ଶେଷ ହେଲା ବାଲୁକା କଳା ଉତ୍ସବ – କୃତୀ ପ୍ରତିଯୋଗୀଙ୍କୁ ଦିଆଗଲା ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କସ୍ଥିତ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ବୁଧବାର ଶେଷ ହୋଇଛି। ଶ୍ରେଷ୍ଠ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ଚନ୍ଦ୍ରଭାଗାର ବିସ୍ତିର୍ଣ୍ଣ ବେଳାଭୂମିରେ ଗତ ୫ ଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ...

ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ – ଶେଷ ଦିନରେ ସଂସ୍କୃତି ଓ ପର୍ବପର୍ବାଣୀ ଉପରେ ବାଲୁକା କଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବେଳାଭୂମିରେ ଗତ ୫ ଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ବୁଧବାର ଶେଷ ହୋଇଛି। ଶେଷ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିଳ୍ପୀମାନଙ୍କ ବାଲୁକା...

କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: କଥକ-ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦର୍ଶକଙ୍କୁ ମତୁଆଲା କରିଛି କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା। କଥକ ଓ ଓଡ଼ିଶୀ ନୃତ୍ୟରେ ବିଭୋର ହେଲେ ଦର୍ଶକ। କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଛି କଥକ ଏବଂ ଓଡ଼ିଶୀ...

ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ – ‘ବାଲୁକା କଳା’ରେ ହକି ବିଶ୍ଵକପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଉତ୍ସବ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଶନିବାରଠାରୁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଏହାକୁ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି।...

କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳ-୨୦୧୮’ – “ଗୁଡ୍ଡି” ଶ୍ରେଷ୍ଠ ଚଳଚ୍ଚିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶୁ ଅଧିକାର ସମ୍ପର୍କିତ ‘କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳ-୨୦୧୮’ ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସଂଗ୍ରାମକେଶରୀ ସାହୁଙ୍କ 'ଗୁଡ୍ଡି' ପ୍ରଥମ ପୁରସ୍କାର ହାସଲ କରିଛି। ଏହା ଥିଲା କଲ୍ଲୋଳ ୨୦୧୮ର ଚତୁର୍ଥ...

ଶୁଭାରମ୍ଭ ହେଲା ମଣ୍ଡେଇ ଲୋକ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୀଳକଣ୍ଠେଶ୍ୱର ଶୈବ ପୀଠରେ ହେଲା ମଣ୍ଡେଇର ଶୁଭାରମ୍ଭ। ଶୁଭାରମ୍ଭରେ ଦୁଲୁକିଲ ପାପଡାହାଣ୍ଡି। ଶୋଭାଯାତ୍ରାରେ ନାଚିଲେ ଅତିଥି। ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ମଣ୍ଡେଇ ଲୋକ ମହୋତ୍ସବର ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭ ରବିବାର...

ଲାଇଟ ଆଣ୍ଡ ସାଉଣ୍ଡ ଶୋ’ରେ ଝଲସିବ ବିନ୍ଦୁସାଗର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱକପ୍ ହକି ପୂର୍ବରୁ ଝଲସିବ ଏକାମ୍ର କ୍ଷେତ୍ର। ବିନ୍ଦୁ ସାଗରରେ ହେବ ଲାଇଟ ଆଣ୍ଡ ସାଉଣ୍ଡ ଶୋ'। ଭୁବନେଶ୍ୱରସ୍ଥିତ ବିନ୍ଦୁ ସାଗରରେ ମ୍ୟୁଜିକାଲ ଫାଉଣ୍ଟେନ ଏବଂ ଲେଜର ଶୋ' ପରୀକ୍ଷାମୂଳକ ଭାବେ ପ୍ରଦର୍ଶନ...

ପରିଣତ ବୟସରେ ହାର ମାନି ନାହାନ୍ତି ଚିତ୍ରଶିଳ୍ପୀ ପ୍ରଭାକର

ଯଶୋବନ୍ତ ନାରାୟଣ ପାଢ଼ୀ ବୟସ ୬୩ ବର୍ଷ। ହେଲେ ଚିତ୍ରଶିଳ୍ପୀ ଟି ପ୍ରଭାକର ରାଓଙ୍କ ମନରେ ଭରି ରହିଛି ଅନେକ ଆଶା ଏବଂ ସ୍ୱପ୍ନ। ବୟସ ଯେତିକି ବଢ଼ୁଛି ଚିତ୍ର ଆଙ୍କିବା ନିଶାରେ ସେ...

ଭୁବନେଶ୍ୱରର କୀର୍ତ୍ତିରାଜି ପାଇଁ ପ୍ରସ୍ତୁତ ହେବ କ୍ୟୁଆର କୋଡ଼୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଐତିହାସିକସ୍ଥଳୀର ସୂଚନା ଉପଲବ୍ଧି କରିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି ବିଡିଏ କର୍ତ୍ତୃପକ୍ଷ। ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି(ସିଆଇଏସ-ଏ୨କେ)ର ମିଳିତ ଉଦ୍ୟମରେ ଯେତେସବୁ...

ଜାତୀୟ କଳା ପ୍ରଦର୍ଶନୀରେ ଅନନୋନ୍ସ ଆର୍ଟ ଗ୍ରୁପ୍ ଚିତ୍ରଶିଳ୍ପୀଙ୍କ ସଫଳତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶର ଦୀନଦୟାଲ ଉପାଧ୍ୟାୟ ବିଶ୍ୱବିଦ୍ୟାଳୟରେ ଚାରିଦିନିଆ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ବାଲେଶ୍ୱର ଜିଲ୍ଲାର ଚିତ୍ରଶିଳ୍ପୀ ସନ୍ଦୀପ୍ କୁମାର ଦେବଙ୍କ କଳାକୃତି ୫୫ ହଜାରରେ ବିକ୍ରି ହୋଇଛି। ବାଲେଶ୍ୱରର ଅନନୋନ୍ସ...