ରଥଯାତ୍ରା ବାବଦରେ ନିଷ୍ପତ୍ତି ନେବା ପାଇଁ ସରକାରଙ୍କ ପାଖରେ ଆଉ ବେଳ ଅଛି ତ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନ ଗଡୁଛି। ଅନିଶ୍ଚିତତାରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। (ଭୁବନେଶ୍ୱରୁ ସରୋଜ ମହାପାତ୍ର): ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତବର୍ଷ ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ନିର୍ମାଣ...

ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନୀତି – ଗଜପତି ମହାରାଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘କୋଭିଡ୍‌-୧୯ ମହାମାରୀ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କର ବିଧି ବନ୍ଦ ହେବ ନାହିଁ। ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ନୀତି ଅନୁଷ୍ଠିତ ହେବ’’, କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ...

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫ ହଜାର ଲେଖାଏଁ ଟଙ୍କା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲା ଶ୍ରୀମନ୍ଦିର ପ୍ରଶାସନ। ଲକଡାଉନ୍ ସମୟରେ ସେବାୟତମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ହେତୁ ସେମାନଙ୍କୁ ୫ ହଜାର...

କାକଟପୁର: ଦୋକାନ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ପୋଲିସର ଛାନଭିନ୍ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଦୋକାନ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ। ପୁରୀ ଜିଲ୍ଲା କାକଟପୁର ଥାନ ଅନ୍ତର୍ଗତ ନାସିକେଶ୍ୱର ଗାଁ’ରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଗାଁ’ର ରାଜେଶ କୁମାର...

ୟେସ୍‌ ବ୍ୟାଙ୍କରୁ ଦ୍ୱିତୀୟ ଦଫାରେ ଫେରିଲା ମହାପ୍ରଭୁଙ୍କ ୧୫୬ କୋଟି ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥଙ୍କ ଦ୍ୱିତୀୟ କିସ୍ତି ଟଙ୍କା ଫେରିଲା। ୟେସ୍‌ ବ୍ୟାଙ୍କରେ ଥିବା ଫିକ୍ସ ଡିପୋଜିଟ୍‌ ୧୫୬ କୋଟି ଟଙ୍କା ପୁରୀ ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ଆକାଉଣ୍ଟକୁ ଫେରିଛି। ପ୍ରଥମ ଦଫାରେ...

ୟେସ୍ ବ୍ୟାଙ୍କରୁ ଫେରିବ ଜଗନ୍ନାଥଙ୍କ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ୟେସ୍ ବ୍ୟାଙ୍କରୁ ଫେରିବ ଜଗନ୍ନାଥଙ୍କ ଟଙ୍କା। ୟେସ୍ ବ୍ୟାଙ୍କରେ ରହିଥିବା ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଗୁରୁବାର ଉଠାଇ ଅଣାଯିବ। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା...

ସତ୍ୟବାଦୀରେ ଗୁଳିକାଣ୍ଡ, ଯୁବକ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଡ କାଞ୍ଜିଆ ଗାଁ ମୁଣ୍ଡରେ ଗୁଳିକାଣ୍ଡ ଘଟିଛି। ରବିବାର ବିଳମ୍ବିତ ରାତିରେ ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକର ମୃତ୍ୟୁ ଘଟିଛି।...

ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା, ସରକାରଙ୍କୁ ଘେରିଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ବୁଡ଼ିବନି। ଏହାକୁ ଖୁବ୍‌ଶୀଘ୍ର ଫେରାଇ ଅଣାଯିବ ବୋଲି ଆଇମନ୍ତ୍ରୀ ପ୍ରତାପ ଜେନା ମନ୍ତବ୍ୟ ଦେବା ପରେ ବି ବିରୋଧ ଥମୁନି। କିଏ କେଉଁ...

ଅସ୍ତରଙ୍ଗ ସମୁଦ୍ରକୂଳରୁ ୩୫ ଫୁଟର ମୃତ ତିମି ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୁଣଡୁଳୁବା ଗାଁ ପାଖ ସମୁଦ୍ର କୂଳ ନିକଟରୁ ଏକ ବିରାଟ ତିମି ମାଛର ମୃତଦେହ ଉଦ୍ଧାର କରାଯାଇଛି। ମୃତ ତିମି ଟି ବ୍ଲୁ...

ପୁରୀ ହେବ ଭିକାରିମୁକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ସହରରେ ଆଉ ଭିକାରି ରହିବେ ନାହିଁ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। କେବଳ ପୁରୀ ନୁହେଁ, ଆଖପାଖ ଅଞ୍ଚଳରୁ ମଧ୍ୟ ଭିକାରି ହଟିବେ। ଭିକାରିମାନଙ୍କୁ ଥଇଥାନ କରିବା...