ଚିକିତ୍ସା ଅବହେଳାରୁ ଶିଶୁ ମୃତ – ଅଢ଼େଇ ଲକ୍ଷ ଟଙ୍କା ତଣ୍ଡ ଗଣିବେ କିମ୍‌ସ୍‌ କର୍ତ୍ତୃପକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିମ୍‌ସ୍‌ କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ମାନବାଧିକାର କମିସନଙ୍କ ଛାଟ। ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କମିସନ। କିମ୍‌ସ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଶିଶୁ ମୃତ୍ୟୁ ଘଟଣାରେ ଦୋଷୀ...

ପୁରୀ ଶ୍ରୀନଅର ପକ୍ଷରୁ ସ୍ପଷ୍ଟୀକରଣ – ସୋସିଆଲ ମିଡିଆରେ ବୁଲୁଥିବା ଫଟୋ ସତ ନୁହେଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେଲା ଏକ ଫଟୋ ଘୂରି ବୁଲୁଥିଲା। ଏହି ଫଟୋରେ ରାଜା ପୋଷାକ ଗେଟ୍ଅପ୍‌ରେ ଥିବା ଜଣେ ଯୁବକଙ୍କୁ ପୁରୀ ଗଜପତି ମହାରାଜାଙ୍କ ଉତ୍ତରାଧିକାରୀ ଭାବେ...

ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର, ଖର୍ଚ୍ଚ ହେବ ୧୬୦ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆରୂପରେ ସଜେଇ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ରାଜ୍ୟର ସବୁଠାରୁ ବଡ଼ ବସଷ୍ଟାଣ୍ଡର ନବୀକରଣ କରି ଏହାକୁ ଆନ୍ତରାଜ୍ୟ ବସ୍ ଟର୍ମିନାଲରେ ପରିଣତ କରିବାକୁ କାମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଗୁରୁବାର ରାଜ୍ୟ...

ଆସିଲା ରିପୋର୍ଟ – ହରପିସ୍ ହିଁ ନେଇଛି ନନ୍ଦନକାନନରେ ହାତୀଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ନନ୍ଦନକାନନରେ ହାତୀ ମୃତ୍ୟୁ ଘଟଣାର ଆସିଲା ରିପୋର୍ଟ। ହର୍‌ପିସ୍‌ ଭୂତାଣୁ ସଂକ୍ରମଣ ଯୋଗୁଁ ହିଁ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏନେଇ ଭେଟେନାରୀ ପାଥୋଲୋଜି ବିଭାଗୀୟ ସୂଚନା...

୬୭ତମ ପୋଲିସ୍ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଘାଟିତ, ସାମିଲ ହେଲେ ୨୧୨ ପ୍ରତିଯୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ବକ୍ସିବଜାରସ୍ଥିତ ପୋଲିସ୍ ମୁଖ୍ୟାଳୟ ପରିସରରେ ଥିବା ରାମକୃଷ୍ଣ ପାଢ଼ୀ ସ୍ମୃତି କକ୍ଷରେ ଆୟୋଜିତ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ପୋଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହାର ଉଦ୍‌ଘାଟନ କରିଛନ୍ତି। ଏହି...

୧୧ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୧୧ଟି ଜିଲ୍ଲାରେ ଗୁରୁବାର ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାଲେଶ୍ଵର, ଯାଜପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର,...

ଜୀବଜନ୍ତୁଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ପାଲା, ନନ୍ଦନକାନନରେ ପଡ଼ିଲା ତାଲା

ଓଡ଼ିଶାଲାଇଭ୍ ବ୍ୟୁରୋ ନନ୍ଦନକାନନରେ ପଡ଼ିଲା ତାଲା। ହର୍ପିସ୍‌ ଭୂତାଣୁ ସଂକ୍ରମଣରେ ୪ଟି ହାତୀମୃତ୍ୟୁ ପରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ନନ୍ଦନକାନନ ଗେଟ୍‌ ଆଗରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ଵରେ କଂଗ୍ରେସ...

ବିଜେପୁର ପାଇଁ ଚାଲିଛି କସରତ୍ – ତିନି ଦଳରେ ଛିଡୁନି ଟିକେଟ ଗଣିତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିଲେ ମଧ୍ୟ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେନେଇ ଗଣିତ ଛିଡୁନି। ସବୁ ଦଳରେ ଦୁଇରୁ ଅଧିକ ଆଶାୟୀ ଥିବାରୁ ଦଳୀୟ...

ଦିନେ ମା’ କଟକ ଚଣ୍ଡୀଙ୍କ ପୀଠ ଥିଲା କନିକା ରାଜାଙ୍କ ମେଣ୍ଢାଶାଳ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍‌ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’କଟକ ଚଣ୍ଡୀଙ୍କୁ ପୂଜା କରାଯାଏ।...

ସମ୍‌ରେ ବିରଳ ଅସ୍ତ୍ରୋପଚାର : ନୂତନ ପଦ୍ଧତିରେ ବାହାର କରାଗଲା ସବ୍‌ମାନ୍‌ଡିବୁଲାର ଗ୍ରନ୍ଥି

ଓଡ଼ିଶାଲାଇଭ୍ ବ୍ୟୁରୋ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦୁଇଜଣ ରୋଗୀଙ୍କ ପାଟି ଭିତରୁ ସଫଳତାର ସହ ସବ୍‌ମାନ୍‌ଡିବୁଲାର ଗ୍ରନ୍ଥିକୁ ବାହାର କରିଛନ୍ତି। ଏହା...