ମାଛ ଧରିବାକୁ ନେଇ ତୁମୁଳକାଣ୍ଡ, ପାଣିରେ ବୁଡ଼ାଇ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର ଗାଁରେ ଜଣେ ୭୩ ବର୍ଷିୟ ବୃଦ୍ଧଙ୍କୁ ସେହି ଗାଁର ଏକ ପରିବାରର ଲୋକେ ପାଣିରେ ବୁଡ଼ାଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି...

ଓଡ଼ିଆ ଅଭିନେତ୍ରୀଙ୍କୁ ହତ୍ୟା ଧମକ! ଅଜଣା ହ୍ୱାଟସ୍‌ଆପ୍ ନମ୍ବରରୁ ଆସୁଛି ଅଶ୍ଲୀଳ ଫଟୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋସିଆଲ ମିଡିଆରେ ଓଡ଼ିଆ ସିରିଏଲ ଅଭିନେତ୍ରୀଙ୍କୁ ହତ୍ୟା ଧମକ। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏକ ଅଜଣା ହ୍ୱାଟସ୍‌ଆପ୍‌ ନମ୍ବରରୁ ତାଙ୍କ ପାଖକୁ ଅଶ୍ଳୀ...

ନିଖୋଜ ଯୁବକର ମୃତଦେହ ମାଟିତଳୁ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ: ଗତ ୮ ଦିନ ହେଲା ନିଖୋଜ ଥିବା ଜଣେ ଯୁବକର ମୃତଦେହକୁ କପ୍ତିପଦା ପୋଲିସ ମାଟିତଳୁ ଉଦ୍ଧାର କରିଛି। କପ୍ତିପଦା ଥାନା ଅନ୍ତର୍ଗତ ଡାହିଗଡି ଗ୍ରାମର ଚେମା ସୁଜଇ ଗତ...

ଦୁଇ ଭଉଣୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଯୁବକ ଚମ୍ପଟ, ଭିଡିଓ ଭାଇରାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ। ଦୁଇ ଭଉଣୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ଯୁବକ ଫେରାର। ପାଟକୁରା ଥାନାରେ ମାମଲା। କେନ୍ଦ୍ରାପଡ଼ା: ପ୍ରେମ ଶାଶ୍ୱତ ଓ ଚିରନ୍ତନ। ଯେତେବେଳେ ଜଣେ ଯୁବତୀ...

ସାବଧାନ! ସନ୍ଦିଗ୍ଧ ବାଂଲାଦେଶୀଙ୍କ ହାତରେ ବିଡ଼ା ବିଡ଼ା ଜାଲ୍ ନୋଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜନଗର ବଜାରରେ ଚାଲିଥିଲା ଜାଲନୋଟ କାରବାର ପୋଲିସ କବ୍‌ଜାରେ ସନ୍ଦିଗ୍ଧ ବାଂଲାଦେଶୀ ଯୁବକ ଭଦ୍ରକରୁ ଆସିଥିଲା ଜାଲ୍ ନୋଟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ଜିଲ୍ଲାରେ ଜାଲ୍ ନୋଟ...

ତ୍ରିକୋଣୀୟ ପ୍ରେମରେ ଚାଲିଗଲା ଜଣକର ଜୀବନ! ପୋଲିସର ତନାଘନା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା: ପ୍ରେମ ମଣିଷକୁ ଅନ୍ଧ କରିଦିଏ। ଏହା ଜାଣି ମଧ୍ୟ ମଣିଷ ପୁଣି ସେହି ପ୍ରେମ କଣ୍ଟାର ଫାସରେ ପଡିବା ପାଇଁ ଜୀବନକୁ ବାଜି ଲଗାଏ। ଏମିତି ଏକ ତ୍ରିକୋଣୀୟ ପ୍ରେମର...

ମୂଷା ମୃତ୍ୟୁ ରହସ୍ୟ: ତତ୍କାଳୀନ ଥାନା ଅଧିକାରୀଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଚୋରି ଅଭିଯୁକ୍ତ ଅବିନାଶ ପାଇଟାଳ ଓରଫ୍ ମୂଷା ମୃତ୍ୟୁ ଉପରୁ ହଟୁନି ପରଦା। ତତ୍କାଳୀନ ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ ଦାବିରେ ଆନ୍ଦୋଳନ ତେଜୁଥିଲେ ମଧ୍ୟ ପୋଲିସ...

ପୋଲିସ କବ୍‌ଜାରେ ବ୍ରହ୍ମପୁରର କଂସେଇ ଡାକ୍ତର, ପ୍ରେମ ପାଇଁ ବ୍ୟାଙ୍କ ଏଜେଣ୍ଟକୁ କରିଥିଲେ ତିନିଗଡ଼

ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀ ଏବେ ପୋଲିସ କବ୍‌ଜାରେ। ବ୍ରହ୍ମପୁର ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି।...

ସନ୍ଦେହଘେରରେ ଇଞ୍ଜିନିୟରଙ୍କ ମୃତ୍ୟୁ – ପରିବାରବର୍ଗ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହକର୍ମୀଙ୍କ ଉପରେ ସନ୍ଦେହ ଇଞ୍ଜିନିୟରଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ିଦେଇ ଛୁ ସହକର୍ମୀ ପୋଲିସର ତନାଘନା ଡେରାବିଶ ଥାନାରେ ଠିକା କମ୍ପାନିର ୬ କର୍ମଚାରୀ ଅଟକ କେନ୍ଦ୍ରାପଡ଼ା: ଘଟଣାଟି ଯେତିକି ଗମ୍ଭୀର...

ଚତୁର୍ଥ ଦିନରେ ଅନଶନ – ମୂଷା ମୃତ୍ୟୁ ରହସ୍ୟ ଉପରୁ କେବେ ଉଠିବ ପରଦା?

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଲିଛି ଅନଶନ ଅନଶନସ୍ଥଳକୁ ଆସିଲେ ପିସିସି ଟିମ୍ ମୃତ ଅବିନାଶ ପାଇଟାଳଙ୍କ ଗାଁରେ ସ୍ଥିତି ଅନୁଧ୍ୟାନ କଲା ଟିମ୍ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଭେଟିଲେ ତତ୍କାଳୀନ...