ଅପରାଜିତାଙ୍କ ‘ଅଜିତା’ – ମହିଳା ସଶକ୍ତିକରଣ ପାଇଁ ନୂଆ ସଂଗଠନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳାମାନଙ୍କ ସଶକ୍ତିକରଣ ଓ ସାମାଜିକ ଅର୍ଥନୈତିକ ସ୍ୱାଧୀନତାର ପରିପ୍ରକାଶ ପାଇଁ ରାଜ୍ୟରେ ଏକ ନୂଆ ଅଣ ରାଜନୈତିକ ସଂଗଠନ ଗଠନ କରାଯାଇଛି। ଏହାର ନାଁ ରଖାଯାଇଛି ଅଜିତା। ବିଶିଷ୍ଟ ଲେଖିକା ପ୍ରତିଭା...

କଟକରେ ଭିକାରୀ ଥଇଥାନ ଯୋଜନା ଫେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ହଜାରେ ବର୍ଷର ସହର କଟକରୁ ଭିକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଯୋଜନା କରାଯାଇଥିଲା ତାହା ସଫଳ ହୋଇପାରିନାହିଁ। ଅଢ଼େଇ ବର୍ଷ ତଳେ ମହା ଆଡମ୍ବରରେ ଏହି...

ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟରେ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଏଣିକି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ-ଓଡ଼ିଶା (ଏନ୍ଏଲ୍ୟୁ-ଓ)ରେ ନାମଲେଖା ଓ ପାଠ ପଢା କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ବିଶ୍ୱବିଦ୍ୟାଳୟର ୨୫ ପ୍ରତିଶତ ଆସନ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ...

ଭୁବନେଶ୍ଵରରେ ଉଦ୍‌ଘାଟିତ ହେଲା ‘ଶିଶିର ସରସ’ ମେଳା – ୩୦୦ ଷ୍ଟଲରେ ଚାଲିଛି କିଣାବିକା, ୧୧ ଦିନ ଯାଏଁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶିର ସରସ -୨୦୨୦ ଉଦ୍‌ଘାଟିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ ମେଳାରେ ୨୫ଟି ରାଜ୍ୟର ୩୦୦ ଷ୍ଟଲ ଜାନୁଆରି ୧୪ ଯାଏଁ ଚାଲିବ ମେଳା ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ,...

ଏଣିକି ମନଇଚ୍ଛା ଛୁଟିରେ ଯାଇ ପାରିବେନି ଡିଗ୍ରୀ କଲେଜ ଅଧ୍ୟାପକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିଗ୍ରୀ କଲେଜ ଅଧ୍ୟାପକଙ୍କ ଛୁଟିରେ କଟକଣା ଲଗାଇଲେ ରାଜ୍ୟ ସରକାର। ଏଣିକି ସେମାନେ ମନଇଚ୍ଛା କୁଆଡ଼େ ଛୁଟିରେ ଯାଇ ପାରିବେନି। ଛୁଟିରେ ଯିବା ପୂର୍ବରୁ ସେମାନେ କଲେଜ ଅଧ୍ୟକ୍ଷଙ୍କ ଅନୁମତି ନେବେ।...

ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ହେଲେ ଓଡ଼ିଶା ହାଇକୋର୍ଟର ଅନ୍ତରୀଣ ମୁଖ୍ୟ ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ସଞ୍ଜୁ ପଣ୍ଡା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଦାୟିତ୍ୱରେ ନିଯୁକ୍ତି ଦେଇଥିବା ସୂଚନା ମିଳିଛି। ଶନିବାର ଜଷ୍ଟିସ୍‌ କେ...

ପୋଲିସ କମିସନରଙ୍କ ମନ୍ତବ୍ୟକୁ ନେଇ ଝଡ଼: ବିଜେପି-କଂଗ୍ରେସର ସମର୍ଥନ, ଉଖାରି ଦେଇ ବିଜେଡି ଚୁପ୍

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘ରୋଷେଇ ଜାଣି ନଥିବା ପୁଅଙ୍କୁ ଝିଅମାନେ ବାହା ହୁଅନ୍ତୁ ନାହିଁ’’ – କମିସନରେଟ୍‌ ପୋଲିସର ପ୍ରତିଷ୍ଠା ଦିବସରେ ଏଭଳି ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ...

ରବିବାରଠାରୁ ଶୁଖିଲା ରହିବ ପାଗ, ସୋମବାରଠାରୁ ଶୀତ ବଢ଼ିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=l3ZgIDfXg5c ସୋମବାରଠାରୁ ଓଡ଼ିଶାରେ ଶୀତ ବଢ଼ିବ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଆସୁଛି ଥଣ୍ଡା ପବନ ରବିବାର ଅପରାହ୍‌ଣରୁ ପାଗ ଶୁଖିଲା ରହିବ ...

ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ। ପାକିସ୍ତାନରୁ ଆସିଥିବା ପଚାଶରୁ ଅଧିକ ହିନ୍ଦୁ ପର୍ଯ୍ୟଟକ ଶୁକ୍ରବାର ରାତିରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରେ ଦର୍ଶନ କରିଛନ୍ତି। ନୂଆବର୍ଷ ଅବସରରେ ବିଭିନ୍ନ...

ପୋଲିସ ଉପରେ ଦୁଷ୍କର୍ମ ଅଭିଯୋଗ – ନିଲମ୍ବନ ହେଲେ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଲମ୍ବନ ହେଲେ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶ। ଶନିବାର ଏନେଇ ପୁରୀ ଜିଲ୍ଲା ଅତିରିକ୍ତ ଏସପି ଅରୁଣ କୁମାର ଜେନା ସୂଚନା ଦେଇଛନ୍ତି । ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ...