ଏ ବର୍ଷ ବାଲିଯାତ୍ରା ୯ ଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଐତିହାସିକ ବାଲିଯାତ୍ରାରେ ଦିନକୁ ଦିନ ଲୋକଙ୍କ ଭିଡ଼ ଜମୁଛି। ନଭେମ୍ବର ୧୨ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରାର ମଜା ନେଉଛନ୍ତି ଲୋକେ।
ଚଳିତ ବର୍ଷ ଏହି ଯାତ୍ରାକୁ ଆଉ ଗୋଟିଏ ଦିନ...
କଟକ ଧାନ ଗବେଷଣା ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ: ନଭେମ୍ବର ୨୮ରେ ୱାକ-ଇନ୍-ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ। ଅନୁଷ୍ଠାନର ଗୋଟିଏ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଓ ଗୋଟିଏ ଫିଲ୍ଡ୍ ଅପରେଟର ପଦବୀ ପାଇଁ ନଭେମ୍ବର ୨୮ତାରିଖ ସକାଳ ୧୦.୩୦ରେ ୱାକ-ଇନ୍-ଇଣ୍ଟରଭ୍ୟୁ ଅନୁଷ୍ଠିତ...
ଜେଲ୍ ଗଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଥରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଓରଫ ସନ୍ଦୀପ ଆଚାର୍ଯ୍ୟ। କଟକ ମାଲଗୋଦାମ ପୋଲିସ ବୁଧବାର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା।
୨୦୧୪ରେ ଜୁଡୋ କୋଚ୍ ବିରଞ୍ଚି ଦାସ ହତ୍ୟା...
ବାଲିଯାତ୍ରା ଦ୍ୱିତୀୟ ଦିନରେ ବଢ଼ିଲା ଭିଡ଼, ଫାଷ୍ଟଫୁଡ୍ ଷ୍ଟଲ୍ ଜାମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ବାଲିଯାତ୍ରାର ଦ୍ୱିତୀୟ ଦିନରେ ଭିଡ଼ ବଢ଼ିଛି। ଦେଢ଼ ଲକ୍ଷ ଟପିଛନ୍ତି ଦର୍ଶକ। ସନ୍ଧ୍ୟାରୁ ତଳ ପଡ଼ିଆରେ ଗହଳି ବଢ଼ିଥିଲା। ଠିକ୍ ୭ଟା ବେଳକୁ ଖଚାଖଚ୍ ଭିଡ଼ ସାଙ୍ଗକୁ କୋଳାହଳମୟ ହୋଇଥିଲା...
ପୁରୀରେ ଆଉ ୫ଟି ବ୍ୟାଟେରୀ ଚାଳିତ ଗାଡ଼ି ଶୁଭାରମ୍ଭ କଲା ନାଲକୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍(ନାଲ୍କୋ) ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀରେ ଆଉ ୫ଟି ବ୍ୟାଟେରୀ ଚାଲିତ ଅଟୋ ଏବଂ ଏକ ପିସିଆର ଭ୍ୟାନର ଶୁଭାରମ୍ଭ କରିଛି। ବୁଧବାର କେନ୍ଦ୍ର ଖଣି ବିଭାଗର ଅତିରିକ୍ତ...
ସିଆଇଆଇ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା–୨୦୧୯’ ଉଦ୍ଘାଟିତ : ‘‘ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯାଉଛି’’
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଏଣ୍ଟରପ୍ରାଇଜ୍ ଓଡ଼ିଶା – ୨୦୧୯’କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
‘‘ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ବିଶେଷକରି ଶିଳ୍ପ କ୍ଷେତ୍ରକୁ ଆମ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ଶିଳ୍ପ...
ସରିଲା କାର୍ତ୍ତିକ, ଶ୍ରୀକ୍ଷେତ୍ରରୁ ଫେରିଲେ ହାବିଷ୍ୟାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ସରିଲା ପବିତ୍ର ଓ ପୂଣ୍ୟ ମାସ କାର୍ତ୍ତିକ। ଶ୍ରୀକ୍ଷେତ୍ରରେ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିଥିବା ହବିଷ୍ୟାଳିଙ୍କ ଘର ବାହୁଡା ହୋଇଛି। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ବିଭିନ୍ନ...
ପୁରୀରେ ସଡ଼କ ଦୁର୍ଘଟଣା – ବାଇକ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୩ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସାତପଡ଼ା ଭୁବନେଶ୍ୱର ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ସହିତ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ହୋଇଥିବା ସୂଚନା...
ନକଲି ସାର୍ଟିଫିକେଟ ଦେଇ ୩ବର୍ଷ ହେଲା ଡାକ୍ତର ସାଜିଥିଲେ, ଆଜି ଧରାପଡ଼ିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ନକଲି ସାର୍ଟିଫିକେଟ ଦେଇ ୩ ବର୍ଷ ହେଲା ଡାକ୍ତର ସାଜିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ରାଉରକେଲା ପୋଲିସ୍। ବ୍ୟକ୍ତି ଜଣକ ନକଲି ସାର୍ଟିଫିକେଟ ଦେଇ ରାଉରକେଲା ନୁଆଗାଁର ଏକ ହସ୍ପିଟାଲରେ ଚାକିରି...
ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା – ‘‘ଜାତୀୟ ମାନ୍ୟତା ପାଇଁ ଆରମ୍ଭ ହେବ ଉଦ୍ୟମ’’
ଓଡ଼ିଶାଲାଇଭ୍ ବ୍ୟୁରୋ
୫୦ ଏକର ଜମିରେ ଜମୁଛି ମେଳା
୯୩୧ ବେସରକାରୀ, ୪୧୦ ଓରମାସ୍ ଷ୍ଟଲ୍
ପ୍ରଥମ ଥର ପାଇଁ ପଥ ଉତ୍ସବ’ ଓ ‘ବୋଟିଂ’
ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୪ଟି ମଞ୍ଚ
...





















