ଓଡ଼ିଶାଲାଇଭ ବ୍ୟୁରୋ

ଦିନ ଦିପହରେ ବନ୍ଧୁକ ଦେଖାଇ ୬ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଗୋଟେ ଘରୋଇ କମ୍ପାନିର ମ୍ୟାନେଜର। ଏପରି ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହର ମହାନଗର ଅଫିସ ସାମ୍ନାରେ।

ଏକ ଘରୋଇ କମ୍ପାନୀର ମ୍ୟାନେଜର ଷ୍ଟାଫ ପେମେଣ୍ଟ ପାଇଁ ୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ବନ୍ଧୁକ ଦେଖାଇଥିଲେ। ପରେ ଟଙ୍କା ବ୍ୟାଗ ଝାମ୍ପି ଚମ୍ପଟ ମାରିଥିଲେ।

Comment