ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ୨୨ ଜଣ ଚିକିତ୍ସାଧୀନ ରହିଛନ୍ତି। ଗତ ମେ’ ୨୯ ତାରିଖ ରାତିରେ ପୁରୀ ନରେନ୍ଦ୍ର...

ପୁରୀରେ ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ: ୩ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଚନ୍ଦନ ଯାତ୍ରା ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳବେଳେ ଭୟଙ୍କର ବାଣ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ ଆହତ...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଡକ୍ଟର ଅରବିନ୍ଦ ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବରିଷ୍ଠ ଆଇଏଏସ୍ ଅଧିକାରୀ ଡକ୍ଟର ଅରବିନ୍ଦ ପାଢ଼ୀ ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବୀର ବିକ୍ରମ ଯାଦବ...

ପୁରୀ ଲୋକସଭା ଆସନରେ କିଏ ପିନ୍ଧିବ ବିଜୟ ମୁକୁଟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=6EYMEz3OrYM ପୁରୀ ଲୋକସଭା ଆସନ ଉପରେ ମୋଦୀଙ୍କ ନଜର ରହିଥିବାବେଳେ ନବୀନଙ୍କର ବି ରହିଛି ବହୁତ ଆଶା। ଏହି ଆସନ ହାତେଇବାକୁ ଗୁରୁତ୍ଵ ଦେଉଛନ୍ତି ଉଭୟ ବିଜେପି ଏବଂ ବିଜେଡି। ଏଥିପାଇଁ...

ପୁରୀରେ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ବିଶାଳ ରୋଡ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ସକାଳେ ପୁରୀ ଶ୍ରୀମନ୍ଦିର ଯାଇ ବଡ଼ଠାକୁରଙ୍କ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ଆରମ୍ଭ ହୋଇଥିଲା ନରେନ୍ଦ୍ର ମୋଦୀଙ୍କ ରୋଡ...

ଓଡ଼ିଶାର ବିକାଶ ପାଇଁ ଏଥର ସରକାର ବଦଳିବା ଦରକାର – ହେମାମାଳିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ବିଜେଡି ଶାସନର ୨୫ ବର୍ଷ ମଧ୍ୟରେ ଓଡ଼ିଶାରେ ଆଖିଦୃଶିଆ ବିକାଶ ହୋଇନାହିଁ। ରାଜ୍ୟର ବିକାଶ ପାଇଁ ବିଜେଡି ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଓଡ଼ିଶାରେ ଦୁର୍ନୀତି ଏବଂ ବେରୋଜଗାରୀ ବଢ଼ିଛି।...

ପୁରୀ ବିଧାନସଭା ଆସନ ଲାଗି ଏଥର ହେବ କଡ଼ା ଟକ୍କର: ଦଳ ନା ବ୍ୟକ୍ତିତ୍ଵକୁ ମିଳିବ ଜିତାପଟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ପୁରୀ ବିଧାନସଭା ବାଜି ବିଜେପି ହାତକୁ ଯିବ ନା ଗଡ଼ ଫେରିପାଇବ ବିଜେଡି, ଜିତିବା ଲକ୍ଷ୍ୟରେ ବି ରହିଛି କଂଗ୍ରେସ। ପୁରୀ ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଏବଂ...

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ଛାଡ଼ିଲେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଗୁରୁବାର ଦିନ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫାପତ୍ରକୁ ସେ ବିଜେପି...

ଭୁବନେଶ୍ଵର-ପୁରୀ ରାଜପଥରେ ମାତିଛନ୍ତି ଲୁଟେରା, ଚେଇଁ ଶୋଇଛି ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର-ପୁରୀ ରାଜପଥରେ ମାତିଛନ୍ତି ଲୁଟେରା। ଦିନ ଦ୍ଵି’ପ୍ରହରରେ ଲୋକଙ୍କୁ ମରଣମୁହଁକୁ ଠେଲି ଲୁଟି ନେଉଛନ୍ତି ସବୁକିଛି। ଅସୁରକ୍ଷିତ ହୋଇପଡ଼ିଛି ଭୁବନେଶ୍ଵର-ପୁରୀ ରାଜପଥ। ସ୍ପଷ୍ଟ ଦିବାଲୋକରେ ଘଟୁଛି ରାହାଜାନୀ। ଏହି ରାଜପଥରେ ଯାଉଥିବା ଯାତ୍ରୀଙ୍କୁ...

ଆଗାମୀ ୫ ବର୍ଷରେ ଓଡ଼ିଶାରେ ନିର୍ମାଣ ହେବ ଅନେକ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ – ନିତିନ ଗଡ଼କରୀ 

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ନିତିନ ଗଡ଼କରୀ। ଗୁରୁବାର ସେ ପୁରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ...