ଥମୁନି ଆଇନଜୀବୀ ଆନ୍ଦୋଳନ – ସୁପ୍ରିମକୋର୍ଟଙ୍କୁ ଭୁଲ୍ ତଥ୍ୟ ଦିଆଯାଇଥିବା କହିଲା ହାଇକୋର୍ଟ ବାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟରେ ଅଚଳାବସ୍ଥା ଉପୁଜିଥିବା ଜାଣି ଗତକାଲି ସୁପ୍ରିମକୋର୍ଟ ଭୀଷଣ କ୍ଷୁବ୍ଧ ହେବା ସହ କୋର୍ଟ କାର୍ଯ୍ୟ ସୁରୁଖୁରୁରେ କିପରି ଚାଲିବ ସେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ...
କେନ୍ଦୁପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ-ଚାନ୍ଦବାଲି ରାସ୍ତାରେ ଏକ ମର୍ମୁନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ବାଇକଟି ଟ୍ରକ୍ ପଛ ପଟରେ ପିଟି ହେବା ଫଳରେ ଘଟଣାସ୍ଥଳରେ...
ରାଉରକେଲାରେ ହାତୀ ପଲଙ୍କ ଉପଦ୍ରବ, ଆତଙ୍କିତ ଅବସ୍ଥାରେ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହରରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଜଲଦା ହାତୀବନ୍ଧ ଅଞ୍ଚଳରେ ୧୮ଟି ହାତୀ ପଶି ଆସିଥିବାର ସୂଚନା ମିଳିଛି।
ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସହର ଭିତରକୁ ପଶିବାର...
ଭୁବନେଶ୍ୱର: ଆଇଆଇଟି ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ଚିରାଗ ଜୈନ। କଲେଜ ହଷ୍ଟେଲ ଛାତ ଉପରୁ ପଡ଼ି ତାଙ୍କର...
ନଭେମ୍ବର ୧ ଯାଏଁ ହାଇକୋର୍ଟ ବାର୍ କାର୍ଯ୍ୟବନ୍ଦ ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ହାଇକୋର୍ଟରେ ଚାଲିଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୪ ତାରିଖକୁ ଘୁଞ୍ଚିଛି। ଏହି ମାମଲାର ଶୁଣାଣି ହାଇକୋର୍ଟର ଫୁଲ୍ ବେଞ୍ଚରେ ହୋଇଥିଲା। ନୋଟିସ୍...
ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
୨୫ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ
ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଚାଲିବ ଏହି ପ୍ରଶିକ୍ଷଣ
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ...
ବଦଳିବ ପୁରୀ ଜିଲ୍ଲାପାଳ ଅଫିସ୍ର ନାଁ, ପୁରୀ ସହରର ବିକାଶ ପାଇଁ ୩୨୦୮ କୋଟି ମଞ୍ଜୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସହରର ବିକାଶ ପାଇଁ ଅବଢ଼ା ଯୋଜନାରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍।
ବଦଳିବ ପୁରୀ ଜିଲ୍ଲାପାଳ ଅଫିସ୍ର ନାଁ। ଏହାକୁ ପୁରୀ ଲୋକସେବା ଭବନ ନାଁରେ ନାମିତ କରାଯିବ। ୧୦ ଏକର...
ତନିସ୍କର ଦୀପାବଳି ଅଫର୍ – ସୁନା, ହୀରା ଗହଣା ଗଢ଼ା ମୂଲ୍ୟରେ ୨୫% ରିହାତି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=ZZd-2vzQafI]
ସୁନା ଗହଣା ଗଢ଼ା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି
ହୀରା ଗହଣା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି
ଆସୁଛି ଧନତେରସ୍ ଓ ଦୀପାବଳି। ସମସ୍ତଙ୍କ ମୁହଁରେ ହସ ଓ ଉଲ୍ଲାସ।...
ଜଳିଗଲା କପଡ଼ା ଗୋଦାମ – ୭ ଲକ୍ଷ ଟଙ୍କାର କପଡ଼ା ଭସ୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ମଙ୍ଗଳଭବନ ନିକଟରେ ଥିବା ଏକ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ଗୋଦାମରେ ଥିବା ପ୍ରାୟ ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ଜଳି ପାଉଁଶ ହୋଇଯାଇଛି।
ଖବର ପାଇ...
ଜଗତ୍ସିଂହପୁରର ସୈକ୍, ବ୍ରହ୍ମପୁରର ଚିନ୍ମୟୀ – କେମିତି ପାଲଟିଲେ ଯକ୍ଷ୍ମା ସଚେତନତା ଆମ୍ବାସଡର?
ଅନୁଜ ଦାସ
ନିଜେ ଜିତିଲେ, ଏବେ ବୁଲି ବୁଲି ପ୍ରଚାର କରୁଛନ୍ତି ‘ଟିବି ହାରିବ, ଦେଶ ଜିତିବ’।
ସମୟ ବଦଳିଛି। ହେଲେ ଏବେ ବି ଯକ୍ଷ୍ମାକୁ ନେଇ ଲୋକଙ୍କ ମନରେ ଭୟ ରହିଛି। କେଉଁଠି ରୋଗୀ...





















