ଜାନୁଆରି ୫ ତାରିଖରୁ ୨୦ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୫ରୁ ସର୍ବସାଧାରଣଙ୍କ ପାଇଁ ଖୋଲୋ ରହିବ ରାଜଭବନ ଉଦ୍ୟାନ। କ୍ୟୁଆର୍‌ କୋର୍ଡ ଜରିଆରେ ମିଳିବ ଏଣ୍ଟ୍ରୀ। ଆସନ୍ତା ଜାନୁଆରି ୬ ତାରିଖରୁ ୨୦ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ଓଡ଼ିଶା...

ସାଙ୍ଗଠନିକ ନିର୍ବାଚନ ପାଇଁ ସବୁ ଦଳ ବ୍ୟସ୍ତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟରେ ଏବେ ସାଙ୍ଗଠନିକ ନିର୍ବାଚନର ଋତୁ ଚାଲିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପାଇଁ ନିର୍ବାଚନ ହେବାର ଥିଲା। କିନ୍ତୁ ହାଇକୋର୍ଟରେ ରହିଥିବା ଦୁଇଟି ମାମଲା ପାଇଁ...

ପଶ୍ଚିମ ନା ଉପକୂଳ? ବିଜେପି ସଭାପତି ପଦକୁ ନେଇ ଛିଣ୍ଡୁନି ଭାଗବଣ୍ଟା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ସରିଗଲା। ଚୟନ ହୋଇ ପାରିଲାନି ରାଜ୍ୟ ବିଜେପି ସଭାପତି। ୨୦୧୯ ଶେଷ ସୁଦ୍ଧା ରାଜ୍ୟ ବିଜେପି ତାର ନୂଆ ମଙ୍ଗୁଆଳ ପାଇବ ବୋଲି ବିଜେପି ଶିବିରରୁ ଖବର ଆସିଥିଲା। ଏନେଇ...

ଆଜି ଭୁବନେଶ୍ୱର, ନିମାପଡ଼ାରେ ବନ୍ଦ ରହିବ ବିଦ୍ୟୁତ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଓ ନିମାପଡ଼ାର କିଛି ଅଞ୍ଚଳରେ ଆଜି ବିଦ୍ୟୁତ୍ ସେବା ବନ୍ଦ ରହିବ। ବିଦ୍ୟୁତ୍ ମରାମତି କାମ ପାଇଁ ଏହି ସ୍ଥାନମାନଙ୍କରେ ପାୱାର କଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା...

ଦେଖନ୍ତୁ କମିସନରେଟ୍‌ ପୋଲିସ ପ୍ରତିଷ୍ଠା ଦିବସ ପରେଡ୍‌ର ସିଧାପ୍ରସାରଣ ଫେସ୍‌ବୁକ୍‌ ଓ ଟୁଇଟର୍‌ରେ, ଆଜି ସକାଳ ୯ଟା୧୫ରୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କମିସନରେଟ୍‌ ପୋଲିସର ଅଫିସିଆଲ ଫେସ୍‌ବୁକ୍‌ ପେଜ୍‌ ଏବଂ ଟୁଇଟର୍‌ ହ୍ୟାଣ୍ଡେଲରରେ ଦେଖନ୍ତୁ ସିଧାପ୍ରସାରଣ। ଭୁବନେଶ୍ୱର-କଟକ କମିସନରେଟ୍‌ ପୋଲିସ ଆଜି ପାଳନ କରୁଛି ୧୨ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଭୁବନେଶ୍ୱର ସପ୍ତମ ବାଟାଲିୟନ...

ଆସନ୍ତାକାଲି ଭୁବନେଶ୍ୱର, ନିମାପଡ଼ାରେ ବନ୍ଦ ରହିବ ବିଦ୍ୟୁତ୍ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୨ ତାରିଖରେ ଭୁବନେଶ୍ୱର ଓ ନିମାପଡ଼ାରେ ବନ୍ଦ ରହିବ ବିଦ୍ୟୁତ୍ ସେବା। ମରାମତି କାମ ପାଇଁ ଏହି ଦୁଇଟି ସ୍ଥାନରେ ପାୱାର କଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା...

ଜାନୁଆରି ୨ରେ କମିସନରେଟ ପୋଲିସର ପ୍ରତିଷ୍ଠା ଦିବସ, ସୋସିଆଲ ମିଡିଆରେ ପରେଡ୍‌ର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ କମିସନରେଟ୍ ପୋଲିସ୍ ଫେସବୁକ୍ ଓ ଟୁଇଟର ପେଜରେ ସିଧାପ୍ରସାରଣ ସକାଳ ୯ଟା ୧୫ ମିନିଟରୁ ସିଧାପ୍ରସାରଣ ପୋଲିସ-ପବ୍ଲିକ ସଂପର୍କକୁ ମଜବୁତ୍ କରିବାକୁ ପ୍ରୟାସ ଭୁବନେଶ୍ୱର-କଟକକୁ ନେଇ ଗଠିତ ସହରାଞ୍ଚଳ ପୋଲିସ ବ୍ୟବସ୍ଥା...

ପୋଲିସ ଉପରେ ଜନସାଧାରଣଙ୍କ ଆସ୍ଥା ବଢ଼ିଛି – ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=skB3ZFDLWfw ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍‌ର ୧୨ତମ ପ୍ରତିଷ୍ଠା ଦିବସ ପୂର୍ବରୁ ଓଡ଼ିଶାଲାଇଭ୍‌କୁ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ୱତନ୍ତ୍ର ସାକ୍ଷତକାର। ‘‘ଆଗ ଅପେକ୍ଷା ଏବେ ପୋଲିସ ଉପରେ ଜନସାଧାରଣଙ୍କ ଆସ୍ଥା ବଢ଼ିଛି। ଯଦିଓ...

ଏଥର ନୂଆବର୍ଷ ପାଳିବେନି ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ନୂଆବର୍ଷକୁ ପାଳନ କରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକ କାରଣରୁ ନବୀନ ଏଥର ନୂଆବର୍ଷକୁ ପାଳନ କରିବାକୁ ମନା କରିଦେଇଛନ୍ତି। ଏହାସହ ନବୀନ ତାଙ୍କର ଶୁଭେଚ୍ଛୁମାନଙ୍କୁ କହିଛନ୍ତି...

ନୂଆବର୍ଷରେ ପୁରୀ ଯାଉଛନ୍ତି କି? ଜାଣନ୍ତୁ, କେଉଁଠି କରିବେ ଗାଡ଼ି ପାର୍କିଂ?

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରେ ଆପଣ ନିଜର ବାଇକ୍ ଓ କାର୍ ଧରି ପୁରୀ ଯାଉଛନ୍ତି କି? ତେବେ କେଉଁ ସ୍ଥାନରେ ଗାଡ଼ି ପାର୍କିଂ କରିବେ ସେ ନେଇ ସଚେତନ ହୋଇଯାଆନ୍ତୁ। କାରଣ ପୁରୀ ଜିଲ୍ଲା...