ଶରଧାବାଲିରୁ ଶ୍ରୀମନ୍ଦିର ବାହୁଡ଼ଛନ୍ତି ବଡ଼ ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡୁଛନ୍ତି ବଡ଼ଠାକୁର। ନବଦିନାତ୍ମକ ଯାତ୍ରା ପରେ ମାଉସୀ ମା’ଙ୍କ ଘରୁ ଫେରୁଛନ୍ତି କାଳିଆ ସାଆନ୍ତ। ସାଙ୍ଗରେ ଅଛନ୍ତି ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ...
ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ୁଛନ୍ତି ବଡ଼ଠାକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡୁଛନ୍ତି ବଡ଼ଠାକୁର। ଶ୍ରୀମନ୍ଦିର ଫେରିବାକୁ ରଥ ପ୍ରସ୍ତୁତ ଭକ୍ତବି ପ୍ରସ୍ତୁତ। ଉଠୁଛି ପଡୁଛି ବଡ଼ଦାଣ୍ଡ। ୯ ଦିନର ଯାତ୍ରାପରେ ବଡ଼ ଦେଉଳକୁ ଫେରୁଛନ୍ତି କାଳିଆ ସାଆନ୍ତ।...
ଆଜି ବାହୁଡ଼ିବେ ମହାବାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ନଅ ଦିନର ଲୀଳା ଖେଳା ସାରିବା ପରେ ଆଜି ରତ୍ନବେଦୀ ପାଇଁ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ବାହୁଡ଼ା ପାଇଁ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦକ୍ଷିଣ...
ରଥଯାତ୍ରାରେ ଲକ୍ଷ୍ମୀ-ନାରାୟଣ ଭେଟ ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ଅନେକ ଅନନ୍ୟ ପରମ୍ପରା। ତା’ମଧ୍ୟରେ ମହାଲକ୍ଷ୍ମୀଙ୍କୁ ନେଇ ରହିଛି କେତୋଟି ନୀତି। ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ଜଗନ୍ନାଥ ତାଙ୍କୁ...
ମହାପ୍ରଭୁ ଖାଇବେ ପୋଡ଼ ପିଠା: ମାଉସୀ ମା’ ମନ୍ଦିରରେ ଚାଲିଛି ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁ ଖାଇବେ ପୋଡ଼ ପିଠା। ବଡ଼ଠାକୁରଙ୍କ ରଥଯାତ୍ରା ସମୟରେ ମାଉସୀ ମା’ ମନ୍ଦିରରେ ପୋଡ଼ ପିଠା ଭୋଗ ହୋଇଥାଏ। ଆଉ ଗୋଟିଏ ଦିନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା। ଶରଧାବାଲିରୁ ଶ୍ରୀମନ୍ଦିର...
ଆଜି ହେରାପଞ୍ଚମୀ – ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଶେଷ ହେବା ପରେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥର ଚକ ଭାଙ୍ଗିବେ ମା’...
ଆଜି ବନକଲାଗି ନୀତି: ଗୁପ୍ତ ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରତ୍ନବେଦୀରୁ ଯାଇ ଆଡ଼ପ ମଣ୍ଡପରେ ଚାଲିଛି ମହାପ୍ରଭୁଙ୍କର ନିତ୍ୟରାସ। ଜନ୍ମବେଦୀରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଦୁଇ ବର୍ଷ ପରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ...
ଶ୍ରୀ ଗୁଣ୍ଡିଚା ମନ୍ଦିର ରୋଷ ଘରେ ପଶି ୨୦ରୁ ଅଧିକ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଶ୍ରୀକ୍ଷେତ୍ରରେ। ଶୁକ୍ରବାର ରାତିରେ ଶ୍ରୀ ଗୁଣ୍ଡିଚା ମନ୍ଦିର ରୋଷ ଘରେ ପଶି ୨୦ରୁ ଅଧିକ ଚୁଲିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ସୂଚନା...
ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନ ଏକାଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ବର୍ଷ ପରେ ବଡ଼ଦାଣ୍ଡ ଆଜି ଭକ୍ତାରଣ୍ୟ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର ଧାମ। ଭକ୍ତଙ୍କ ଗହଣରେ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାବାହୁ।ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କ...
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ଵଜ ଓ ଦର୍ପଦଳନ ରଥ – ଧୀରେ ଧୀରେ ଆସୁଛି କାଳିଆର ନନ୍ଦିଘୋଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘଣ୍ଟ, ଘଣ୍ଟା, କାହାଳୀ, ଶଙ୍ଖ ନାଦର ତାଳେ ତାଳେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଛି ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥ। ବଡ଼ ଭାଇଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ...





















