ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ପ୍ରେସ୍ ଦିବସ’ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ “ସମାଜରେ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମ ଦିନକୁ ଦିନ ନିଜ ଭିତରେ ଅନେକ ପରିବର୍ତ୍ତନ ଆଣିବା ସହ ସମାଜରେ ମଧ୍ୟ ପରିବର୍ତ୍ତନ ଆଣିପାରିଛି”, ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ପ୍ରେସ୍‌...

ଏଣିକି ଅନଲାଇନରେ ମିଳିବ କଲେଜ୍ ସାର୍ଟିଫିକେଟ୍, ପରୀକ୍ଷାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ  

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଘରେ ବସି ପାଇପାରିବେ ମାର୍କସିଟ୍ ଓ ସାର୍ଟିଫିକେଟ୍। ପ୍ରୋଭିଜିନାଲ ସାର୍ଟିଫିକେଟଠାରୁ ଆରମ୍ଭ କରି ମାଇଗ୍ରେସନ୍,  ସିଏଲସି ପାଇଁ ଆଉ ବାରମ୍ବାର କଲେଜ ଦୌଡ଼ିବାକୁ ପଡ଼ିବ ନାହିଁ। ଏଣିକି ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ...

ସାଇକେଲରେ ଶ୍ରୀଲଙ୍କା ଭ୍ରମଣ: ଶାନ୍ତିର ବାର୍ତ୍ତା ଦେଲେ ଓଡ଼ିଶାର ଦୁଃସାହସିକ ସାଇକେଲ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୮ ଦିନ, ୮ଟି ସ୍ଥାନ, ୮୦୦ କିଲୋମିଟର, ୮ଟି ସାଇକେଲ୍‌ ଓ ୮ ଜଣ ସାଇକ୍ଲିଷ୍ଟ ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ ଶ୍ରୀଲଙ୍କା ଯାତ୍ରା କରି ଦୁଃସାହସିକତାର ପରିଚୟ ଦେଇଛନ୍ତି...

ବାଲିଯାତ୍ରାରେ ‘ବିଟେକ୍ ବିରିୟାନି’ ଷ୍ଟଲ୍‌ରେ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା ପ୍ରୟାସ - ‘ବିଟେକ୍‌ ବିରିୟାନି’ ଷ୍ଟଲ। ଖାଇବାକୁ ଯେତିକି ଭିଡ଼, ଦେଖିବାକୁ ସେତିକି ଭିଡ଼। କଟକ ବାଲିଯାତ୍ରାରେ ‘ବିଟେକ୍‌ ବିରିୟାନି’ ଲୋକଙ୍କ ପସନ୍ଦ ପାଲଟିଛି। ଏ ସମ୍ପର୍କରେ ପ୍ରୋପାଇଟରଙ୍କୁ...

ତିରୁପତି ପାଣିଗ୍ରାହୀଙ୍କ ଅଡୁଆ ବଢ଼ିଲା – ନିମ୍ନ ଅଦାଲତଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ହାଇଟେକ୍ ଗ୍ରୁପ୍‌ ଅଫ କମ୍ପାନିର ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କ ଅଡୁଆ ବଢିଲା। ତାଙ୍କ ବିରୋଧରେ ଚିଟଫଣ୍ଡ ଠକେଇ ନେଇ ଯେଉଁସବୁ ମାମଲା ରହିଛି ତାହାର ବିଚାର ଚାଲିବ। ଏନେଇ...

ସିଫାରେ ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ କଂଗ୍ରେସ – ‘‘କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ଜଳଜୀବ କୃଷିର...

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ଗବେଷଣା କେନ୍ଦ୍ରଠାରେ ତିନିଦିନିଆ ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ ଅଧିବେଶନ କଂଗ୍ରେସ ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ...
Lokaseva Bhawan

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ। ଆଜି ମଧ୍ୟାହ୍ଣ ୧୨ଟା ୧୫ମିନିଟ୍‌ରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକରେ ମନ୍ତ୍ରୀମାନଙ୍କୁ...

ଆରମ୍ଭ ହେଲା ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ। ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଥିବା ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମେଜର ଜେନେରାଲ ବସନ୍ତ...

ଫଟୋରେ ଫଟୋରେ କଟକ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଜମୁଛି କଟକ ବାଲିଯାତ୍ରା। ଐତିହାସିକ କିଲା ପଡ଼ିଆ ସମେତ ମହାନଦୀ ପଠାରେ ଗତ ଦୁଇ ଦିନ ହେଲା ଜମୁଛି ବାଲିଯାତ୍ରା ମହୋତ୍ସବ। ବାଲିଯାତ୍ରା ବୁଲିବା ପାଇଁ ବିଭିନ୍ନ ସ୍ଥାନରୁ କଟକକୁ ଲୋକଙ୍କ...

ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ – ‘‘ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଗତ ଦୁଇ ଦିନ ହେଲା ବିଧାନସଭା ଉଠୁଥିଲା ପଡୁଥିଲା। ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଏଥିପାଇଁ ଗୃହ ଅଚଳ ହୋଇଥିଲା।...