ଫଟୋରେ ଫଟୋରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରିଆଡ଼େ ଦୁର୍ଗାପୂଜାର ଧୁମ୍‌। ଆଜି ମା’ଙ୍କ ମହାନବମୀ ପୂଜା। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀରେ ଆକର୍ଷଣୀୟ ତୋରଣକୁ ମା’ଙ୍କ ସୁନ୍ଦର ମୃଣ୍ମୟୀ ମୁର୍ତ୍ତି ଲୋକଙ୍କ ମନ ମୋହୁଛି। ଦେବୀଙ୍କ...

ମହାମାୟୀଙ୍କ ମହାସପ୍ତମୀ – ଫଟୋରେ ଫଟୋରେ କଟକ ଦୁର୍ଗାପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ଆଜି ପୂଜା ମଣ୍ଡପରେ ମା’ଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ମହାସପ୍ତମୀରେ ମା’ଙ୍କୁ ଦର୍ଶନ କରିବାକୁ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା...

ଜମିଲାଣି ଦଶହରା ମାହୋଲ – ଶ୍ରୀକାକୁଲମ୍, ବ୍ରହ୍ମପୁର ବ୍ୟାଣ୍ଡର ଡିମାଣ୍ଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : କଟକ ଦଶହରା ନିଆରା। ସେହିପରି ଭସାଣ ଉତ୍ସବ ବି ଏଠି ବେଶ୍ ସ୍ୱତନ୍ତ୍ର। ଧାଡିକୁ ଧାଡି ମେଢ ସାଙ୍ଗକୁ ଲାଇଟ୍, ବାଜାର ପଟୁଆର। ତେବେ ଭସାଣ ଉତ୍ସବର ଏହି...

ଦାଣ୍ଡିଆ ନାଚରେ ମତୁଆଲା ରାଜଧାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=ZCjdPpej4nk] ଧରାପୃଷ୍ଠରେ ଅବତରଣ କଲେ ଜଗତଗନନୀ ମା’ ଦୁର୍ଗାପୂଜା। ଏହି ପାରମ୍ପରିକ ମାହୋଲ୍‌ରେ ସମସ୍ତଙ୍କଠାରେ ଦେଖିବାକୁ ମିଳିଛି ଦାଣ୍ଡିଆ ନାଚର ମଉଜ। କିଏ ଗୁଜୁରାଟି ଢାଞ୍ଚାରେ ବେଶ ପୋଷାକ ହେଉଛି ତ...

ଅକ୍ଟୋବର ୯ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ହବିଷ ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୯ରୁ ନଭେମ୍ବର ୧୧ ତାରିଖ ଯାଏଁ ପୁରୀ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକମାସ ପୂଜା ଆଉ ହବିଷ ନୀତି ଚାଲିବ। ପଞ୍ଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ...

ଅକ୍ଟୋବର ୫ରୁ ୯ – ଦିନ ୨ଟା ପରେ ଗଡ଼ିବନି ‘ମୋ ବସ୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ ପାର୍ବଣରେ ଉତ୍ସବମୁଖର ହୋଇଛି ଟୁଇନ୍‌ ସିଟି। ମା’ ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ଉଭୟ ମଣ୍ଡପ ଓ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହେଲାଣି। ପାର୍ବଣ ସମୟରେ ଭିଡ଼ ଅଧିକ ପରିଲକ୍ଷିତ...

ଦଶହରା ବୁଲିବାକୁ କଟକ ଯାଉଛନ୍ତି କି? ଜାଣନ୍ତୁ କେଉଁପଟେ ଗାଡ଼ି ଯିବ ଓ କେଉଁପଟେ ଯିବନି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଧରାପୃଷ୍ଠକୁ ଆସିଛନ୍ତି ଜମତ୍‌ଜନନୀ ମା’ ଦୁର୍ଗା। ମା’ଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଯାଇଛି। ବିଶେଷକରି କଟକ ଦଶହରା ଦେଖିବାକୁ ବିଭିନ୍ନ ଆଡୁ ଲୋକ ଆସୁଥିବାରୁ ଟ୍ରାଫିକ କଟକଣା ଜାଣି କରିଛି କମିସନରେଟ୍‌...

କଟକ ଦଶହରା ବୁଲନ୍ତୁ, ଦୋଳି-ମୀନାବଜାରର ମଜା ନିଅନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାନ୍ଦିନୀଚୌକ, ଖାନନଗର, ରାଣୀହାଟରେ ମୀନାବଜାର। କଟକ: ସୁନା, ଚାନ୍ଦିର ଚମକ ସାଙ୍ଗକୁ ଆକର୍ଷଣୀୟ ତୋରଣ ଓ ଲାଇଟ୍‌ ଗେଟ୍‌ କଟକ ଦଶହରାରେ ଅଧିକ ଚମକ ଆଣିଥାଏ। ତୋରଣ, ରଙ୍ଗ ବେରଙ୍ଗର ଆଲୋକମାଳାରେ କଟକ...

ଫଟୋରେ ଫଟୋରେ ଭୁବନେଶ୍ୱର ବିଭିନ୍ନ ପୂଜା ମଣ୍ଡପର ଆକର୍ଷଣୀୟ ତୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରିଆଡ଼େ ଦୁର୍ଗାପୂଜାର ମାହୋଲ। ଆଜିଠୁ ପୂଜା ମଣ୍ଡପରେ ମା’ ଦଶଭୂଜାଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆକର୍ଷଣୀୟ ତୋରଣ ଏବଂ ଲାଇଟ୍‌...

ଦାମ କହିଲେ – ‘‘ଗୋଡ଼ ହାତ ଚଳିବା ଯାଏଁ ରାଜନୀତି କରିବି’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=2SwYOqLJMic ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ହେଲେ ରାଜନୀତିରେ ରହିବେ। ‘‘ମୁଁ ରାଜନୀତିରେ ରହିବି। ଲୋକଙ୍କ ସହ ରହିବି। ହେଲେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବି ନାହିଁ।...