ଡିସେମ୍ବର ୧୪ରୁ ଆରମ୍ଭ ହେବ ‘କୋଣାର୍କ ଇକୋ ରିଟ୍ରିଟ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ, କୋଣାର୍କ ଓ ଚନ୍ଦ୍ରଭାଗାକୁ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ, ସେଥିପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ‘କୋଣାର୍କ ଇକୋ ରିଟ୍ରିଟ୍’। ଏହି ରିଟ୍ରିଟ୍...
ପିଭିଆର ମୂର୍ତ୍ତି ସ୍ମାରକୀ ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଓଡିଶାଲାଇଭ୍ ବ୍ୟୁରୋ
ଉଦଘାଟିତ ହେଲା ଚତୁର୍ଦ୍ଦଶ ପିଭିଆର ମୂର୍ତ୍ତି ସ୍ମାରକୀ ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। କଟକ ଭୂବନାନନ୍ଦ ଇଂଜିନିୟରିଂ ସ୍କୁଲ ପଡ଼ିଆରେ ବୁଧବାରଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ୟୁନିୟନ ସ୍ପୋର୍ଟିଂ କ୍ରିକେଟ...
କୋଣାର୍କ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ-୨୦୧୯, ଯୋଗଦେବେ ୧୦ ବିଦେଶୀ ବାଲୁକାଶିଳ୍ପୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=tJPRRM3ak7g]
ଡିସେମ୍ବର ୧ରୁ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ
ସାମିଲ ହେବେ ୪୦ ବାଲୁକାଶିଳ୍ପୀ
ଡିସେମ୍ବର ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର କୋଳରେ ଆୟୋଜିତ ହେବ କୋଣାର୍କ...
ସାଇବର ଅପରାଧ ମୁକାବିଲା ପାଇଁ କ୍ରାଇମବ୍ରାଞ୍ଚର ପ୍ରସ୍ତୁତି – କନଷ୍ଟେବଲ ନେବେ ସାଇବର୍ ଟ୍ରେନିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ସାଇବର ଅପରାଧ ମାମଲାର ତଦନ୍ତ କରିବା ସମୟରେ ଅପରାଧୀଙ୍କ କମ୍ପ୍ୟୁଟର, ଟାବ୍ଲେଟ୍, ମୋବାଇଲ୍ରୁ ଉଡ଼ାଇ ଦିଆଯାଇଥିବା ଡାଟା ସଂଗ୍ରହ କରିବା, ବିଭିନ୍ନ ବୈଷୟିକ ତଥ୍ୟ ଉନ୍ମୋଚନ କରିବା ଲାଗି ହାଇଦ୍ରାବାଦ୍,...
ଆମ ଲୋକକଳା ଆମ ସଂସ୍କୃତି – ଘୁଡୁକି ନୃତ୍ୟ ଓ ସମ୍ବଲପୁରୀ ଲୋକନୃତ୍ୟରେ ଝୁମିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ମଙ୍ଗଳବାର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗିର କଳାକାରମାନେ ପ୍ରସିଦ୍ଧ ‘ଘୁଡ଼ୁକି’...
ସାରା ବିଶ୍ୱରେ ଭାରତୀୟ ସମ୍ବିଧାନର ସ୍ୱତନ୍ତ୍ର ପରିଚୟ ରହିଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ୭୦ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେପି ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।...
ଦୁର୍ଘଟଣାରେ ପୁଅକୁ ହରାଇବା ପରେ ମା’ ଖୋଲିଲେ ‘ଗିରିଜା ମେମୋରିଆଲ ରୋଡ୍ ସେଫ୍ଟି ଫାଉଣ୍ଡେସନ୍ ଟ୍ରଷ୍ଟ’
ଓଡ଼ିଶାଲାଇଭ୍ ବ୍ୟୁରୋ
ସଡ଼କ ଦୁର୍ଘଟଣାରେ ପୁଅ ଗିରିଜାକୁ ହରାଇବା ପରେ ମା’ ଅମୀୟବାଳା ପରିଡ଼ା ଖୋଲିଛନ୍ତି ‘ଗିରିଜା ମେମୋରିଆଲ ରୋଡ୍ ସେଫ୍ଟି ଫାଉଣ୍ଡେସନ୍ ଟ୍ରଷ୍ଟ’। ଏହି ଟ୍ରଷ୍ଟ ଲୋକଙ୍କୁ ରାସ୍ତା ଦୁର୍ଘଟଣା କ୍ଷେତ୍ରରେ ସଚେତନ...
ଦିବ୍ୟାଙ୍ଗ ପିଲାଙ୍କ ପାଇଁ ପ୍ରତିଭା ପ୍ରତିଯୋଗିତା ଆୟୋଜନ କଲା ୟୁସିସିଆଇ ଲେଡିଜ୍ ଫୋରମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ର ଲେଡିଜ୍ ଫୋରମ୍ ପକ୍ଷରୁ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ସ୍କୁଲସ୍ତରୀୟ ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ନଭେମ୍ବର ୨୩ ତାରିଖ...
ବାରବାଟୀରେ ଦିନିକିଆ ପାଇଁ ସାଢ଼େ ୬ କୋଟିର ବଜେଟ୍ ଧାର୍ଯ୍ୟ କଲା ଓସିଏ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରବାଟୀ ଷ୍ଟାଡିୟମରେ ଡିସେମ୍ଵର ୨୨ରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳିବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ୬ କୋଟି ଟଙ୍କାର ବଜେଟ୍ ଅଟକଳ ହୋଇଛି। ଏଥିରୁ ୧୪ ଲକ୍ଷ ଟଙ୍କାର...
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜେଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁସନ୍ ଡିଭିଜନ୍ ୨ ଅଧିନସ୍ଥ ଗୋଡ଼ିସାହି ଇଲେକ୍ଟ୍ରିକାଲ ସେକ୍ସନ୍ର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତଙ୍କୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଗିରଫ କରିଛି। ମଙ୍ଗଳାବାଗ ମହ୍ଲାସାହିର ବିଜୟ...





















