର...

ଭୁବନେଶ୍ଵରରେ ଖୋଲିଲା ରାଜ୍ୟର ସର୍ବବୃହତ ଟାଇଲ ଓ ମାର୍ବଲ ସୋରୁମ        

        ଓଡ଼ିଶାଲାଇଭ ବ୍ୟୁରୋ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଭୁବନେଶ୍ଵର ନୟାପଲ୍ଲୀଠାରେ ଆର କେ ମାର୍ବଲ୍ସ କମ୍ପାନିର ଏକ ସୋରୁମ ଉଦଘାଟିତ ହୋଇଯାଇଛି। ୧୨୦୦୦ ବର୍ଗଫୁଟର ଜମି ଉପରେ ସ୍ଥାପିତ ଏହି...

ମରିନାହିଁ ମାନବିକତା – ଅସହାୟ ବୃଦ୍ଧଙ୍କ ଶବ ସଂସ୍କାର କଲେ ଯୁବ ଗୋଷ୍ଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ମଣିଷ ହେଉଛି ପ୍ରାଣୀ ଜଗତ ଭିତରେ ଶ୍ରେଷ୍ଠ। ମଣିଷ ଜୀବନର ଶ୍ରେଷ୍ଠ ଧର୍ମ ହେଉଛି ମାନବିକତା। ଏହାର ଯଥାର୍ଥତା ପ୍ରମାଣିତ କରିଛନ୍ତି କଟକର କିଛି ଯୁବକ। ଜଣେ ଅସହାୟ ବ୍ୟକ୍ତିଙ୍କ...

ନନ୍ଦନକାନନରେ ପୁଣି ରୋପ୍-ୱେର ମଜା ନେବେ ପର୍ଯ୍ୟଟକ

ଓଡ଼ିଶାଲାଇଭ ବ୍ୟୁରୋ ଦୀର୍ଘଦିନ ହେବ ବନ୍ଦ ହୋଇ ପଡ଼ି ରହିଥିବା ନନ୍ଦନକାନନ ରୋପ-ଓ୍ଵେକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି  ଦେବା ପରେ ମଙ୍ଗଳବାର ଏହାର କାର୍ଯ୍ୟ ଆରମ୍ଭ ହୋଇଛି। ଏହା ବନ୍ଦ...

ଓଡ଼ିଶା ମିଡିଆ କନକ୍ଲେଭ – ‘‘ଗଣମାଧ୍ୟମ ନିରପେକ୍ଷ ହେବା ଜରୁରୀ’’

ଓଡ଼ିଶାଲାଇଭ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଓଡ଼ିଆ ମିଡିଆ ପକ୍ଷରୁ ଓଡ଼ିଶା ମିଡିଆ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଫଟୋ ସାମ୍ବାଦିକ ଏବଂ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ...

ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ଜଗନ୍ନାଥ ଭକ୍ତି ସଙ୍ଗୀତ ‘ଗୁହାରି’ର ଶେଷ ଦିନ କାର୍ଯ୍ୟକ୍ରମର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=IDV8WqjJCDY] ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜୁଲାଇ ୮ ତାରିଖରୁ ଚାଲିଥିବା ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ର ଆଜି ହେଉଛି ଉଦଯାପନୀ ସନ୍ଧ୍ୟା। ଦେଶ ବିଦେଶର ଦର୍ଶକମାନଙ୍କୁ ଏହି ସମାରୋହ...

ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବନ ମହୋତ୍ସବ ପାଳିତ

ଓଡ଼ିଶାଲାଇଭ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ କୃଷି ମହାବିଦ୍ୟାଳୟ ପକ୍ଷରୁ ୭୦ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି। ଏଥିରେ ସୋଆ ଏନ୍ଏସ୍ଏସ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଏହି...