ରାଉରକେଲା ପୋଲିସ ହାତରେ ପିଏଲଏଫଆଇ ଏରିଆ କମାଣ୍ଡର ମହେନ୍ଦ୍ର ଚିମ୍ପିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ହେଲା ପୋଲିସକୁ ଚକମା ଦେଇ ଫେରାର ଥିବା ପିଏଲଏଫଆଇ ଏରିଆ କମାଣ୍ଡର ମହେନ୍ଦ୍ର ଚିମ୍ପିଆ ଶେଷରେ ଗିରଫ ହୋଇଛି। ବିଶ୍ରା ଥାନା...

ଇଟି ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୁଭବ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଇଟି ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ସୋମବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) କ୍ଷେତ୍ରରେ ଓଡ଼ିଶାକୁ...

ନିଜିଗଡ଼ ଜଙ୍ଗଲରୁ ବାଘୁଣୀର ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ତିଗିରିଆ ବ୍ଲକ୍ ନିଜିଗଡ ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘୁଣୀର ମୃତଦେହ ଉଦ୍ଧାର କରାଯାଇଛି। ବାଘୁଣୀର ବୟସ ପ୍ରାୟ ୧୦ ବର୍ଷ। ଲମ୍ୱ ପ୍ରାୟ ୪ ଫୁଟ ଏବଂ ଓଜନ...

ଆସୁଛି ଦଶହରା: ନବମୀରେ ଅଲିଶାବଜାର ପୂଜାମଣ୍ଡପରେ ମାଛ ଭୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦୁର୍ଗା ପୂଜାର ରହିଛି ନିଆରା ପରମ୍ପରା। ବିଶେଷକରି ସ୍ୱତନ୍ତ୍ର ପୂଜା ବିଧି ଦଶହରାର ଆକର୍ଷଣ ବୃଦ୍ଧି କରିଥାଏ। କଟକ ଦୁର୍ଗାପୂଜାରେ ଭୋଗକୁ ନେଇ ଦୀର୍ଘ ବର୍ଷର ରୀତିନୀତିକୁ ଏବେ ବି...

ଏଣିକି ଫ୍ଲାଏଓଭରରେ ଯିବ ବରମୁଣ୍ଡାରୁ କଟକ ଯାଉଥିବା ବସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରମୁଣ୍ଡାରୁ କଟକ ଯାଉଥିବା ବସ୍‌ ଏଣିକି ସବୁ ଛକରେ କରିପାରିବେନି ଷ୍ଟପେଜ୍। ବରମୁଣ୍ଡାରୁ ବସ୍‌ ବାହାରି ସିଧା ଫ୍ଲାଏଓଭରବ୍ରିଜରେ କଟକ ଯିବ। କେବଳ କ୍ରାଉନ ହୋଟେଲ ଛକ ଏବଂ ସତ୍‌ସଙ୍ଗ ବିହାର...

ଭୁବନେଶ୍ୱରରେ ଖୋଲିଲା ପିଓଜେ ଫର୍ଣ୍ଣିଚରର ପ୍ରଥମ ସୋ’ ରୁମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ସପ୍ତସତୀ ମନ୍ଦିର ସମ୍ମୁଖରେ ପିଓଜେର ପ୍ରଥମ ସୋ’ ରୁମ୍ ଉଦ୍‌ଘାଟିତ ହୋଇଛି। ଏହି ସୋ’ରୁମ୍‌କୁ  ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦ୍‌ଘାଟନ କରିଥିଲେ। ୮ହଜାର ବର୍ଗଫୁଟ୍ ବିଶିଷ୍ଟ ଏହି...

ନାଲ୍‌କୋ କପ୍‌ ରାଜ୍ୟ ହକି ଚାମ୍ପିଅନ୍‌ସିପ୍‌ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ହକି ଓଡ଼ିଶା ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ୍ ଠାରେ ଶନିବାରଠୁ ଆରମ୍ଭ ହୋଇଛି ‘ନାଲକୋ କପ୍‌’ରାଜ୍ୟ ହକି ଚାମ୍ପିଅନ୍‌ସିପ୍‌। ଏଥିରେ ୨୨ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି। ପ୍ରାୟ ୪ଶହରୁ ଅଧିକ...

ଭୁବନେଶ୍ୱରରେ ସେବା ସପ୍ତାହକୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଛି। ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ...

ପୂର୍ବାଞ୍ଚଳ ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ – ପ୍ରଥମ ଦିନରେ ଓଡ଼ିଶାକୁ ୨୩ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ୩୧ତମ ପୂର୍ବାଞ୍ଚଳ ଜୁନିଅର ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ ଶନିବାରଠୁ ରାଞ୍ଚିରେ ଆରମ୍ଭ ହୋଇଛି। ୨ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୨୩ଟି ପଦକ ପାଇଛି ଓଡ଼ିଶା।...

ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ମଙ୍ଗଳ ସିଂହ ମୁଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲା: ଦୁର୍ଦ୍ଦାନ୍ତ ମାଓବାଦୀ ମଙ୍ଗଳ ସିଂହ ମୁଣ୍ଡାର ଆତ୍ମସମର୍ପଣ। ତା'କୁ ଧରିବା ପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ମଙ୍ଗଳ ସିଂହ ଏସ୍‌ଡିଏସ୍‌ ଡିଭିଜନ(ସୁନ୍ଦରଗଡ଼, ଦେବଗଡ଼ ଓ...