ପିଆଜ ଦର ଆକାଶ ଛୁଆଁ – ୫୦ ଡେଇଁଲା କିଲୋ
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଦାଇଲା ପିଆଜ। କିଲୋ ପିଛା ୫୦ ଡେଇଁଲା। ପିଆଜ ଦର ଆକାଶଛୁଆଁ ହେବା ବେଳେ ଚିନ୍ତାରେ ଖାଉଟି ଏବଂ ବ୍ୟବସାୟୀ। ଶନିବାର ରାଜଧାନୀ ଭୁବନେଶ୍ୱର ବଜାରରେ ପିଆଜ ଦର ୫୦ ଟଙ୍କା...
୨୦୨୧ରେ ୩ ଭାରତୀୟ ଯିବେ ମହାକାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Eue_1of4tpU
ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ଇସ୍ରୋ ଅଧ୍ୟକ୍ଷ କେ ଶିବନ। କେ ଶିବନ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ଉଦ୍ବୋଧନ ଦେଇଥିଲେ।
ସେ କହିଥିଲେ, ‘‘ଗଗନାୟନ ଭାରତ ଇତିହାସ...
ଯିଏ ଜୀବନରେ ଥରେ ବି ହାରିନି, ସେ କେବେ କଠିନ ପରିଶ୍ରମ ବି କରିନି – କେ ଶିବନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Eue_1of4tpU
‘‘ଯିଏ ଜୀବନରେ ଥରେ ବି ହାରିନି, ସେ କେବେ କଠିନ ପରିଶ୍ରମ ବି କରିନି’’, ଆଇଆଇଟି ଭୁବନେଶ୍ୱର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଇସ୍ରୋ ମୁଖ୍ୟ କେ ଶିବନ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ...
ଚୌଧୁରୀ ବଜାରର ନିଆରା ଦୁର୍ଗାପୂଜା ପରମ୍ପରା, ଏଠି ଭୋଗ ହୁଏ ପରିବା ଚୋପା-ଜହ୍ନିପୋଡ଼ା’
ଓଡ଼ିଶାଲାଇଭ୍ ବ୍ୟୁରୋ
...
ନନ୍ଦନକାନନରେ ହରପିସ୍ ଭାଇରସ୍ ଆତଙ୍କ – ‘କମଳା’ ପରେ ଆଖି ବୁଜିଲା ଛୁଆ ହାତୀ ‘ଗୌରୀ’
ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ଦନକାନନରେ ହରପିସ୍ ଭାଇରସ୍ ଆତଙ୍କ। ଏହି ଭାଇରସ୍ ଗୋଟିଏ ପରେ ଗୋଟିଏ ହାତୀର ଜୀବନ ନେଉଛି। ଗୁରୁବାର ମାଈ ହାତୀ ‘କମଳା’ର ଜୀବନ ଯାଇଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୯ଟା୫୧...
ନର୍ସ ନିହାରିକା ମର୍ଡର ମିଷ୍ଟ୍ରି – ଉଠିବ ପରଦା, ଖୋଲିବ ମୁଖା?
ଓଡ଼ିଶାଲାଇଭ୍ ବ୍ୟୁରୋ
ନର୍ସ ନିହାରିକା ପାତ୍ର ମୃତ୍ୟୁରେ ଆଜି ଟୁଇଷ୍ଟ ଆସିଛି। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଅଜ୍ଞାତ ସ୍ଥାନରେ ବିରିଡି ପୋଲିସ ଏବଂ କଟକ ମଧୁପାଟଣା ପୋଲିସ୍ ରାଜାକୁ...
କଟକ ବିଏସ୍ଏନ୍ଏଲ୍ ଅଫିସ୍ରେ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ ବଜ୍ରକବାଟୀ ରୋଡ୍ସ୍ଥିତ ବିଏସ୍ଏନ୍ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍ଏନ୍ଏଲ୍ ଅଫିସର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି।
ନିଆଁ ଲାଗିବା ଯୋଗୁ କଟକରେ ବିଏସ୍ଏନ୍ଏଲ୍ ସେବା ଠପ୍...
କଟକ ବିଏସ୍ଏନ୍ଏଲ୍ ଅଫିସରେ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବଜ୍ରକବାଟୀ ରୋଡ୍ସ୍ଥିତ ବିଏସ୍ଏନ୍ଏଲ୍ ଅଫିସରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଅଫିସର ଚତୁର୍ଥ ମହଲାରେ ଲାଗିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।
ସର୍ଟ ସର୍କିଟ୍...
ନାଲକୋ କପ୍ ରାଜ୍ୟ ହକି ଚାମ୍ପିୟନସିପରେ ସାଇ ସୁନ୍ଦରଗଡ଼ ଦଳ ଚାମ୍ପିୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଲକୋ କପ୍ ରାଜ୍ୟ ହକି ଚାମ୍ପିୟନସିପରେ ସାଇ ସୁନ୍ଦରଗଡ଼ ଚାମ୍ପିୟନ ହୋଇଛି। ଗୁରୁବାର କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେକୁ ହରାଇ ଚାମ୍ପିୟନ ହୋଇଛି ସାଇ ସୁନ୍ଦରଗଡ଼।
ଫାଇନାଲ...
ଆଠଗଡ଼ କୁଲାଇଲୋ ଅସ୍ଥି ଚିକିତ୍ସା ସେବା ସଦନରେ ବୋମାମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଠଗଡ଼ କୁଲାଇଲୋସ୍ଥିତ ଅନନ୍ତ ବେଉରା ଅସ୍ଥିଶଲ୍ୟ ଚିକିତ୍ସା କେନ୍ଦ୍ର ଉପରେ ବୋମାମାଡ଼। ଗୁରୁବାର ମଧ୍ୟ ରାତିରେ ଏହି ବୋମାମାଡ଼ କରାଯାଇଥିବା କୁହାଯାଉଛି। ଏହି ଚିକିତ୍ସା କେନ୍ଦ୍ରର ମୁଖ୍ୟ ଗେଟ୍ରେ ଏହି ବୋମାମାଡ଼...





















