ମୂଷା ହତ୍ୟାକାଣ୍ଡକୁ ୨୦ ଦିନ – ତତ୍କାଳୀନ ଥାନା ଅଧିକାରୀଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅବିନାଶ ପାଇଟାଳ ଓରଫ ମୂଷା ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ଦାବିରେ ତେଜିଲା ଆନ୍ଦୋଳନ।
କେନ୍ଦ୍ରାପଡ଼ା: ଅବିନାଶ ପାଇଟାଳ ଓରଫ ମୂଷା ହତ୍ୟାକାଣ୍ଡ ଘଟଣାରେ ମହାକାଳପଡ଼ା ଥାନାର ପୂର୍ବତନ ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ...
କଂସେଇ ଡାକ୍ତର! ଜିଅନ୍ତା ମଣିଷକୁ କଲେ ତିନିଗଡ଼
ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା
ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡ ପଛରେ ପ୍ରେମ ସମ୍ପର୍କ ଥିଲା। ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ।
ବ୍ରହ୍ମପୁର ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡ ଉପରୁ ଧିରେ...
ଗୋସାଇଁନୂଆଗାଁ ଚୋରି ଘଟଣା, ଲୁଟେରା ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର: ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ସନ୍ତୋଷୀ ମା’ ମନ୍ଦିର ନିକଟରେ ଗତ ମାସ ୯ ତାରିଖରେ ହୋଇଥିବା ୫ ଲକ୍ଷ ଟଙ୍କା ଲୁଟ୍ ଘଟଣା ଉପରୁ ପରଦା ହଟିଛି। ପୋଲିସ ଆଜି...
ମୁଖ୍ୟମନ୍ତ୍ରୀ ନବୀନଙ୍କ ହତ୍ୟା ଧମକକୁ ନେଇ ଚାଲିଛି ତନାଘନା
ଓଡ଼ିଶାଲାଇଭ୍ ବ୍ୟୁରୋ
ନବୀନଙ୍କୁ ଧମକପୂର୍ଣ୍ଣ ଚିଠି
୫୦ କୋଟି ଟଙ୍କା ଦାବି
ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଯାହାକୁ ନେଇ ଛତିଶଗଡ଼ ପୋଲିସ ଜୋରସୋରରେ ତନାଘନା ଚଲାଇଛି। ଛତିଶଗଡ...
ଘରେ ପଶି ଯୁବକଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳର ମୀନାବଜାରରେ ଘଟିଛି ଅଭାବନୀୟ ଘଟଣା। ଘରେ ପଶି ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଜଣକ ହେଉଛନ୍ତି ମଣ୍ଟୁ ପାତ୍ର ଏବଂ ସେ ଜଣେ ଗହଣା ଦୋକାନୀ।...
ସନ୍ଦେହଘେରରେ ଚୋରି ଅଭିଯୁକ୍ତଙ୍କ ମୃତ୍ୟୁ – ମହାକାଳପଡ଼ା ଥାନାରେ କ୍ରାଇମବ୍ରାଞ୍ଚର ତନାଘନା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଭିନ୍ନ ମୋଡ଼ ନେଲା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତର ମୃତ୍ୟୁ ଘଟଣା। ଏହି ମୃତ୍ୟୁ ପଛରେ ପୋଲିସର ହାତ ଥିବା ପରିବାର ଲୋକ ଅଭିଯୋଗ କରିବା...
ଟିଟୋକୁ ପୁଣି ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ହେଲେ କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ କୋର୍ଟ ଏସ୍ଟିଏଫ୍ର ରିମାଣ୍ଡ ଆବେଦନକୁ ଖାରଜ କରି ଦେଇଛନ୍ତି। ୨୭ ତାରିଖ...
ଟିଟୋ ଲିଙ୍କ: ଆଉ ଦୁଇ ସହଯୋଗୀଙ୍କୁ କୋର୍ଟ ଚାଲାଣ କଲା ଏସ୍ଟିଏଫ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: କିଛିଦିନର ନିରବତା ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ସାମ୍ରାଜ୍ୟ ଉପରେ ପୁଣି ଖୋଳତାଡ଼ ଆାରମ୍ଭ ହୋଇଛି। ଟିଟୋ ଲିଙ୍କ୍ ଅଭିଯୋଗରେ ଦୁଇ...
ଦିଲ୍ଲୀ ଗଲା ଏସଟିଏଫ୍ ଟିମ୍, ହବିବୁର୍ ରେହମାନକୁ କରିବ ଜେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ରଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଆଜି ନୂଆଦିଲ୍ଲୀ ଯାଇଛନ୍ତି। ଲସ୍କର-ଇ-ତୋଏବା ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍ ଅଭିଯୋଗରେ ଗିରଫ କେନ୍ଦ୍ରାପଡ଼ା ଯୁବକ ହବିବୁର୍ ରେହମାନ୍କୁ ଜେରା କରିବ। ହବିବୁର୍ର ଓଡ଼ିଶା ଲିଙ୍କ୍...
ଟିଟୋକୁ ପୁଣି ୨ ଦିନିଆ ରିମାଣ୍ଡରେ ନେଲା କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଗୋଟିଏ ପରେ ଗୋଟିଏ ମାମଲା ଜାଲରେ ଛନ୍ଦି ହେବାରେ ଲାଗିଛି ଗ୍ୟାଙ୍ଗଷ୍ଟର ଟିଟୋ। ଗତ ୪ ଦିନ ଧରି ତିନିଟି ଭିନ୍ନ ଭିନ୍ନ ହତ୍ୟାକାଣ୍ଡ ମାମଲାରେ କେନ୍ଦ୍ରାପଡ଼ା ଟାଉନ ଓ...





















